ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ଉପଲକ୍ଷେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର…

ବ୍ରହ୍ମପୁର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୨ ଉପଲକ୍ଷେ ଆଜି ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଓଡିଶୀ ଗବେଷଣା କେନ୍ଦ୍ର

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ…

ଦାରିଙ୍ଗବାଡ଼ି,୧/୧୦, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାରିଙ୍ଗବାଡ଼ି ପରିସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ବ୍ଲକ ବିଏସଏସଓ କ୍ଷେତିସ ପ୍ରିୟଦର୍ଶୀ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ

ୟୁନୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବିଶ୍ଵ ନିକେତନ ଜରା ନିବାସରେ, ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ…

ବ୍ରହ୍ମପୁର : ବରିଷ୍ଟ ନାଗରିକ ମାନେ ସମାଜ ର ମୁଖ୍ୟ ଅଙ୍ଗ, ଜୀବନ ସାରା ନିଜ ପରିବାର, କର୍ମ କ୍ଷେତ୍ର ଓ ସମାଜ ନିମନ୍ତେ ପରିଶ୍ରମ କରି ଆସିଥାନ୍ତି। ତାଙ୍କରି ବାର୍ଦ୍ଧ୍ୟକ୍ ଅବସ୍ଥାରେ ଯତ୍ନ ନେବା ସମସ୍ତଙ୍କ ପ୍ରଧାନ ଦାୟିତ୍ଵ ବୋଲି ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରେ,

ମାଲକାନଗିରି ଜିଲ୍ଲା ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ପୌରପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛିା ଜିଲ୍ଲା ସାମାଜିକ ଭିନ୍ନକ୍ଷମ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାଯ୍ୟକ୍ରମରେ ଅତିରିକ୍ତ

କେନ୍ଦ୍ରରୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଜାରି ରହିବ ଟୀକାକରଣ- ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର ୦୧।୧୦ : ଡେଡଲାଇନ ସରିଥିଲେ ବି ଦିଆଯିବ ମାଗଣା ଟୀକା । ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ବି ଆଗକୁ ଚାଲିଛି ବୁଷ୍ଟର ଟୀକାକରଣ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ

ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ। କେଦାରନାଥ ମନ୍ଦିର ନିକଟ ଧସିଲା ବିଶାଳକାୟ ବରଫ ଖଣ୍ଡ। ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷଙ୍କ

ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡୀ

କଟକ: ଆଜି ମହାଷଷ୍ଠୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ। ଦୁଇ ବର୍ଷ ପରେ ଜାକଜମକରେ ମାଆଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହର ପରିବେଶ। ଆଜି ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି। ସଂନ୍ଧ୍ୟାରେ

ଆଜି ଠାରୁ ୪୭ ଟ୍ରେନ୍‌ ସମୟ‌ରେ ପରିବର୍ତ୍ତନ

ଭୁବନେଶ୍ବର : ଅକ୍ଟୋବର ପହିଲା(ଶନିବାର)ଠାରୁ ପୂର୍ବତଟ ରେଳପଥ ପକ୍ଷରୁ ୪୭ଟି ଟ୍ରେନ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ ଉତ୍ପତ୍ତି ଷ୍ଟେସନ୍‌(ଛାଡ଼ୁଥିବା ମୂଳ ଷ୍ଟେସନ୍‌)ରେ ପୂର୍ବ ନିର୍ଦ୍ଧାରିତ ସମୟରେ ପରିବର୍ତ୍ତନ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ସମୟ ପରିବର୍ତ୍ତନ ହୋଇଥିବା

ହାଇକୋର୍ଟରେ ଅକ୍ଟୋବର ୧ରୁ ପୂଜା ଅବକାଶ

କଟକ : ଓଡିଶା ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି। ଅକ୍ଟୋବର ୧ରୁ ପୂଜା ଅବକାଶ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୧୦ରେ କୋର୍ଟ ଖୋଲିବ। ଦୁର୍ଗାପୂଜା ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ରହିବେ। ଅକ୍ଟୋବର ୧, ୬ ଓ ୭ ତାରିଖରେ ହାଇକୋର୍ଟ

ଧାନ ସଂଗ୍ରହ ଲକ୍ଷ୍ୟ ଅପରିବର୍ତ୍ତିତ : ୭୧ ଲକ୍ଷ ଟନ୍ ଧାନ ସଂଗ୍ରହ କରିବେ ସରକାର

ଭୁବନେଶ୍ବର : ୨୦୨୨-୨୩ ଖରିଫ୍ ବିପଣନ ବର୍ଷରେ ରାଜ୍ୟ ସରକାର ୪୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବା ୭୧ ଲକ୍ଷ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରୁ ୫୭ଲକ୍ଷ ଟନ୍ ଧାନ ଖରିଫ୍‌ରେ ଓ ୧୪ଲକ୍ଷ ଟନ୍ ରବି ଋତୁରେ ସଂଗ୍ରହ କରାଯିବ। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପଞ୍ଜିକୃତ ଚାଷୀ