୨୪ଘଣ୍ଟା ମଧ୍ୟରେ ୨୫ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରିର ପ୍ରକୋପ ଅଧିକ ବଢ଼ିବାରେ ଲାଗିଛି। ଶୀତ ଲହରି ବୃଦ୍ଧି ପାଇବା ସହିତ ଦେଶର ଅନେକ ଅଞ୍ଚଳରେ ହୃଦୟରୋଗୀ ଓ ହୃଦଘାତ ଘଟଣା ଅଧିକ ମାତ୍ରାରେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର କାନପୁରର ଏକ ହସ୍ପିଟାଲରେ ଗୋଟିଏ ଦିନ ଭିତରେ ୭୨୩ଜଣ ହୃଦୟରୋଗୀ

ଭାରତ ଯୋଡ଼ ଯାତ୍ରାରେ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲା କଂଗ୍ରେସ କର୍ମୀ ସାମିଲ୍…

ମାଲକାନଗିରି : ବିଗତ କିଛି ମାସ ଧରି ଅନେକ ଘାତ ପ୍ରତିଘାତ , ବାଦ ବିବାଦ , ଶାସକ ଦଳର ଅପପ୍ରଚାର ମଧ୍ୟ ଦେଇ ୨୦୧୪ ମସିହା ପରେ ପରେ ଦେଶରେ ତିଆରି ହୋଇଥିବା ସାମ୍ପ୍ରଦାୟିକ ଶକ୍ତି ବିରୋଧରେ 'ଭାରତ ଯୋଡ଼' ନାଁ ରେ ଭାରତର ଧର୍ମନିରପେକ୍ଷତା , ସ୍ୱତନ୍ତ୍ରତା , ଭାଇଚାରାର ବାର୍ତ୍ତା ବହନ କରି

ବୁଗୁଡ଼ା ବ୍ଲକର ସ୍ମାର୍ଟସ୍କୁଲ ଦେଖି ଅସନ୍ତୋଷ ପ୍ରକାଶ କଲେ ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ…

ବୁଗୁଡ଼ା : ସ୍ମାର୍ଟ ସ୍କୁଲ ନାଆଁରେ ହରିଲୁଟ୍ l ଠିକାଦାର ସାଜିଥିଲେ ବିଡ଼ିଓ l କୌଣସି ବିଦ୍ୟାଳୟରେ ଏ ପର୍ଯ୍ୟନ୍ତ ସବୁ କାମ ସମ୍ପୂର୍ଣ୍ଣ ହୋଇନି l ବିଶେଷକରି ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ନଥିବା ଫଳରେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି ଛାତ୍ରୀ l ଆଜି ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ

ଦାରିଙ୍ଗବାଡି ଶୀତ ମହୋତ୍ସବ ପ୍ରସ୍ତୁତି ସରିଛି – ଶୀତୁଆ ଥଣ୍ଡାର ତାଳେ ତାଳେ ଝୁମିବ ମହୋତ୍ସବ…

ଦାରିଙ୍ଗବାଡ଼ି,୫/୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଆସନ୍ତା ୭ତାରିଖ ଶନିବାର ସନ୍ଧ୍ୟାରେ ଶୀତ ମହୋତ୍ସବ ଉଦ୍‌ଘାଟିତ ହେବ।ଏନେଇ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ କମିଟିର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ

ଉଡୁପାରେ ବନ ବିଭାଗ ପକ୍ଷରୁ ଆମ ଜଙ୍ଗଲ ଯୋଜନା ବୈଠକ ସହ ବନ ସୁରକ୍ଷା ସମିତି ଗଠନ…

ମାଲକାନଗିରି, ୫।୧ : ମାଲକାନଗିରି ଆଜି ଉଡୁପା ଗ୍ରାମ ପଞ୍ଚାୟତ ଠାରେ ବନ ବିଭାଗ ପକ୍ଷରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଏକ ବନ ସୁରକ୍ଷା ସମିତି ଗଠନ କରିବା ଉଦ୍ଦେଶ୍ୟରେ ଏକ ସଭା ଗ୍ରାମ ମଧ୍ୟସ୍ଥଳରେ ଆୟୋଜନ ହୋଇ ଯାଇଛି । ଗ୍ରାମର ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷ ଲୋକଙ୍କୁ ନେଇ ସ୍ଥାନୀୟ ବନ

ରାଉରକେଲାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ…

ସୁନ୍ଦରଗଡ଼/ ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।ଏହା ସହିତ ଯୋଡି ହୋଇ ଯାଇଛି ବିଶ୍ଵ କ୍ରୀଡା ଇତିହାସରେ ଏକ ସ୍ଵର୍ଣ୍ଣିମ

ରୋଗୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ମାନବିକତା ପ୍ରଦର୍ଶନ କଲେ ଜିଲ୍ଲା ପରିଷଦ ସଦସ୍ୟ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଜୋନ୍-୨ ଜିଲ୍ଲା ପରିଷଦ ଶ୍ରୀ ମଙ୍ଗୁ ଖିଲ ଆଜି ମଧ୍ୟାହ୍ନ ପ୍ରାୟ ୧୧.୦୦ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କୁ ଆଣି ଅପେକ୍ଷା କରି ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉ କି ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଓ ହକି ବିଶ୍ଵ କପ ସଚେତନତା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସିଏସ ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଓ ହକି ବିଶ୍ଵ କପ ପାଇଁ ସଚେତନତା କରାଯାଇଥିଲା l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡିଶା ରେ ହକି ବିଶ୍ଵ କପ ଆୟୋଜନ ହେଉ ଥିବାରୁ ଛାତ୍ରଛାତ୍ରୀ ଏବଂ

ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଜୋରିମାନା…

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୫ ବର୍ଷିୟା ନାବାଳିକାର ଗଣ ଦୁଷ୍କର୍ମ ମାମଲାର ୧୩ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ୍ ଇତ୍ୟାଦିକୁ ଭିତ୍ତି କରି ଲିପୁନ୍ ନାୟକ ୨୪ ବର୍ଷ, ପର୍ତ୍ତମାହା, ଦାରିଙ୍ଗବାଡିକୁ ଦୋଷୀ ସାବ୍ୟସ୍ତ କରି

ପଲପଲ ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ , ଚାଷୀ ହତାଶ, ଲୋକେ ଅତିଷ୍ଠ…

ବୁଗୁଡ଼ା : ତା ୦୫/୦୧/୨୩ : ସଂପ୍ରତି ବୁଗୁଡ଼ା ଅଞ୍ଚଳରେ ମାଙ୍କଡ଼ ପଲର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳରେ ଚାଷୀମାନଙ୍କ ବିଲରେ ପଲ ପଲ ମାଙ୍କଡ଼ ପଶି ମୁଗ ଓ ବିରି ଖାଇବା ସହ ଫସଲ ଉଜାଡି ଦେଉଛନ୍ତି । ମାଙ୍କଡ଼ମାନଙ୍କ ଉପଦ୍ରବରେ ଚାଷୀମାନେ ଅତିଷ୍ଠ ହୋଇପଡିଥିଲେ