ବସ ଦୁର୍ଘଟଣା ରେ ବାଇକ ଚାଳକ ମୃତ…

ମାଲକାନଗରି : କାଲିମେଳାରୁ ଭୁବନେଶ୍ୱର ଯାଉଥିବା ରିଲିଆଏନ୍ସ ଟ୍ରାଭେଲସ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ବାଇକ୍ ଚାଳକଙ୍କ ଉପରେ ଚଡ଼ିଯାଇଛି । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତୁ ହୋଇଛି । ମୃତକ ସୋଡ଼ି ପଦିଆଙ୍କ ଘର ପଡିଆ ବ୍ଲକର ସଙ୍ଗେଲ ଗ୍ରାମରେ ବୋଲି ଜଣାପଡିଛି । ଦୁର୍ଘଟଣାାଟି ଘଟିଛି

ପାଣି ଟାଙ୍କି ଅଛି ପାଣି ନାହିଁ ପାଣି ଟୋପାଏ ପାଇଁ ହନ୍ତସନ୍ତ ଗ୍ରାମ ବସୀ…

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାୟତ ର ରଙ୍ଗପିଆଜଗୁଡା ଗ୍ରାମରେ 2018/19 ମସିହାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣଧୀନ ହେଇଥିଲା କିନ୍ତୁ ଦୁଃଖର ବିଷୟ ଆଜି ସୁଦ୍ଧା ଏହି ପାଣି ଟାଙ୍କିରେ ନା ଅଛି ପାଣି ନା

ସ୍ତ୍ରୀର ଅଶ୍ଳୀଳ ଫୋଟ ଭାଇରଲ ଅଭିଯୋଗରେ ସ୍ୱାମୀ ଗିରଫ…

ବୁଗୁଡ଼ା : ତା ୦୮/୦୧/୨୩ : ସ୍ତ୍ରୀର ଅଶ୍ଳୀଳ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ବୁଗୁଡ଼ା ପୋଲିସ l ଗିରଫ ଅଭିଯୁକ୍ତ ହେଲେ ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଡାଙ୍ଗିସାହିର ରାଜେନ୍ଦ୍ର ପ୍ରଧାନ ଓରଫ

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ସହ ଶୃଙ୍ଖଳା ବିଜୟ…

ରାଜକୋଟ: ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃ୍ଙ୍ଖଳାକୁ ଭାରତ ୨-୧ରେ ଜିତିଯାଇଛି। ରାଜକୋଟରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଭାରତ ୯୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାରିୟରର ତୃତୀୟ ‌ଟ୍ବେଣ୍ଟି-୨୦ ଶତକ

ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ…

ପ୍ରୟାଗରାଜ: ଆଜି ଭୋର୍‌ ୫ଟା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ବରିଷ୍ଠ ‘ବିଜେପି’ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁତ୍ର ନୀରଜ ତ୍ରିପାଠୀ କହିଛନ୍ତି।ସାଧାରଣ ଦୁର୍ବଳତା ସହିତ ହାତ ଭାଙ୍ଗିଯିବା ଓ

ପଢ଼ା ଶେଷ ନ କରି ସ୍କୁଲ୍‌ ଛାଡ଼ି ବିଡ଼ି ତିଆରି କରୁଥିବା କେରଳୀ ଛାତ୍ର ଏବେ ଆମେରିକାରେ ବିଚାରପତି…

ନୂଆଦିଲ୍ଲୀ: ବିଡ଼ି ତିଆରି ଓ ଗୃହ ସହାୟକ ଭାବେ କାର୍ଯ୍ୟ କରିବାର ଦିନ ସବୁ ତାଙ୍କୁ ଆମେରିକାରେ ଶିକ୍ଷା ଶେଷ କରି ସଫଳତା ହାସଲ କରିବାରେ ସହାୟକ ହୋଇଛି ବୋଲି ଅଳ୍ପ ଦିନ ତଳେ ଟେକ୍ସାସ୍‌ରେ ଜିଲ୍ଲା ଜଜ୍‌ ଭାବେ ନିଯୁକ୍ତି ପାଇଥିବା ୫୧ ବର୍ଷିୟ ‌ସୁରେନ୍ଦ୍ରନ୍‌ କେ. ପେଟଲ୍‌

ଦାରିଙ୍ଗବାଡ଼ିରେ ଏହି ବର୍ଷର ପ୍ରଥମ ତୁଷାର ପାତ…

ଦାରିଙ୍ଗବାଡି, ୦୮/୦୧ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଆଜି ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି। ଆଜି ତାପମାତ୍ରା ୭ ଡିଗ୍ରୀ ସେଲସିୟସ ଥିବା ବ୍ଲକ ପ୍ରଶାସନ ସୂଚନା ଦେଇଛନ୍ତି।କିଛିଦିନର ବ୍ୟବଧାନ ପରେ ତାପମାତ୍ରା ହ୍ରାସ ହୋଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ

ପୁଲିସକୁ ବିଶ୍ବାସ ନାହିଁ; ବିଷ ଦେଇଥାଇ ପାରନ୍ତି କହି ଚା ପିଇଲେ ନାହିଁ ଅଖିଳେଶ ଯାଦବ…

ଲକ୍ଷ୍ନୌ: ପୁଲିସକୁ ବିଶ୍ବାସ ନାହିଁ, ସେମାନେ ଚା’ରେ ବିଷ ମିଶାଇ ଥାଇ ପାରନ୍ତି କହି ଆଜି ଲକ୍ଷ୍ନୌସ୍ଥିତ ପୁଲିସ ମୁଖ୍ୟାଳୟକୁ ଯାଇଥିବା ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ‘ସମାଜବାଦୀ ପାର୍ଟି’ର କର୍ମୀ ମନୀଷ ଜଗନ ଅଗର୍‌ୱାଲ୍‌ଙ୍କ

ଗୁଜରାଟ: ଅମ୍‌ରେଲୀରେ ଖୋଲା କୂଅରେ ପଡ଼ି ବୁଡ଼ିମଲେ ସିଂହ ଓ ସିଂହୀ…

ଚେନ୍ନାଇ: ଗୁଜରାଟର ଅମ୍‌ରେଲୀ ଜିଲ୍ଲା ଅନ୍ତର୍ଗତ ଗିର୍‌ ବନ ଉପଖଣ୍ଡ ଅଞ୍ଚଳରେ ଥିବା ଏକ ନନ୍ଦ ନ ଥିବା କୂଅରେ ପଡ଼ି ଗୋଟାଏ ସିଂହ ଓ ସିଂହୀ ବୁଡ଼ି ମରିଥିବା କଥା ଶନିବାର ଦିନ ବନ ଅଧିକାରୀମାନେ କହିଛନ୍ତି।ସେ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ୫ ଓ ୯ ବର୍ଷ ବୟସ୍କ ସିଂହ ଦୁଇଟି ଶୁକ୍ରବାର

ମୋଦୀଙ୍କଠାରୁ ବ୍ୟକ୍ତିଗତ ସହାୟତା ମିଳିବା ଅସମ୍ଭବ : ଗୌତମ ଅଦାନୀ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘନିଷ୍ଠତା କାରଣରୁ ଅଦାନୀ ଗ୍ରୁପର ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଶିଳ୍ପପତି ଗୌତମ ଅଦାନୀ । ସେ କହିଛନ୍ତି ଯେ, ମୋଦୀଙ୍କଠାରୁ କେହି କୌଣସି ବ୍ୟକ୍ତିଗତ ସହାୟତା ପାଇପାରିବ ନାହିଁ ।ଟିଭି