୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏୟାର୍‌ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି…

ନୂଆଦିଲ୍ଲୀ: ୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏୟାର୍‌ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି। ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟରେ ହାଜର

ଆମେରିକା ସ୍ତବ୍ଧ : ନିଜ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ୬ ବର୍ଷର ଛାତ୍ର…

ନ୍ୟୁୟର୍କ : ଆମେରିକାର ବନ୍ଧୁକ ସଂସ୍କୃତି ଦିନକୁ ଦିନ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲାଣି । ଏପରିକି ଛୋଟ ପିଲାମାନେ ବି ବନ୍ଧୁକ ଧରି ବୁଲିବା ଆରମ୍ଭ କରିଦେଇଛନ୍ତି ।ଶୁକ୍ରବାର ଅପରାହ୍ଣରେ ଆମେରିକାର ପୂର୍ବ ରାଜ୍ୟ ଭର୍ଜିନିଆର ରିଚନେକ୍ ଏଲିମେଣ୍ଟାରୀ ସ୍କୁଲରେ ଜଣେ ଛଅ

ମାଙ୍କଡ଼ ନେଇଯାଇଥିବା ଚପଲ ଆଣିବାକୁ ଯାଇଥିଲେ, କିନ୍ତୁ ଟ୍ରେନ ଉପରେ ଜଳିଗଲେ ଯୁବକ…

ଆଗ୍ରା: ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ମାଙ୍କଡ଼ ନେଇ ଯାଇଥିବା ଚପଲ ଆଣିବା ପାଇଁ ଜଣେ ଯୁବକ ଟ୍ରେନ ଉପରେ ଚଢ଼ିଥିବା ବେଳେ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର କାସଗଞ୍ଜ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି।୨୬ ବର୍ଷୀୟ ଯୁବକ ଜଣଙ୍କ ଷ୍ଟେସନରେ ଛିଡ଼ା ହୋଇଥିବା

ଅମିତ୍ ଶାହ ଶ୍ରୀରାମ ମନ୍ଦିରର ପୂଜକ କି ମହନ୍ତ ନୁହନ୍ତି: ମଲ୍ଲିକାର୍ଜୁନ ଖାଡ଼ଗେ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ୨୦୨୪ର ଜାନୁଆରୀ ୧ରେ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା କରିବା ପରେ ରାଜନୀତି ଜୋର ଧରିଛି। ଶାହଙ୍କ ବୟାନକୁ ନେଈ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ

ଥରାଉଛି ଶୀତ: ରାଜଧାନୀ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଲଗାତାର ଥଣ୍ଡା ସହର ଭାବେ ରହି ଆସିଥିବା ଦିଲ୍ଲୀରେ ଏବେ ୫ ଡିଗ୍ରୀ ତଳକୁ ଆଭେରେଜ ରହୁଛି। ଚଳିତ ଶୀତ ସିଜିନ୍‌ରେ ବର୍ତ୍ତମାନସୁଦ୍ଧା ତାପମାତ୍ରା

ବିରିୟାନି ହେଲା ବିଷ, ଅନଲାଇନ୍‌ରେ ମଗାଇ ଚାଲିଗଲା ଜୀବନ…

ବେଙ୍ଗାଲୁରୁ: ବିରିୟାନି ହେଲା ବିଷ। ଅନଲାଇନ୍‌ରେ ବିରିୟାନି ମଗାଇ ଖାଇବା ପରେ ଚାଲିଗଲା ଜୀବନ। ଅନଲାଇନ୍‌ ବିରିୟାନି ଖାଇ କେରଳର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫୁଡ୍‌ ପଏଜନିଂରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ୨୦ ବର୍ଷୀୟ ଯୁବତୀ ଜଣକ ଅନଲାଇନ୍‌ରେ

ବିମାନରେ ପରିସ୍ରା ଘଟଣା: କ୍ଷମା ମାଗିଲେ ଏୟାର ଇଣ୍ଡିଆ ସିଇଓ, କାର୍ଯ୍ୟାନ୍ତର ହେଲେ ପାଇଲଟ ଓ କ୍ରୁ

ନୂଆଦିଲ୍ଲୀ: ବିମାନ ମଧ୍ୟରେ ମଦ୍ୟପ ଶଙ୍କର ମିଶ୍ରା ଜଣେ ମହିଳା ସହଯାତ୍ରୀଙ୍କ ପରିସ୍ରା କରିବା ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ଆଜି ଶଙ୍କର ମିଶ୍ରାଙ୍କୁ ପୁଲିସ୍‌ ଗିରଫ କରିଛି। ତଥାପି ବିବାଦ ବଢ଼ୁଥିବାରୁ ଏୟାର ଇଣ୍ଡିଆର ସିଇଓ

ଦୁର୍ନୀତି ଅଭିଯୋଗ ପରେ ଇସ୍ତଫା ଦେଲେ ମନ୍ତ୍ରୀ, ବଲବୀର ସିଂହଙ୍କୁ ମିଳିଲା ସ୍ୱାସ୍ଥ୍ୟ ବିଭାଗ…

ଅମୃତସର: ଦୁର୍ନୀତି ଅଭିଯୋଗରେ ଫସିଥିବା ପଞ୍ଜାବର ଉଦ୍ୟାନ କୃଷି ବିଭାଗର ମନ୍ତ୍ରୀ ଫୌଜା ସିଂହ ସରାରି ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହଙ୍କୁ ନିଜର ଇସ୍ତଫାପତ୍ର ପଠାଇଥିବା ବେଳେ ଏହାକୁ ସେ ଗ୍ରହଣ କରି ନେଇଛନ୍ତି।ପ୍ରାୟ ମାସକ ତଳେ ଗୋଟିଏ ଅଡିଓ କ୍ଲିପ

ଗଞ୍ଜେଇ ମାଫିଆଙ୍କ ଆକ୍ରମଣ ରେ ଆହତ ପୋଲିସ କର୍ମୀ…

ମାଲକାନଗିରି: ଗଞ୍ଜେଇ ଚାଷ ନଷ୍ଟ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ଜଣେ ହୋମ ଗାର୍ଡଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି । ସୂଚନା ଅନୁଯାୟୀ ଏସଡିପିଓଙ୍କ ନେତୃତ୍ବରେ ମାଲକାନାଗିରି ଜିଲା ଓର୍କେଲ

ଯୋଜନାର ନାଆଁ ହରିଲୁଟ…! “ରକ୍ଷଣାବେକ୍ଷଣ ବାବଦରେ ଟଙ୍କାଟିଏ ସୁଦ୍ଧା ନାହିଁ”: କାର୍ଯ୍ୟ ନିର୍ବାହୀ…

ମାଲକାନଗିରି // ବାଲିମେଳା : ମାନବିକ ଅଧିକାର ତଥା ସାମ୍ବିଧାନିକ ଅଧିକାର ଦୃଷ୍ଟିରୁ ଜନସାଧାରଣଙ୍କ ଖାଦ୍ୟ , ବସ୍ତ୍ର , ବାସଗୃହ , ଶିକ୍ଷା , ସ୍ବାସ୍ଥ୍ୟ ତଥା ଗମନାଗମନ ଭଳି ପ୍ରତ୍ୟେକ ମୌଳିକ ଆବଶ୍ୟକତା ସମେତ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥାକୁ ନିଶ୍ଚିତ କରିବା ଦିଗରେ ସରକାର ଏବଂ