ଗଞ୍ଜାମ ଏସ୍ପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଛତ୍ରପୁର:ଗଞ୍ଜାମ ଜିଲାର ନୂତନ ଏସ୍ପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଯୁବ ଆଇପିଏସ ଅଧିକାରୀ ଜଗମୋହନ ମୀନା । ଯୋଗ ଦେବା ପରେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ ଫୁଲତୋଡା ଦେଇ ସ୍ବାଗତ ଜଣାଇଛନ୍ତି । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ

ଚୋରଙ୍କୁ କାବୁ କଲା ଟାଉନ ଥାନା ପୁଲିସ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍‌ ଥାନା ଅନ୍ତର୍ଗତ ନଦୀଖଣ୍ଡୀ ସାହିର ପୁଲିସ କର୍ମଚାରୀ ସନ୍ତୋଷ କୁମାର ପ୍ରଧାନଙ୍କ କ୍ବାର୍ଟରରୁ ଚୋରି ଘଟଣାରେ ଟାଉନ୍ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସନ୍ତୋଷ କିଛି ଦିନ ପାଇଁ ତାଙ୍କ ଭାଇଙ୍କ କ୍ୱାର୍ଟରରେ ରହୁଥିବା ବେଳେ ଏହାର

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ତଥା ଓରମାସ୍ ସିଇଓଙ୍କ ରାଉରକେଲା ଗସ୍ତ…

ଭଞ୍ଜ ଭବନ ପଡ଼ିଆରେ ହେବାକୁ ଥିବା ସରସ ମେଳା ପାଇଁ ପ୍ରସ୍ତୁତି ସମୀକ୍ଷା ରାଉରକେଲା,: ୭ ଜାନୁଆରି ୨୦୨୩: ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ପ୍ରଥମ ଥର ପାଇଁ ସରସ ମେଳା ଆୟୋଜନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ

ହକି ବିଶ୍ୱକପ ପାଇଁ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ : ବିଜୟୀ ଦଳକୁ ଆକର୍ଷଣୀୟ…

ସୁନ୍ଦରଗଡ଼ /ରାଉରକେଲା,: ୭ ଜାନୁଆରି ୨୦୨୩: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଶେଷ ହୋଇଛି। ଶନିବାର ଦିନ ରାଉରକେଲାର ଭଞ୍ଜ ଭବନଠାରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ସଫଳ ହୋଇଥିବା ସାଂସ୍କୃତିକ ଦଳଗୁଡ଼ିକୁ ଆକର୍ଷଣୀୟ

ସାତ ଫୁଟର ଅଜଗର ସାପ ଉଦ୍ଧାର କଲା ଟିମ ହ୍ୟୁମାନିଟି କନ୍ଧମାଳ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରଠୁ ପ୍ରାୟ ୭ କିଲୋମିଟର ଦୂର କରଡ଼ାକୁମ୍ପା ଗ୍ରାମରେ ୭ ଫୁଟର ଅଜଗର ସାପ ପଶି ଆସିଥିବା ନେଇ ସୁନୀଲ ଦିଗାଲ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ସମୟ ନଷ୍ଟ ନ କରି ତୁରନ୍ତ ଟିମ୍ ସଦସ୍ୟ ଭି. ଜଗନ୍ନାଥ

ବୁଗୁଡ଼ା ବନାଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲହାନି, ଚିନ୍ତାରେ ଚାଷୀ

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍ ନିକଟସ୍ଥ କରସିଙ୍ଗି ଗ୍ରାମରେ ଗତ ରାତିରେ ବଣୁଆ ହାତୀ ପଲର ଉପଦ୍ରବ ଯୋଗୁଁ ବ୍ଯାପକ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି ।ହାତୀଙ୍କ ଉପଦ୍ରବରେ ଗଙ୍ଗାଧର ପ୍ରଧାନ, ରମେଶ ଚନ୍ଦ୍ର ବାରିକ, ସମିତା ବାରିକ, ସନ୍ଧ୍ୟା ବାରିକ, ଦେବ

ଶ୍ରୀ ବେଲେଶ୍ବର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ…

ହିଞ୍ଜିଳିକାଟୁ ୭।୧ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଗଣ୍ଡୋଳା ବେଲଗାଁ ଶ୍ରୀ ବେଲେଶ୍ବର ଉଚ୍ଚମାଧ୍ୟମିକ ଵିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରଷ୍କାର ବିତରଣ ଉତ୍ସବ ହିଞ୍ଜିଳିକାଟୁ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ

ସ୍ୱାଭିମାନ ଅଞ୍ଚଳରେ ଘରେ ଘରେ ପୁଷ୍ଟି ପ୍ରୟାସର ଶୁଭାରମ୍ଭ କଲେ ମନ୍ତ୍ରୀ

ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଡ଼ା ଦୌଡ଼ ପ୍ରତିଯୋଗିତା l ଚିତ୍ରକୋଣ୍ଡା : ଘରେ ଘରେ ପୃଷ୍ଟି ପ୍ରୟାସ ଆଜି ଆରମ୍ଭ କଲେ ଓଡିଶା ସରକାର। ରାଜ୍ୟ ସରକାରଙ୍କ ନ୍ୟୁଟ୍ରିସନ ଏଟ ଡୋରଷ୍ଟେପ (ଘରେ ଘରେ ପୁଷ୍ଟି) ପ୍ରଥମ କରି ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଞ୍ଚଳ

ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ୪ର୍ଥ ଦିବସରେ ବରୁଣେଇ ଦଳ ବିଜୟୀ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ୪ର୍ଥ ଦିଵସରେ ବଡଗଡ ପ୍ରିନ୍ସ ଦଳ ସହ ବରୁଣେଇ ଦଳ ନନ୍ଦଳା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ବଡଗଡ ପ୍ରିନ୍ସ ଦଳ

ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୨-୨୩ ଉଦଘାଟିତ…

ଛତ୍ରପୁର : ହକି ପୁରୁଷ ବିଶ୍ୱ କପ୍ -୨୦୨୩ ପ୍ରଚାର ପ୍ରସାର ଉଦ୍ଦେଶ୍ୟ ନେଇ ଶନିବାର ସ୍ଥାନୀୟ ଅନସ୍ଲୋ ସରକାରୀ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୨-୨୩ ଉଦଘାଟିତ