ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ…

ଫୁଲବାଣୀ :- ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ପଞ୍ଚାୟତ ସ୍ଥରରେ କ୍ରୀଡାକୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି l ସେହିପରି ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଠାରେ ମଧ୍ୟ ବିଶି ପଡା ସରପଞ୍ଚଙ୍କ ପ୍ରତ୍ୟକ୍ଷ

ଆଜି ପାଳତି ହୋଇଛି ପବିତ୍ର ପୁଷ୍ୟାଭିଷେକ ନୀତି, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ…

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜିର ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ପୁରାଣ ମତ ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା

ଦକ୍ଷତାର ବିକାଶ ଛାତ୍ର ଜୀବନର ମୂଳମନ୍ତ୍ର…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ୟୋଗୀ ଏବଂ ବୃତ୍ତି କେନ୍ଦ୍ର (ଇଉ.ଇ.ସି.ଏଚ.) ଅନୁକୁଲ୍ୟରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡି.ପି.ସି ଓ ଟୁର ଡି.ଜି.ଏମ ଦୀପକ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଛାତ୍ର ଜୀବନରେ ମନର ପ୍ରଶ୍ନ, ଆଶା ଓ

ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ…

ଭୁବନେଶ୍ବର: ଅର୍ଚ୍ଚନାଙ୍କ ରାଜ୍‌ ଖୋଲିଲେ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ। ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ । ଆଜି ଇଡିରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ଖଗେଶ୍ୱରଙ୍କ ଚାର୍ଟାର୍ଡର୍ ଆକାଉଣ୍ଟାଣ୍ଟ । EDରେ ହାଜର ହେବାକୁ ଦୁଇ ଜଣଙ୍କୁ ସମନ ହୋଇଥିଲା । ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ

ଚାଉଳ ଡାଲି ବୋଝେଇ ଟ୍ରକ ଭେଟଖୋଲ ଘାଟିରେ ଓଲଟିଲା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର…

ଫୁଲବାଣୀ,ଖଜୁରୀପଡ଼ା : କନ୍ଧମାଳ ବୌଦ୍ଧ ଜିଲ୍ଳା କୁ ସଂଯୋଗ କରୁଥିବା ରାଜ ରାସ୍ତା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦାଦପାଜୁ ନିଟକବର୍ତ୍ତୀ ଭେଟଖୋଲ ଘାଟିରେ ଚାଉଳ ଡାଲି ବୋଝେଇ ଟ୍ରକ ଓଡି ୨୧- ଇ - ୨୭୪୦ ଭାରସାମ୍ୟ ହରାଇ କୋଡ଼ିଏ ଫୁଟ ତଳକୁ ଓଲଟିବା ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା

ପୁରୀ ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ନୂଆ ମୁଦିରସ୍ତ…

ପୁରୀ : ପୌଷପୂର୍ଣ୍ଣିମା ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନୂତନ ମୁଦିରସ୍ତ। ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଛି। ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ

ସି.ସି.ଟିଭି ଦ୍ବାରା ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତି କରଣ ହେଲା ବୁଗୁଡ଼ା ସହର…

ବୁଗୁଡ଼ା (୦୬/୦୧) : ଜନତାଙ୍କ ସୁରକ୍ଷା ଏବଂ ଅପରାଧିକ କାର୍ଯ୍ୟକଳାପକୁ ଲଗାମ୍ ଦେବା ସକାଶେ ବୁଗୁଡ଼ା ସହରର ବିଭିନ୍ନ ଛକରେ ସି.ସି.ଟିଭି କ୍ଯାମେରା ଲଗାଇବା ନିମନ୍ତେ ଦୀର୍ଘ ଦିନ ହେଲା ସାଧାରଣରେ ଦାବି ହୋଇ ଆସୁଥିଲା ବେଳେ ଆଜି ତାହା ପୂରଣ ହୋଇଛି । ସ୍ଥାନୀୟ ପୋଲିସ ଥାନା ପକ୍ଷରୁ

ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ୫ କେଜି ଲେଖାଏ ଚାଉଳ କାଟିଛି କେନ୍ଦ୍ର : ସସ୍ମିତ ପାତ୍ର

ଭୁବନେଶ୍ଵର: ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲା ରାଜ୍ୟ । ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି କେନ୍ଦ୍ର । ଗରିବ ଲୋକଙ୍କୁ ମିଳୁଥିବା ଚାଉଳ କାଟିଛି କେନ୍ଦ୍ର ସରକାର । ପୂର୍ବରୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଦେଉଥିଲେ ସରକାର । ଡିସେମ୍ବରରୁ ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି

କୃଷି ଜନଗଣନା ଉପରେ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ…

ଫୁଲବାଣୀ : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ,ଓଡ଼ିଶା ସରକାରଙ୍କର ଯୋଜନା ଓ ମନିଟରିଂ ବିଭାଗର ପରିସଂଖ୍ୟାନ ଶାଖା ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକାଦଶ କୃଷି ଜନଗଣନା ଉପରେ ଜିଲ୍ଲାସ୍ତରୀୟ

୨୪ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ନବରଙ୍ଗପୁର ଜିଲ୍ଲାପାଳ…

ନବରଙ୍ଗପୁର : ବିନା ଛୁଟିରେ ବହୁ ବର୍ଷ ଧରି ଅନୁପସ୍ଥିତି ଥିବାରୁ ୨୪ ଶିକ୍ଷକଙ୍କୁ ନିଲମ୍ବିତ । ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର