Sign in
Sign in
Recover your password.
A password will be e-mailed to you.
ବିଜେବି ଛାତ୍ର ମାଡ଼ ଘଟଣା, ୪ ଛାତ୍ର ଗିରଫ, ୪ ସସ୍ପେଣ୍ଡ
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ରାଗିଂ। ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଅଭିଯୋଗରେ ଆଜି କମିଶନରେଟ୍ ପୁଲିସ୍ ୪ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ବିଜେବି କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ କ୍ୟାମ୍ପସରୁ ସସ୍ପେଣ୍ଡ କରିଛନ୍ତି। ନିଲମ୍ୱିତ ହୋଇଥିବା ୪ ଛାତ୍ର ପରୀକ୍ଷା ଯାଏଁ କ୍ୟାମ୍ପସ!-->…
ମହିଳା ସବ୍ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣା, ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ମହିଳା ସବ୍ ଇନିସ୍ପେକ୍ଟର ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାର ପର୍ଦା ଫାସ କରିଛି ପୋଲିସ । ଆକ୍ରମଣ ଘଟଣାରେ ଜଡିତ ୩ ଅଭିଯୁକ୍ତଙ୍କୁ ସହିଦନଗର ଥାନାରେ ଅଟକ ରଖି ପଚରା ଉଚରା କରିଛି ପୋଲିସ । ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ ଇନୋଭା କାରକୁ ପୋଲିସ!-->…
ଓଡ଼ିଶାରେ ଆରମ୍ଭ ହେଲା 5G ସେବା
ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଫାଇଭ ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ ।!-->…
ଡିଜେ ସାଉଣ୍ଡ ପାଇଁ ଟିଏମସି ନେତାଙ୍କୁ ହତ୍ୟା
କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ମୋଥାବାରୀରେ ଦୁଇ ଦଳ ମଧ୍ୟରେ ବିବାଦ ବନ୍ଦ କରିବାକୁ ଯାଇଥିବା ତୃଣମୂଳ କଂଗ୍ରେସର ଜଣେ ନେତାଙ୍କୁ ହତ୍ୟା କରାଯାଇଛି | ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା, ଯେତେବେଳେ ଉଚ୍ଚ ଶବ୍ଦରେ ଗୀତ ବଜାଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା। ମୃତକ!-->…
ବନ୍ଦେ ଭାରତ ଟ୍ରେନକୁ ନେଇ କଟାକ୍ଷ କଲେ ମମତା, ପୁରୁଣା ଟ୍ରେନରେ ନୂଆ ଇଞ୍ଜିନ ଲାଗିଛି କହିଲେ ପଶ୍ଚିମବଙ୍ଗ…
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ବନ୍ଦେ ଭାରତ ଟ୍ରେନର ବାହାନାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ମମତା କହିଛନ୍ତି ଯେ ବନ୍ଦେ ଭାରତ ଟ୍ରେନରେ କୌଣସି ସ୍ୱତନ୍ତ୍ରତା ନାହିଁ। ଏହା ଏକ ପୁରୁଣା ଟ୍ରେନ ଓ ଏଥିରେ ଏକ ନୂଆ ଇଞ୍ଜିନ ଲଗାଇଦିଆଯାଇଛି |!-->…
ଜମ୍ମୁକଶ୍ମୀରରେ ସିଆରପିଏଫ ଯବାନ ମୁତୟନ ନେଇ ଚିହିଁକି ଉଠିଲେ ମୁଫତି
ଶ୍ରୀନଗର: ଜମ୍ମୁକଶ୍ମୀରରେ ବଢୁଥିବା ଟାର୍ଗେଟ କିଲିଂକୁ ନେଇ ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ସିଆରପିଏଫର ଅତିରିକ୍ତ ୧୮ କମ୍ପାନୀ ଯବାନଙ୍କୁ ନିୟୋଜିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଜମ୍ମୁକଶ୍ମୀରରେ ଏତେ ସଂଖ୍ୟକ ଯବାନ ମୁତୟନକୁ ନେଇ ପିଡିପି ମୁଖ୍ୟ ତଥା!-->…
ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣଙ୍କୁ ଧରି ଭୋଭୋ ହୋଇ କାନ୍ଦିଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ
ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରକୁ ଅତି ଜୀବନ୍ତ ଭାବେ ଅଭିନୟ କରିଥିଲେ। ସେହି ସମୟରେ ଲୋକେ ଅରୁଣଙ୍କୁ ରାମ ଭାବି ଟିଭି ପରଦାରେ ପୂଜା କରୁଥିଲେ। ଏଥିସହିତ ଲୋକେ ଯଦି ତାଙ୍କୁ କେଉଁଠାରେ ସିଧାସଳଖ ଦେଖି ଦିଅନ୍ତି ପାଦସ୍ପର୍ଶ କରି!-->…
ପୁଣି ବିମାନ ଭିତରେ ପରିସ୍ରା କଲେ ମଦୁଆ ଯାତ୍ରୀ
ନୂଆଦିଲ୍ଲୀ: ପୁଣିଥରେ ବିମାନ ଭିତରେ ଘଟିଛି ଅଭାବନୀୟ ଘଟଣା। ଜଣେ ମଦ୍ୟପ ବ୍ୟକ୍ତି ବିମାନ ଭିତରେ କରିଛନ୍ତି ପରିସ୍ରା। ପ୍ୟାରିସରୁ ଦିଲ୍ଲୀ ଆସୁଥିବା ବିମାନରେ ମଦ ନିଶାରେ ଜଣେ ଯାତ୍ରୀ ତାଙ୍କ ପାଖରେ ବସିଥିବା ମହିଳାଙ୍କ କମ୍ବଳରେ ପରିସ୍ରା କରି ଦେଇଛନ୍ତି। ତେବେ ବ୍ୟକ୍ତି ଜଣଙ୍କ ନିଜର ଭୁଲ!-->…
ମିଡିଆ କେବଳ ମୋ ଟି-ସାର୍ଟକୁ ଦେଖୁଛି, ଗରିବଙ୍କ ଫୁଙ୍ଗୁଳା ଦେହକୁ ଦେଖୁନି: ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଭାରତ ଯୋଡା ଯାତ୍ରା ସମୟରେ ଶୀତଦିନେ କେବଳ ଟି-ସାର୍ଟ ପିନ୍ଧି ରାହୁଲ ଗାନ୍ଧି ବୁଲୁଥିଲା ବେଳେ ଏହାକୁ ନେଇ ଚର୍ଚ୍ଚା ଥମୁ ନାହିଁ। ଏ ସମ୍ପର୍କରେ ରାହୁଲ ଗାନ୍ଧି କହିଛନ୍ତି ଯେ, ଗଣମାଧ୍ୟମ କେବଳ ତାଙ୍କ ଟି-ସାର୍ଟକୁ ଦେଖୁଛି। କିନ୍ତୁ ଗରିବ କୃଷକ ଏବଂ ଶ୍ରମିକ ପିନ୍ଧୁଥିବା!-->…
ରାତାରାତି ୫୦,୦୦୦ ଲୋକଙ୍କୁ ଉଠାଇ ଦିଆଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ଲାଗିଲା ରୋକ୍। ଉତ୍ତରାଖଣ୍ଡର ହଲ୍ଦ୍ୱାନୀ ଅଞ୍ଚଳରେ ଥିବା ରେଳବାଇ ଜମିରୁ ଜବରଦଖଲ ହଟାଇବା ଲାଗି ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଛନ୍ତି। ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ସମସ୍ୟା ଓ!-->…