ରାହୁଲଙ୍କ ଭଳି ଦେଶର ବିଭିନ୍ନ ସ୍ଥାନରେ ଯାତ୍ରା କରିବେ ନୀତୀଶ କୁମାର..!

ପାଟନା: ବର୍ତ୍ତମାନ କନ୍ୟାକୁମାରୀରୁ କଶ୍ମୀର ଯାଏ ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ରାସ୍ତା ଆପଣାଇ ପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ୨୦୨୪ ସାଧାରଣ ନିର୍ବାଚନରେ ସମାନ ବିଚାରଧାରା ରଖୁଥିବା ଦଳଗୁଡ଼ିକୁ ବିଜେପି ବିରୋଧରେ ଏକାଠି କରିବା ପାଇଁ ନୀତୀଶ କୁମାର

ଦିଲ୍ଲୀ ଅବକାରୀ ନୀତି ମାମଲା: ଇଡିର ଦ୍ୱିତୀୟ ଚାର୍ଜଶିଟରେ ବି ନାହିଁ ସିସୋଦିଆଙ୍କ ନାଁ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଦ୍ୱିତୀୟ ଚାର୍ଜଶିଟ ଦାଖଲ କରିଛି। କେନ୍ଦ୍ରୀୟ ଏଜେନ୍ସି ଦ୍ୱିତୀୟ ଚାର୍ଜଶିଟରେ ଅଭିଯୁକ୍ତ ତାଲିକାରେ ୧୨ଟି ନାଁ ରଖିଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଇଡି ପୂର୍ବରୁ

୩ ଦିନ ଭିତରେ ୪୪ ଜଜଙ୍କ ନାଁ ପଠାଇବୁ, ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅସନ୍ତୋଷ ଓ ତାଗିଦ ପରେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ବିଚାରପତି ନିଯୁକ୍ତିରେ ବିଳମ୍ବ କରୁଥିଲେ। ଏଥିପାଇଁ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ସହ ଦେଶର ନିୟମ ପାଳନ

ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା: ଅଞ୍ଜଳି ଓ ନିଧିଙ୍କ ସହ ଥିବା ଯୁବକ ଜଣକ କିଏ..?

ନୂଆଦିଲ୍ଲୀ: ଗତ ଡିସେମ୍ବର ୩୧ ତାରିଖ ରାତିରେ ଘଟିଥିବା ଦିଲ୍ଲୀ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ତେବେ ବର୍ତ୍ତମାନ ଏହି ମାମଲା ସହ ଜଡିତ ଦୁଇଟି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି | ଏହି ସିସିଟିଭି ଭିଡିଓରେ ଅଞ୍ଜଳିଙ୍କ ସହ ତାଙ୍କ ସାଙ୍ଗ ନିଧି ମଧ୍ୟ

ଦୁଷ୍କର୍ମକାରୀ, ଗ୍ୟାଙ୍ଗଷ୍ଟରଙ୍କୁ ଲଣ୍ଡା କରି ବଜାରରେ ବୁଲାଯିବା ଉଚିତ୍ : ଗେହଲୋଟ୍…

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅପରାଧୀମାନଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ଦିନ ଗେହଲଟ କହିଛନ୍ତି ଯେ ଯଦି ମୋ ହାତରେ ଥାଆନ୍ତା, ତେବେ ମୁଁ ବଳାତ୍କାରୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ କେଶ କାଟି ଦେବି ଏବଂ ଲଣ୍ଡାକରି ବଜାରରେ ବୁଲାଇବି । “ମୁଁ ମଧ୍ୟ ଏହା କରିବାକୁ

୨୦୨୪ ଲଢେଇ ଜିତିବାକୁ ବିଜେପି ଆରମ୍ଭ କରିବ ଟ୍ୱିଟର ମିଶନ…

ନୂଆଦିଲ୍ଲୀ: ଦେଶରେ ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ କିଛି ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଆଉ ପ୍ରସ୍ତୁତି ଦୋୖଡରେ ବିଜେପି ସବୁଠାରୁ ଆଗରେ ରହିଛି | ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏହି ୯ଟି ରାଜ୍ୟ

ନଭେମ୍ବରରେ ଆସାମରୁ ନିଖୋଜ ହେଲେ ମା-ପୁଅ, ଏବେ ପାକିସ୍ତାନ ଜେଲରୁ ଆସିଲା ଖବର…

ଗୌହାଟୀ: ଗତବର୍ଷ ନଭେମ୍ବରରେ ଆସାମର ନାଗାଓଁରୁ ଜଣେ ମହିଳା ଏବଂ ତାଙ୍କ ପୁଅ ନିଖୋଜ ହୋଇଯାଇଥିବାର ଜଣାପଡିଥିଲା | ତେବେ ବର୍ତ୍ତମାନ ସେମାନଙ୍କ ଠିକଣା ମିଳିଥିବାବେଳେ ସେମାନଙ୍କ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାସ୍ତବରେ ପରିବାର ସଦସ୍ୟ ଏବେ ଜାଣିବାକୁ ପାଇଛନ୍ତି ଯେ ଉଭୟ

ଦ୍ଵିତୀୟ ବିବାହ ନ ହେବା ଯାଏଁ ଭରଣପୋଷଣ ଦେବାକୁ ମନା କରିପାରିବେ ନାହିଁ ପ୍ରଥମ ସ୍ୱାମୀ: ଆହ୍ଲାବାଦ ହାଇକୋର୍ଟ…

ଆହ୍ଲାବାଦ: ଛାଡପତ୍ର ପାଇଥିବା ମହିଳାଙ୍କୁ ନେଇ ଆଜି ବଡ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ | ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଜଣେ ଛାଡପତ୍ର ପାଇଥିବା ମୁସଲମାନ ମହିଳାଙ୍କର ପୁନର୍ବାର ବିବାହ ନହେବା ପର୍ଯ୍ୟନ୍ତ ତାଙ୍କ ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ | ହାଇକୋର୍ଟ ନିମ୍ନ

ବିମାନରେ ବିଶୃଙ୍ଖଳିତ ଯାତ୍ରୀଙ୍କ ପାଇଁ ‘ନିୟନ୍ତ୍ରଣ ଉପକରଣ’ର ବ୍ୟବହାର କର: ଏୟାରଲାଇନ୍‌ସକୁ ନିର୍ଦ୍ଦେଶ ଦେଲେ…

ନୂଆଦିଲ୍ଲୀ: ନିକଟରେ ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ପରିପ୍ରେକ୍ଷୀରେ ଦେଶର ବିମାନ ଚଳାଚଳ ନିୟାମକ ଶୁକ୍ରବାର ଦିନ କହିଛନ୍ତି ଯେ ଯଦି ବିମାନ କର୍ମଚାରୀମାନେ ବିଶୃଙ୍ଗଳିତ କିମ୍ବା ଅନୁପଯୁକ୍ତ ଆଚରଣ କରୁଥିବା ଯାତ୍ରୀଙ୍କ

ଟ୍ରେନ ଚଳାଇବାକୁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ମହଜୁଦ ଅଛି ମାତ୍ର ୩ ଦିନ ପାଇଁ ତେଲ…

ଲାହୋର: ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ପାଇଁ ଏବେ ଦେଶ ଚଳାଇବା କଷ୍ଟକର ହୋଇପଡିଛି। ଏହି ସମୟରେ ଖବର ଆସୁଛି ଯେ ପାକିସ୍ତାନ ରେଳବାଇ ପାଖରେ ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ଚଳାଇବାକୁ ମାତ୍ର ତିନି ଦିନର ତୈଳ ଷ୍ଟକ୍ ବାକି ଅଛି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି