ସରକାରଙ୍କ ନିର୍ଦ୍ଦେଶକ୍ରମେ ୩୦ କୁକୁରଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାରର ବେଗୁସରାଇ ଜିଲ୍ଲାରେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଇଛି । ଏ ସୁଟର ଟିମ୍‌ ପକ୍ଷରୁ ଏହି ହତ୍ୟା କରାଯାଇଛି। ପାଟନାରେ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍‌ ଗଠନ କରାଯାଇ ବେଗୁସରାଇରେ ମଣିଷ ମରା କୁକୁରଙ୍କୁ

୧୮,୦୦୦ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍‌

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ୍‌ର କର୍ମଚାରୀଙ୍କ ଉପରେ ପଡିବ ଚଡକ। ପ୍ରାୟ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍। ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା

କାଲି ମେୟର ନିର୍ବାଚନ: ସରକାରଙ୍କ ସୁପାରିସକୁ ନା, ନିଜ ଇଚ୍ଛାରେ ନିଷ୍ପତ୍ତି ନେଲେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀରେ ଉପ ରାଜ୍ୟପାଳ ଓ ଶାସକ ଦଳ ମଧ୍ୟରେ କଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଦିଲ୍ଲୀ ମେୟର ନିର୍ବାଚନ ହେବ। ଏହାପୂର୍ବରୁ ଉପ ରାଜ୍ୟପାଳ ଭିକେ ସକ୍ସେନା ଓ କ୍ଷମତାସୀନ ଆପ୍‌ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି। ମେୟର ନିର୍ବାଚନ ପୂର୍ବରୁ

୨୦୨୪ ଜାନୁଆରୀ ୧ରେ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ସେହି ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଆସନ୍ତାବର୍ଷ ଜାନୁଆରୀ ୧ରେ ରାମ ମନ୍ଦିର ଖୋଲିବ ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଦାଦନ ଭାବେ ଚାଲାଣ ହେଉଥିବା ୩୦ ନାବାଳକ ଓ ନାବାଳିକା ଉଦ୍ଧାର…

ମାଲକାନଗିରି,୪।୧ : ଓଡିଶାରୁ ଦାଦନ ଭାବେ ଲଙ୍କା ତୋଳିବାକୁ ତେଲେଙ୍ଗାନା ରାଜ୍ୟକୁ ଦଲାଲଙ୍କ ଦ୍ଵାରା ନିଆଯାଉଥିବା ବେଳେ ୩୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ଗୁମ୍ମାରୁ ୩୦ ଜଣ ନାବାଳକ

ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ, ନବବର୍ଷର କ୍ୟାଲେଣ୍ଡର ଉନ୍ମୋଚିତ…

ବୁଗୁଡ଼ା : ସ୍ଥାନୀୟ ମାଳିଝୋଳା ମନ୍ଦିର ପରିସରରେ ବୁଗୁଡ଼ା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ କାର୍ଯ୍ୟକାରୀ ବୈଠକ ସଭାପତି ବିଶ୍ଵମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଦୁଇ ଦିବଂଗତ ସଦସ୍ୟ ଶିଶିର କୁମାର ଦାଶ ଓ ଗୋବିନ୍ଦ ଦାଶଙ୍କ ଅମର ଆତ୍ମାର

ବିଜେଡିରେ ଯୋଗଦେଲେ କତକଲା ଗ୍ରାମର ଯୁବଗୋଷ୍ଠୀ…

ବୁଗୁଡ଼ା : ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ଗ୍ରାମର ଏକ ଯୁବଗୋଷ୍ଠୀ ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ଙ୍କ ନେତୃତ୍ତ୍ଵରେ ହାତୀଓଟ ଗ୍ରାମସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ୍ ହୋଇଥିବା ବେଳେ

ସ୍ୱାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ ଉଦ୍ଘାଟନ ହେଲା ଦୁଇଟି ମୋଟର ବାଇକ ଆମ୍ବୁଲାନ୍ସ…

ମାଲକାନଗିରି,(୦୪/୧) : ସ୍ୱାଭିମାନ ଅଞ୍ଚଳରେ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସବୁବେଳେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯାଉଛି। ଆଜି ଏ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି ସମାରି ତାଙ୍ଗୁଲୁ, ଡିଡିଏମ ନାବାର୍ଡ, ସଚିବ, ପରିବର୍ତ୍ତନ ଙ୍କ

ଚାକିରି କରେଇ ଦେବା ନାଁରେ ଠକେଇ କରିବା ଅଭିଯୋଗରେ ମହିଳା ଗିରଫ

ବ୍ରହ୍ମପୁର : ଭାରତୀୟ ପୂର୍ବତଟ କେନ୍ଦ୍ରିୟ ରେଳୱାଇରେ ଚାକିରି କରେଇ ଦେବା ନାଁରେ ଠକେଇ କରିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ୍ ଜଗତସିଂହପୁରର ଝିମାନୀ ଗ୍ରାମର ଜେ.ଏମ୍‌.ଏସ୍‌. ପ୍ରଭାକୁ ଗିରଫ କରିଛି । ସୋରଡ଼ା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଏସ୍‌. ହିତେସ୍ ପାତ୍ର ଟାଉନ୍ ଥାନାରେ

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା କମିଟିର ବୈଠକର ବିବରଣୀ…

ମାଲକାନଗିରି (୦୪/୦୧) : ଆଜି ପୂର୍ବାହ୍ନରେ ସତିଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ପରିସରରେ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ଚାଳନା ପ୍ରତିଯୋଗିତା ଦାୟିତ୍ୱରେ ଥିବା କମିଟିର ଏକ ବୈଠକ ଉପନିର୍ଦ୍ଦେଶକ, ମତ୍ସ୍ୟ ବିଭାଗ, ନରସିଂହ ମୁଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି