ପ୍ରକାଶ ହେଲା ଇଲେକ୍ଟରାଲ ରୋଲ-୨୦୨୩…

ମାଲକାନଗିରି ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ମାଲକାନଗରି : ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଭୋଟର ତାଲିକା -୨୦୨୩କୁ ପ୍ରକାଶନ କରାଯାଇଛି । ଜିଲ୍ଲପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂ ଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ

ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଜାନୁୟାରୀରେ ଦୁଲୁକିବ ବୁଦ୍ଧଖୋଲ…

ବୁଗୁଡ଼ା : ତା ୦୫/୦୧/୨୩ : ଏଇ ଜାନୁୟାରୀ ମାସ ୨୭ରୁ୨୯ ତାରିଖ ପର୍ଯ୍ୟନ୍ତ ତିନି ଧରି ଆୟୋଜିତ ହେବାକୁ ଯାଉଥିବା ମହୋତ୍ସବ ଯୋଗୁଁ କିଛି ବର୍ଷ ବ୍ୟବଧାନରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପୁଣି ଦୁଲୁକିବାର ସ୍ଫଷ୍ଟ ଆଭାସ ମିଳିଯାଇଛି । ତେବେ ଏହି ତ୍ରିଦିବସୀୟ ମହୋତ୍ସବର ସଫଳ

ଆଜିବି ପୌରପରିଷଦର ଆଢୁଆଳରେ ଫୁଲବାଣୀର କେତେକ ସାହି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ବିଭିନ୍ନ ବସ୍ତିର ଗୁଡ଼ିକ ପାହାଡିଆ ଅଞ୍ଚଳ ହୋଇଥିବା ହେତୁ ଅଧିକାଂଶ ଲୋକ ଦୀର୍ଘ ବର୍ଷ ଧରି ଅନାବାଦୀ ଜମି ଉପରେ ଘର ନିର୍ମାଣ କରି ନିଜ ନିଜର ପରିବାରକୁ ନେଇ ଚଳି ଆସୁଛନ୍ତି । ଉକ୍ତ ବସ୍ତି ମଧ୍ୟରୁ

ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ…

ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ

କନ୍ଧମାଳ ଜିଲ୍ଲା ନୂତନ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ଦାୟିତ୍ବ ଗ୍ରହଣ…

ଫୁଲ ବାଣୀ: କନ୍ଧମାଳ ଜିଲ୍ଲାର ନୂତନ ଏସ୍‌ପି ଭାବରେ ଶୁଭେନ୍ଦୁ ପାତ୍ର ଯୋଗ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧ୍ୟକ୍ଷକ, ଭିନିତ୍ ଅଗ୍ରୱାଲଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସମେତ ଗଞ୍ଜେଇ ଚୋରା ଚାଷ,ଡ୍ରଗ୍ସ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପ୍ ଚୁପ୍ କଲା ଇଡି…

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି। ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି। ଏହି ଟିମ୍‌ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ। ଅନ୍ୟ ଏକ ଟିମ୍‌ରେ ଟିମ

କେଡିଜେଏର ସାଧାରଣ ବୈଠକ ଓ ବନ୍ଧୁ ମିଳନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ (କେ ଡି ଜେ ଏ )ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲା ସାଲୁଙ୍କିଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ସଙ୍ଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ

ଉନ୍ନତ୍ତ ସ୍ବାସ୍ଥ୍ୟ ସେବା ପାଇଁ ୫ ଜଣ ପରାମର୍ଶଦାତା ନିୟୋଜିତ କଲେ ସରକାର…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି ପାଇବେ ଏକ କୋଟି ଟଙ୍କା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ରାଉରକେଲା: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ହକିକୁ

ପୁଣି ଝାରସୁଗୁଡାରୁ ହାଇଦ୍ରାବାଦକୁ ଉଡାଣ ସେବା ଦେବ ସ୍ପାଇସ ଜେଟ୍

ଝାରସୁଗୁଡା: ପୁଣିଥରେ ଝାରସୁଗୁଡାରୁ ହାଇଦ୍ରାବାଦକୁ ବିମାନ ଉଡ଼ିବ। ଆସନ୍ତା ୨୦ ତାରିଖରୁ ଏହି ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଆଉ ସେହି ବିମାନ କମ୍ପାନୀ ସ୍ପାଇସ ଜେଟ୍ ଉଡାଣ ସେବା ଯୋଗାଇବ ବୋଲି ସୂଚନା ରହିଛି। ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ବିମାନ ସେବା