Sign in
Sign in
Recover your password.
A password will be e-mailed to you.
ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଏରିକ୍ ଗାର୍ସେଟିଙ୍କୁ ପୁନଃମନୋନୀତ କଲେ ଜୋ’ ବାଇଡେନ୍…
ୱାସିଂଟନ୍: ଲସ୍ ଏଞ୍ଜେଲ୍ସ୍ର ପୂର୍ବତନ ମେୟର୍ ଏରିକ୍ ଗାର୍ସେଟିଙ୍କୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ଭାରତ ପ୍ରତି ତାଙ୍କର ଦୂତ ଭାବେ ପୁନଃମନୋନୀତ କରିଛନ୍ତି। ଦୂତ ଭାବେ ଆମେରିକୀୟ ସିନେଟ୍ ଏଥର ତାଙ୍କୁ ସମ୍ମତି ଦେବ ବୋଲି ହ୍ବାଇଟ୍ ହାଉସ୍ ଦୃଢ଼ ଆଶା!-->…
ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ
ନୂଆଦିଲ୍ଲୀ: ଚୀନ୍ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଚୀନ୍ ସରକାର ଏନେଇ କୌଣସି ତଥ୍ୟ ଦେଉନାହାନ୍ତି। କିନ୍ତୁ ଚୀନ୍ର ଶୀର୍ଷ ଡାକ୍ତରମାନେ ଚୀନ୍ରେ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଦେଇଥିବା ସୂଚନା ଅନୁଯାୟୀ ସାଂଘାଇରେ ସାଂଘାତିକ ସ୍ଥିତି ଉପୁଜିଛି। ସାଂଘାଇର ଏକ!-->…
ବାକ୍ ସ୍ୱାଧୀନତା ଉପରେ ଲଗାଯାଇପାରିବନି କଟକଣା: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ: ବାକ୍ ସ୍ୱାଧୀନତା ଉପରେ ଅଧିକ କଟକଣା ଲାଗିପାରିବ ନାହିଁ । ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ସରକାରଙ୍କୁ ପରୋକ୍ଷରେ ଦାୟୀ କରାଯାଇପାରିବ ନାହିଁ। ଏଥିସହ ସରକାରୀ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ଅଭିବ୍ୟକ୍ତି ସ୍ୱାଧୀନତା ଉପରେ ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ। ବାକ୍!-->…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ପଥର ମାଡ଼, ବ୍ୟାପକ ପୋଡାଜଳା…
ନୂଆଦିଲ୍ଲୀ: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଘର ଉପରକୁ ପଥର ମାଡ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତବିପ୍ଲବ ଦେବଙ୍କ ପୈତୃକ ଘର ବାହାରେ ଆକ୍ରମଣ କରିଛନ୍ତି। ପଥର ମାଡ କରିବା ସହ ଗାଡି ଭଙ୍ଗାରୁଜା ଓ ପୋଡାଜଳା ମଧ୍ୟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର!-->…
ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ମହିଳାଙ୍କ ଉପରେ ପରିସ୍ରା କଲେ ମଦ୍ୟପ ବ୍ୟକ୍ତି
ଏୟାର ଇଣ୍ଡିଆ ବିମାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ନିଶାସକ୍ତ ବ୍ୟକ୍ତି ପରିସ୍ରା କରିଥିଲେ । ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ନିଶାରେ ଚୁର ଥିବା ୭୦ ବର୍ଷୀୟ ବ୍ୟକ୍ତି ଜଣକ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ।!-->…
ଦିଲ୍ଲୀ ଯୁବତୀଙ୍କୁ ୧୨ କିମି ଘୋଷାଡିବା ଘଟଣା : ବୟାନ ଦେଲେ ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି…
ଦିଲ୍ଲୀର ସୁଲତାନୀପୁରୀ ଅଞ୍ଚଳରେ ଯୁବତୀଙ୍କୁ ୧୨ କିମି ଘୋଷାଡିବା ମାମଲାରେ ମୁହଁ ଖୋଲିଛନ୍ତି ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି । ଅଞ୍ଜଳି ଏବଂ ତାଙ୍କ ସାଙ୍ଗ ନିଧି ସ୍କୁଟି ଚଲାଇ ଫେରୁଥିବା ବେଳେ ଏକ ବାଲେନୋ କାର ସହିତ ଧକ୍କା ହୋଇଥିଲା । ଆଉ କାର ଚକା ତଳେ ଅଞ୍ଜଳିଙ୍କ ଗୋଡ ଫସିଯାଇଥିଲେ,!-->…
କଟକ-ଚାନ୍ଦବାଲି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍, ୫୦ରୁ ଅଧିକ ଆହତ…
କଟକ : କଟକ-ଚାନ୍ଦବାଲି ରାସ୍ତା ଛପୋଲିୟା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ବସ୍- ହାଇଓ୍ଵା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛି । ରାଜକନିକାରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍ ।
ଖବର ମୁତାବକ, ବସଟି ଚାନ୍ଦବାଲିରୁ!-->!-->!-->…
ମର୍ଣ୍ଣିଂ ୱାର୍କ ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକପ ଭ୍ୟାନ୍…
ସୋରଡ଼ା : ମୃତ୍ୟୁ ଏପରି ଆସେ ତାହା ମନୁଷ୍ୟ ଜାଣି ନ ଥାଏ । ସକାଳୁ ସକାଳୁ ଏପରି ଏକ ଘଟଣା ଘଟିଛି ସୋରଡ଼ାରେ । ଚାରିଜଣ ମହିଳା ମିଶି ସକାଳ ଭୋର ରୁ ପ୍ରାତ ଭ୍ରମଣ କରୁଥିବା ସମୟରେ ଜରାଉ ବ୍ରିଜ ନିକଟରେ ମେକ୍ସ ପିକପ ଗାଡି ହାଠାତ ଆସି ଭ୍ରମଣ ସାରି ଫେରୁଥିବା ମହିଳା ପ୍ରମିଳା ଗଉଡ ଏନକେ!-->…
ବାପାକୁ କୋଦାଳରେ ହାଣି ବିଭତ୍ସ ହତ୍ୟା କଲା ପୁଅ…
କରଞ୍ଜିଆ : ବାପାକୁ କୋଦାଳରେ ହାଣି ବିଭତ୍ସ ହତ୍ୟା କଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପଳସାଗଡ଼ିଆ ଗାଁରେ ।
ଗତ ୨ ତାରିଖ ସନ୍ଧ୍ୟା ସମୟରେ ଘରେଇ କଳିକୁ କେନ୍ଦ୍ରକରି ବଡ଼ପୁଅ ଈଶ୍ୱର ଗୁଇଆ (୨୩) ତା ବାପା ନନ୍ଦ କିଶୋର ଗୁଇଆକୁ (୫୫) ଏକ କୋଦାଳ!-->!-->!-->…
ଆଗାମୀ ୨ରୁ ୩ ଦିନରେ ରାଜ୍ୟକୁ ପୁଣି ଫେରିବ ଶୀତ…
ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଗାମୀ ୨ରୁ ୩ ଦିନ ପରେ ଶୀତ ବିଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କିଛି ଦିନ ହେବ ପାଗରେ ପରିବର୍ତ୍ତନ ଦେଖାଦେଇଥିବାରୁ କନ୍ଧମାଳ ଜିଲ୍ଲାରୁ ଶୀତ ଉଭାନ୍୍ ହୋଇଯାଇଛିା । ଦୁଇ ଦିନ ହେବ ଜିଲ୍ଲାର!-->…