ଦାରିଙ୍ଗବାଡ଼ି ରେ ଶୀତ ଉତ୍ସବ ଉପଲକ୍ଷେ ମିନି ମାରାଥନ…

ଦାରିଙ୍ଗବାଡ଼ି , ୫/୧, ଦାରିଙ୍ଗବାଡ଼ି ରେ ଶୀତ ମହୋତ୍ସବ ଉପଲକ୍ଷେ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗ ର ଲୋକେ ଭାଗ ନେଇ ବ୍ଲକ ପରିସରରୁ ବାହାରି ଆଇଟିଆଇ ପଡ଼ିଆ ରେ ପହଞ୍ଚିଥିଲେ । ଦାରିଙ୍ଗବାଡ଼ି ଅଞ୍ଚଳର ଭାଇଚାରା ଏକତା ରଖିବା ହିଁ ଏହି ଗଣ

ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲା: ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଲା ED…

ଭୁବନେଶ୍ୱର : ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ । ରାଜ୍ୟ ବାହାରୁ ଆକାଶ ପାଠକଙ୍କ BMW ଗାଡ଼ି ଉଠାଇନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୨୦ ମସିହା ଅକ୍ଟୋବର ୫ରେ ଏହି କାରକୁ କିଣାଯାଇଥିଲା । ଗଞ୍ଜାମ ଆରଟିଓରେ ଗାଡିର ରେଜିଷ୍ଟ୍ରେସନ

ଆବାସ ଯୋଜନାରେ ଲାଞ୍ଚ ଅଭିଯୋଗ, ଜିଓ ଟ୍ୟାଗ ପାଇଁ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଗାଁ ସାଥି…

ଦାରିଙ୍ଗବାଡି,୬/୧/୨୩ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗୃହହୀନ ତଥା ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ପରିବାରଙ୍କୁ ଗୃହ ଯୋଗାଇ ଦେବା ନିମନ୍ତେ ଯୋଜନା କରିଥିବା ବେଳେ ଘରର ଜିଓ ଟ୍ୟାଗ ପାଇଁ ହିତାଧିକାରୀଙ୍କ ଠାରୁ ଗାଁ ସାଥୀ ମାନେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି

ଶିମିଳିପାଳରେ ଆଜିଠାରୁ ଆରମ୍ଭ ହେଲା କୁମ୍ଭୀର ଗଣନା…

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳ ରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ୫ ଟି ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି । ଏହା

ଆଈଙ୍କୁ ଟଣା ଓଟରା କରି ନାତି ଗିରଫ…

ବୁଗୁଡ଼ା (୦୬/୦୧) : ମଦ ନିଶାରେ ସମ୍ପର୍କୀୟ ଆଈଙ୍କୁ ଟଣା ଓଟରା କରି ଜେଲ ଗଲା ନାତି l ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ କୁମୁଟିଘାଇ ଗ୍ରାମର ମାନଭଞ୍ଜନ ପ୍ରଧାନ ଓରଫ୍ ପାଣ୍ଡିଆ l ଘଟଣାରୁ ପ୍ରକାଶ ଯେ, କରଚୁଲି ପଞ୍ଚାୟତ ଅନ୍ତର୍ଗତ ହୀରାପଲ୍ଲୀ ଗ୍ରାମରେ ଏକ

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଭାଇର ଜୀବନ ନେଲା ଭାଇ…

ଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ସାରା ପରିବେଶ। ଗାଁଟା ସାରା ଶୋକର ଛାୟା। ସମସ୍ତେ ସ୍ତବ୍ଧ ହୋଇ ଯାଇଥାନ୍ତି। କ୍ଷଣଙ୍କ ଭିତରେ ଘଟିଗଲା ଅଘଟଣ। ଦେଖୁ ଦେଖୁ ଚାଲି ଗଲା ଭେଣ୍ଡିଆ ପୁଅର ଜୀବନ। ସତରେ କେତେ ଖଟି ଖଟି ପୁଅ/ଝିଅକୁ ଏଡ଼େ ରୁ ଏଡିକି ଟିଏ କରେ ବାପା, ତାକୁ ଯେ କେତେ

ଓ୍ବାରେଣ୍ଟ୍ ବଳରେ ଦୁଇ ଗିରଫ…

ବୁଗୁଡ଼ା (୦୬/୦୧): ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମର ଦୁଇ ଜଣ ଯୁବକଙ୍କୁ ପୋଲିସ ଓ୍ବାରେଣ୍ଟ୍ ବଳରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ଜଣାଯାଇଛି । ଗିରଫ ଦୁଇ ଜଣ ହେଲେ କୃଷ୍ଣ ନାଇକ(୩୦) ଓ ସୁନିଲ୍ ନାଇକ(୨୮) । ସେମାନଙ୍କ

ରାସ୍ତାରେ ଝିଅକୁ କମେଣ୍ଟ ମାରିଲେ, ଅଭିଯୋଗ ପରେ ବାପାକୁ ଭୁଜାଲିରେ ଆକ୍ରମଣ କଲେ ଯୁବକ…

ଆନନ୍ଦପୁର: ରାସ୍ତାରେ ଅଟକାଇ ଝିଅକୁ କରୁଥିଲେ ହଇରାଣ। ଥାନାରେ ଅଭିଯୋଗ କରିବାରୁ ବାପାକୁ ଭୁଜାଲିରେ ଆକ୍ରମଣ । ନିଜ ଝିଅକୁ ବାଟରେ ଅଟକାଇ କମେଣ୍ଟ ମାରିବା ସହ ଅଶ୍ଳିଳ ଇଙ୍ଗିତ କରୁଥିବା ଯୁବକ ବିରୋଧରେ ବାପା ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଯୁବକଙ୍କ ଭୁଜାଲି ଆକ୍ରମଣର ଶିକାର

ଆଜି ସରୁଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା…

ବରଗଡ : ଆଜି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିବ ଯବନିକା । କୃଷ୍ଣଙ୍କ ହାତରେ ବଧ ହେବେ ମାମୁଁ କଂସ । ଦଶମ ଦିବସରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କୁ ଦର୍ଶନ ପାଇ ଭକ୍ତଙ୍କ ଭିତରେ ଆନନ୍ଦ, ଉତ୍ସାହ ଲାଗି ରହିଛି । ଆଜି କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା

ଏସିଆ କପ ୨୦୨୩: ଗୋଟିଏ ଗ୍ରୁପ୍‌ରେ ଭାରତ ଓ ପାକିସ୍ତାନ, କ୍ରିକେଟ କ୍ୟାଲେଣ୍ଡର ଜାରି…

ନୂଆଦିଲ୍ଲୀ: ପୁଣିଥରେ ମଲ୍ଟିନେଶନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। କାରଣ ଏସିଆ କପର ପ୍ରଥମ