ବିଜୁ ଜନତାଦଳର ପ୍ରତିଷ୍ଠା ଦିବସ ପାଳିତ…

ନବରଙ୍ଗପୁର : ଏକଜୁଟ ହୋଇ କାମ କରି ଜିଲ୍ଲା ରେ ବିଜେଡି କୁ ଅଧିକରୁ ଅଧିକ ଶକ୍ତିଶାଳୀ କରି ସଫଳତା କୁ ଦୋହରରିବା ପାଇଁ ଜିଲ୍ଲା ସ୍ତରୀୟ ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ସମାରୋହ ରେ ଆହ୍ୱାନ ଦେଲେ ଜିଲ୍ଲା ବିଜେଡି ନେତା । ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ରାଜ୍ୟର ସମସ୍ତ ୧୪୭ ଗୋଟେ

ଡିଜିପି ଅଫିସ ଆଗରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ…

କଟକ: କଟକ ଡିଜି ଅଫିସ୍ ଆଗରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ସରୋଜ ରଥଙ୍କ ନାଁରେ ସାଘାଂତିକ ଅଭିଯୋଗ ଆଣି ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ଜଣେ ଯୁବତୀ। ସାମ୍ବାଦିକ ତାଙ୍କର ଅଶ୍ଲୀଳ ଭିଡିଓ ଓ ଫଟୋ ଭାଇରାଲ

ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ୪ଟି ସ୍ଥାନରେ ଚଢ଼ାଉ…

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ରେଲୱେ ଅଧିକାରୀଙ୍କ ଘରେ ପଶିଲା ସିବିଆଇ । ଏହି ଅଧିକାରୀଜଣକ ଆଇଆରଟିସିରେ କାର୍ଯ୍ୟରତ ଅଧିକାରୀ ପି.କେ ଜେନା ବୋଲି ଜଣାଯାଇଛି। ସିବିଆଇ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି। ପି.କେ ଜେନା ଆୟଠୁ ଅଧିକ ସମ୍ପତ୍ତି ଠୁଳ

ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଆଇରନ ଷ୍ଟ୍ରକ୍ଚର କାମ ଆରମ୍ଭ…

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଇରନ ଷ୍ଟ୍ରକ୍ଚର କାର୍ଯ୍ୟ ଆରମ୍ଭ ହୋଇଛି। ASIର ନିଷ୍ପତ୍ତି କ୍ରମେ ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି।

ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ବର: ଅନ୍ୟ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ବଢୁଥିବା କାରଣରୁ ଆମ ଦେଶ ପାଇଁ ବି ଏହା ଚିନ୍ତାର ବିଷୟ ପାଲଟିଛି। ଆମ ଦେଶରେ ପୁଣି ଥରେ କାଳେ କରୋନା ତା’ର କାୟାବିସ୍ତାର କରିବ ସେ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି

ଆଜି ଦେଶରେ ୧୭୫ ନୂଆ କୋଭିଡ୍‌-୧୯ ସଂକ୍ରମଣ…

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୦୦ ଭିତରେ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା

ଜେଜୀମା’ଙ୍କ କାନ୍ଦ ପ୍ରତି ଧ୍ୟାନ ନ ଦେଇ ରାଜପଥରେ ଜରୁରୀ ବିମାନ ଅବତରଣ କଲେ ୧୮ ବର୍ଷିୟ ପାଇଲଟ୍‌…

ନୂଆଦିଲ୍ଲୀ: ସକାଳ ଜଳଖିଆ ପାଇଁ ଗୋଟିଏ-ଇଞ୍ଜିନ୍‌ବିଶିଷ୍ଟ ବିମାନରେ ସପରିବାର କାଲିଫର୍ଣ୍ଣିଆକୁ ଯାଉଥିବା ବେଳେ ଇଞ୍ଜିନ୍‌ ଫେଲ୍‌ ହୋଇଯିବାରୁ ଜଣେ ତରୁଣ ପାଇଲଟ୍‌ ବିମାନ ଚାଳନାର ପରାକାଷ୍ଠା ଦେଖାଇ ଚରମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଥା ‘କେଟିଏଲ୍‌ଏ’ ରିପୋର୍ଟ କରିଛି। ରିପୋର୍ଟ

ଦ୍ବାରକାରେ ୬ଟି ଗାଡ଼ିକୁ ଧକ୍କା ଦେଲା ଦିଲ୍ଲୀ ପୁଲିସ ଅଧିକାରୀଙ୍କ ଦ୍ରୁତଗାମୀ କାର୍‌; ମାମଲା ରୁଜୁ…

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଦିଲ୍ଲୀର ଦ୍ବାରକା ମୋର୍‌ ଅଞ୍ଚଳରେ ଦିଲ୍ଲୀ ପୁଲିସର ସହକାରୀ ସବ୍‌-ଇନ୍ସପେକ୍ଟର୍‌ ବ୍ୟକ୍ତିଗତ କାର୍‌ ଗୋଟାଏ ‘ପିସିଆର୍‌’ ଭ୍ୟାନ୍‌ ସମତେ ୬ଟି ଗାଡ଼ିକୁ ଧକ୍କା ଦେଇ ନଷ୍ଟ କରିବା ସହିତ କେତେଜଣ ଲୋକଙ୍କୁ ମଧ୍ୟ ଆହତ କରିଥିବା କଥା ପୁଲିସ କହିଛି।

ପଶ୍ଚିମବଙ୍ଗ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କ ନିମନ୍ତେ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା…

କୋଲ୍‌କାତା: ଜୀବନ ପ୍ରତି ବିପଦ ଅଛି ବୋଲି ଗୁଇନ୍ଦା ଏଜେନ୍‌ସିମାନଙ୍କ ଆକଳନକୁ ଆଧାର କରି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପଶ୍ଚିମବଙ୍ଗର ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କୁ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦେଇଛି। ଏହି ବ୍ୟବସ୍ଥା ଅନୁସାରେ, ସମଗ୍ର ଦେଶରେ ‘ରିଜର୍ଭ ପୋଲିସ୍‌

ଟୋକିଓ ଛାଡ଼ି ଚାଲିଯିବାକୁ ପରିବାରର ସନ୍ତାନପିଛା ୧ ନିୟୁତ ‘ୟେନ୍‌’ ଦେଉଛି ଜାପାନ୍‌: ରିପୋର୍ଟ…

ଟୋକିଓ: ଦେଶର ମଫସଲ ଅଞ୍ଚଳରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ରାଜଧାନୀ ଟୋକିଓ ଛାଡ଼ି ଚାଲିଯିବା ପାଇଁ ଜାପାନ ପରିବାରର ପ୍ରତ୍ୟେକ ସନ୍ତାନପିଛା ୧ ନିୟୁତ ‘ୟେନ୍‌’ (ପ୍ରାୟ ୬ ଲକ୍ଷ ୩୩ ହଜାର ଟଙ୍କା) ପ୍ରଦାନ କରିବ ବୋଲି ‘ଟାଇମ୍‌‘ ପତ୍ରିକା ରିପୋର୍ଟ କରିଛନ୍ତି। ଏହି ନୂତନ ପ୍ରସ୍ତାବ