କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ‘ଜେଡିଏସ୍‌’ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ: କୁମାରସ୍ବାମୀ…

କୋଲ୍‌କାତା: ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଜନତା ଦଳ ସିକ୍ୟୁଲାର୍‌’ (ଜେଡିଏସ୍‌) ଲାଗି ପ୍ରଚାର ଅଭିଯାନରେ ଆସିବେ ବୋଲି ଶୁକ୍ରବାର ଦିନ ‘ଜେଡିଏସ୍‌’ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ…

ଏରିକ୍‌ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଶପଥପାଠ କରାଇଲେ ଉପରାଷ୍ଟ୍ରପତି କମଳା…

ୱାସିଂଟନ୍‌: ଶୁକ୍ରବାର ଦିନ ଉପରାଷ୍ଟ୍ରପତି କମଳା ହାରିସ୍‌ ଲସ୍‌ ଏଞ୍ଜେଲ୍‌ସ୍‌ର ପୂର୍ବତନ ମେୟର୍‌ ଏରିକ୍‌ ଗାର୍ସେଟିଙ୍କୁ ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଔପଚାରିକ ଶପଥପାଠ କରାଇଛନ୍ତି। ଦୁଇ ବର୍ଷ ହେବ ଖାଲି ପଡ଼ିଥିବା ଏହି ଗୁରୁତ୍ବପୂର୍ଣ୍ଣ କୂଟନୈତିକ ପଦବୀ ପୂରଣ କରିବା…

ବେଙ୍ଗଲ ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ…

କୋଲକାତା :ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ଯୁଟରେ ବେଙ୍ଗଲ ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଛି । ଏଥିରେ ଏସଆରଏଫଟିଆଇର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗ ରାଜ୍ଯପାଳ ଡଃ ଶି ବି ଆନନ୍ଦ ବୋଷ ଉତ୍ସବକୁ ପ୍ରଦୀପ…

ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’, ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ପୃଥିବୀ

ନୂଆଦିଲ୍ଲୀ : ଆଜି ବିଶ୍ୱ ପାଳିବ ‘ଆର୍ଥ ଆୱାର୍‌’ । ଘଣ୍ଟାକ ପାଇଁ ଅନ୍ଧାର ହୋଇଯିବ ବିଶ୍ୱ । ବିଜୁଳି ସଂରକ୍ଷଣ ପାଇଁ ସଂଧ୍ୟା ସାଢେ ୮ଟାରୁ ସାଢେ ୯ଟା ଯାଏ ଲାଇଟ୍‌ସ ଅଫ୍‌ ରହିବ । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ…

ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର..

ପୁରୀ : ଉଚ୍ଚକ୍ଷମତାସମ୍ପନ୍ନ ସିସି କ୍ୟାମେରା ନଜରରେ ରହିବ ଶ୍ରୀମନ୍ଦିର। ଭିଡିଓ ଫୁଟେଜ୍‌ ଏତେ ସ୍ପଷ୍ଟ ଦୃଶ୍ୟମାନ ହେବ ଯେ ସହଜରେ ଜଣେ ବ୍ୟକ୍ତିଙ୍କୁ ଚିହ୍ନି ହେବ। ଅବଢ଼ା ଯୋଜନାରେ କାମ ହେବାକୁ ଥିବା ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଓବିସିସି ପକ୍ଷରୁ ଏ ନେଇ ଟେଣ୍ଡର…

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେଵ ଟିକରପଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ତୋଫାନ ଗୌଡ଼। ଆହତ ହେଲେ କାଳୁ ଗୌଡ଼, ଜୋହ୍ନl ଗୌଡ଼ ଓ ପ୍ରତିମା ଗୌଡ଼l ଆହତ ମାନଙ୍କୁ ପ୍ରଥମେ…

ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ବନ୍ଧା ହେଲେ ଯୁବକ

ଭୁବନେଶ୍ବର: ଯୁବତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା। କେବଳ ସେତିକି ନୁହେଁ, ସୋଶାଲ ମିଡିଆରେ ସମ୍ପୃକ୍ତା ଯୁବତୀଙ୍କ ଜାଲ୍ ଭିଡିଓ ଅପଲୋଡ୍ କରିବା ପରେ ବନ୍ଧା ହେଲେ ଯୁବକ । ଏପରି ଘଟଣା ରାଜଧାନୀରେ ଘଟିଥିବା ବେଳେ ଗିରଫ ଯୁବକଜଣକ ହେଲେ ପ୍ରୀତି ପ୍ରକାଶ ନାୟକ ନାମକ ।…

ଜିଲ୍ଲା ମାନ୍ୟତା ଦାବିରେ କଣ୍ଟାବାଞ୍ଜି ବନ୍ଦ…

ଭୁବନେଶ୍ୱର : ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି l ବନ୍ଦ ଫଳରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଆଜି ସକାଳେ …

୨୭ରେ ଉତ୍ତର ଓଡି଼ଶା ଓ ଉପକୂଳ ଓଡି଼ଶାରେ ପ୍ରବଳ ବର୍ଷା !

ଭୁବନେଶ୍ୱର: ବର୍ଷା ଆଣୁଛି ପଶ୍ଚିମା ଝଡ଼ । ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଛି । ଦେଶର ଉତ୍ତର ପଶ୍ଚିମ ଭାରତରେ ବର୍ଷା ହୋଇଥିବା ବେଳେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୭ ତାରିଖରୁ ଏହାର ପ୍ରଭାବ ଓଡ଼ିଶାରେ ବଢ଼ିବ । ଆଜି କିଛି ଜିଲ୍ଲାରେ…

ସ୍କୁଟି ଡ଼ିକିରୁ ୪ ଲକ୍ଷ ୫୦ ହଜାର ନେଇ ଦୁର୍ବୃତ୍ତ ଫେରାର…

ବ୍ରହ୍ମପୁର: ଗୃହ ନିର୍ମାଣ ନିମନ୍ତେ ଦୁଇଟି ବ୍ୟାଙ୍କରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଏହି ସମୟରେ ସ୍କୁଟି ଡ଼ିକିରୁ ଉକ୍ତ ଟଙ୍କା ଲୁଟ୍ କରି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଏ ନେଇ ସଦର ଥାନା ଅନ୍ତର୍ଗତ ସରସ୍ୱତୀ ନଗରର କନ୍ଧ ନାୟକ ବଡ଼ ବଜାର ଥାନାରେ ଅଭିଯୋଗ…