ଲାଇନପଡା କଲେଜରେ ତିନି ଦିନିଆ ୨୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ…

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଲାଇନପଡ଼ା କୁଇଦିନା ଇନ୍ଦିରା ଗାନ୍ଧୀ ସ୍ମାରକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଡ଼କ୍ଟର ତ୍ରୈଲୋକ୍ୟେନାଥ ସେନାପତିଙ୍କ ଅଧ୍ୟକ୍ଷତାରେତିନିଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନିଷ୍ଠିତ ହୋଇ ଯାଇଛି l ଏହି ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ

ଚିତ୍ରକୋଣ୍ଡା ଥାନା ପକ୍ଷରୁ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପକ୍ଷରୁ ଥାନା ଗୃହରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଆଖ ପାଖ ଅଞ୍ଚଳରେ ଥିବା ମୁଖ୍ୟ ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ଲୋକଙ୍କ ଅନେକ

ସାଥୀ ଜବାନଙ୍କ ଗୁଳିରେ ଅନ୍ୟ ଜଣେ ଯବାନ ଆହତ ।

ମାଲକାନଗିରି, ୧୦।୧ : ମାଲକାନଗିରି ଜିଲ୍ଲା ଏମ୍‌.ଭି. ୭୯ ଥାନା ଅନ୍ତର୍ଗତ ୧୪୨ ବାଟାଲିୟନରେ ଆଜି ଜଣେ ଯବାନଙ୍କ ଗୁଳିରେ ଅନ୍ୟଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ ଏମ୍‌.ଭି. ୭୯ରେ ଥିବା ୧୪୨ ବାଟାଲିୟନ ବିଏସଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ଭାସ୍କର

ଶକ୍ତି ଉତ୍ତୋଳନ କରି ରାଜ୍ୟ ସ୍ତରରେ ଗୈାରବ ଆଣିଛି କାଲିମେଳା ଯୁବକ ରାଜ ତରୁଣ…

ମାଲକାନଗିରି : ଜିଲ୍ଲାର କାଲିମେଳା ଅଞ୍ଚଳର ଯୁବକ ରାଜ ତରୁଣ ରାଉଲ ରାଜ୍ୟ ସ୍ତରରେ ଶକ୍ତି ଉତ୍ତୋଳନ କରି କାଲିମେଳା ଅଞ୍ଚଳ ତଥା ମାଲକାନଗିରି ଜିଲ୍ଲା ପାଇଁ ଗୋୖରବ ଆଣିଛି। ସେ ରାଜ୍ୟ ସ୍ତରରେ ‌ ରାୟଗଡ଼ା ଜିଲ୍ଲାର ଗୁଣୁପୁର ର ୧୧ତମ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ୨୦୨୩ ରେ

ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଚିତ୍ରକୋଣ୍ଡା ଜଳ ଭଣ୍ଡାର ରୁ ୪୦୧୨ ଟି ପକ୍ଷୀ ଗଣନା କରାଯାଇଛି…

ଚିତ୍ରକୋଣ୍ଡା(୧୦/୦୧) : ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧୀନସ୍ଥ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ

ଜିଲ୍ଲା ସ୍ତରୀୟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା…

ଛତ୍ରପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ରାଜା ସାହେବ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଧ୍ୟ ଇରାଜୀ ବିଦ୍ୟାଳୟ ସ୍ତରରେ

ୟୁଥମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ…

ଛତ୍ରପୁର : ଆସନ୍ତା ୧୩ ତାରିଖରେ ହେବାକୁ ଥିବା ହକି ବିଶ୍ୱ କପ 2023ର ପ୍ରଚାର ଓ ପ୍ରସାର ପାଇଁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ ମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଓ କ୍ରକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି

ଏଥର କନ୍ଧମାଳ ଷ୍ଟାଡିୟମରେ ହେବ କନ୍ଧମାଳ ମହୋତ୍ସବ…

ଫୁଲବାଣୀ : କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ର ସଫଳ ଆୟୋଜନ ଉଦ୍ଦେଶ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ-୨ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ଉତ୍ସବ ଜାନୁଆରୀ ୨୫ ତାରିଖରୁ ୨୯ ତାରିଖ

୭୪ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ…

ଛତ୍ରପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୪ ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତହେବ। ଚଳିତ ବର୍ଷର ସାଧାରଣ ତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି

ରାଜ୍ୟ ପର୍ଯ୍ୟଟନ, କ୍ରୀଡା ଏବଂ ବ୍ରହ୍ମପୁର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ସିଳ୍କ ସିଟି…

ବ୍ରହ୍ମପୁର : ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସିଳ୍କ ସିଟି ଫେଷ୍ଟ ମହା ଆଡମ୍ବରରେ ସହ ପାଳନ କରାଯିବ ବୋଲି ସେ କହିଛନ୍ତି।ଏଥି ସହିତ ରାଜ୍ୟ ସରକାର ଙ୍କ