Sign in
Sign in
Recover your password.
A password will be e-mailed to you.
ସେବାରେ ଉତ୍କୃଷ୍ଠତା ପାଇଁ ୨୨ ଜଣ ପୋଲିସଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ଆଜି ପୋଲିସ କର୍ମଚାରୀମାନଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା ଏହି ପଦକ ପ୍ରଦାନ ଉତ୍ସବ । ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ପୋଲିସ ଅଧିକାରୀଙ୍କ ସମେତ ବିଶିଷ୍ଟ!-->…
ଖଡ଼ିଆଳରେ ମା ଓ ପୁଅଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆମ୍ବ ଗଛରେ ମା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ।
ପ୍ରାଥମିକ ସୁତରୁ ଜଣା ଯାଉଛି ଯେ ମୃତ ମା ଓ ପୁଅ!-->!-->!-->…
୭୬ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ନୂଆଦିଲ୍ଲୀ: ଆଜି 76ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଏହି ଅବସରରେ ଲାଲକିଲ୍ଲାକୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ଏହି ଐତିହାସିକ ଦିନର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହି!-->…
ଭାରତ ସହ ତାଳ ଦେଇ ଚାଲିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପୁରଠୁ ପଲ୍ଲୀ ସବୁଠୁ ତ୍ରିରଙ୍ଗା ଉଡ଼ୁଛି । ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ସେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିେ ।
ନିଜ!-->!-->!-->…
ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର
ବୌଦ୍ଧ : ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ତୀରଡ ମେଗା ପ୍ରକଳ୍ପରେ କାମ କରୁଥିବା ୩ ଜଣ ଇଞ୍ଜିନିୟର ବନ୍ୟା ପାଣିରେ ଫସିଯାଇଥିଲେ। ଅଗ୍ନିଶମ ବାହିନି ସେମାନଙ୍କୁ ଉଦ୍ଧାର କରିଛି। ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲାରେ ଲଘୁଚାପ!-->…
ଦୀଘା ସମୁଦ୍ରରେ ଭାସିଗଲେ ଅମାନିଆ ପର୍ଯ୍ୟଟକ
ବାଲେଶ୍ୱର : ଲଘୁଚାପ ଯୋଗୁଁ ଅସାନ୍ତ ହୋଇପଡ଼ିଥିଲା ସମୁଦ୍ର, ଭୟଙ୍କର ଗର୍ଜନ, ଆଉ ସେହି ଶବ୍ଦ ମଧ୍ୟରୁ ଭାସିଆସୁଥିଲା ବଞ୍ଚାଅ ବଞ୍ଚାଅ । ମୁଁ ବୁଡି ଯାଉଛି, କିଏ ହେଲେ ମତେ ଟିକେ ବଂଚାଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଦୀଘା ବେଳାଭୂମିରେ । ଯେଉଁଠାରେ ଜଣେ ବ୍ୟକ୍ତି ମରଣ!-->…
୨୦୧୯ ପର୍ଯ୍ୟନ୍ତ ଅନାଦେୟ ଇ-ଚାଲାଣ ପ୍ରତ୍ୟାହାର
କଟକ : ରାଜ୍ୟର ବିଭିନ୍ନ ଯାନ ଉପରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନାଦେୟ ହୋଇ ପଡ଼ିରହିଥିବା ଇ-ଚାଲାଣଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କ ପତ୍ର!-->…
ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡ଼ିଲା ତ୍ରିରଙ୍ଗା
ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା। ନକ୍ସଲଙ୍କ କଳା ପତାକା ଉଡାଇବା ସ୍ଥାନରେ ଲୋକେ ଉଡାଇଛନ୍ତି ଜାତୀୟ ପତାକା। ଦେଶ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଚିତ୍ର। ଓରାପଦର, ଘନବେଡା, ଗୋରାସେତୁ ଓ!-->…
ରାଜଧାନୀ ଉପକଣ୍ଠରେ ବନ୍ୟା ଆଶଙ୍କା, ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ
ନିଆଳି: ରାଜଧାନୀ ଉପକଣ୍ଠରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ଉପକଣ୍ଠ ଦେଇ ପ୍ରବାହିତ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବାଲିପାଟଣା ବ୍ଲକ ଅଚ୍ୟୁତପୁର ଠାରେ କାଜ ସ୍ଥଳରେ ବନ୍ୟା ଜଳ ନିଷ୍କାସିତ ହେଲେ ଧନୁଆରେ ବନ୍ୟା ଆସି ବାଲିପାଟଣା ବ୍ଲକର ୫ ପଞ୍ଚାୟତ ସହ!-->…
ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ମ୍ବାଦିକ ସମ୍ମିଳନୀ
ରାଉରକେଲା : ରାଉରକେଲା ସ୍ଥିତ ସେକ୍ଟର ୫ ପାନ୍ଥନିବାସ ପରିସରରେ ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ବିଜେଡ଼ି ତରଫରୁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ପରିଷଦ!-->…