ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା

କାକଟପୁର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଶାରଦୀୟ ପୂଜା । ମୂଳାଷ୍ଠମୀରୁ ମହାଷ୍ଟମୀ ପଯ୍ୟର୍ନ୍ତ ସ୍ୱତନ୍ତ୍ର ରୀତିନୀତିରେ ଷୋଡ଼ଶ ଉପଚାରରେ ଚାଲିଛି ମା’ଙ୍କ ପୂଜା । ଯାହାକୁ ନେଇ ଉତ୍ସବମୁଖର କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର । ସପ୍ତମୀ ତିଥିରେ

କିଟ୍‌ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ; ବିକାଶର ମୂଳ ସମ୍ବଳ ଜ୍ଞାନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜ୍ଞାନ ବିପ୍ଳବ

ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ୍‌ ବେଳେ ହିଂସା, ୧୨୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ – ଇଣ୍ଡୋନେସିଆରେ ଫୁଟବଲ୍‌ ମ୍ୟାଚ୍‌ ଚାଲିଥିବା ବେଲେ ପ୍ରଶଂସକମାନଙ୍କ ମଧ୍ୟରେ ମାରପିଟ୍‌ । ଏହି ଘଟଣାରେ ୨ ଜଣ ପୁଲିସ କର୍ମୀଙ୍କ ସମେତ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି । ଜାଭାରେ ଗୋଟିଏ ଷ୍ଟାଡିୟମରେ ପେରସାବାୟାସୁରବାୟା ଏବଂ ଆରେମ୍‌ ଏଫ୍‌ସି ଟିମ୍‌ ମଧ୍ୟରେ ଫୁଟବଲ୍‌ ମ୍ୟାଚ୍‌

ଇମ୍ରାନ୍‌ଙ୍କ ବିରୋଧରେ ଗିରଫ ପରୱାନା

ଇସଲାମାବାଦ୍‌ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଇସଲାମବାଦ୍‌ର ଏକ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି । ଗତ ଅଗଷ୍ଟ ୨୦ରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସମୟରେ ଇମ୍ରାନ୍‌ ଜନୈକ ମହିଳା ବିଚାରପତିଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଚାଲିଛି ମହାଷ୍ଟମୀ ପୂଜା

ଯାଜପୁର: ସବୁଠି ଚାଲିଛି ମା’ଙ୍କ ଆବାହନ । ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୀଠେ ମହାଷ୍ଟମୀ ପୂଜା ଚାଲିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଚାଲିଛି ମା’ଙ୍କ ମହାଷ୍ଟମୀ ପୂଜା । ଏଥିପାଇଁ ମା’ଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ଆଜି

ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍‌ ସିନେ ପ୍ରଯୋଜକ ଅକ୍ଷୟ ପରିଜା

କଟକ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଲିଉଡ୍‌ ସିନେ ପ୍ରଯୋଜକ ଅକ୍ଷୟ ପରିଜା । ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ତାଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସୋସିଆଲ ମିଡିଆରେ ଯୌନ ନିର୍ଯାତନା ଦେଉଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କିନ୍ତୁ ଯୁବତୀ ଥାନାରେ

ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା

ଭୁବନେଶ୍ୱର:ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା । ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଆଜି ଗାନ୍ଧି ଜୟନ୍ତୀଠାରୁ ବିଜେଡି ପଦଯାତ୍ରାର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାସେ ଧରି ଚାଲିବ ପଦଯାତ୍ରା । କରୋନା ଯୋଗୁ ଦୁଇ ବର୍ଷ

ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଗୋଟିଏ ଘୂର୍ଣ୍ଣିବଳୟ ମ୍ୟାନମାର ଉପରେ ଅବସ୍ଥିତ ରହିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତରପୂର୍ବ ଓ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ

ନୟାପଲ୍ଲୀରୁ ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୁ ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ହେଲେ କଳ୍ପନା ବାରିକ। ସେ ଢେଙ୍କାନାଳର ହୋଇଥିବା ବେଳେ ୨ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲେ । ଏକ NGO ସଂସ୍ଥାରେ କେୟାରଟେକର ଭାବେ କାମ କରନ୍ତି

ଜେଲ୍‌ରୁ ଖସିଗଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ

ଚଣ୍ଡିଗଡ଼: ଜେଲ୍‌ରୁ ଖସିଗଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ। ଶନିବାର ସେଣ୍ଟ୍ରାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ସିଆଇଏ)ର ଅଧିକାରୀ ହତ୍ୟାକାରୀ ଦୀପକ ଓରଫ ତିନୁକୁ ରାତି ୧୧ଟା ବେଳେ ଅନ୍ୟତ୍ର ନେଇଯାଉଥିବା ବେଳେ ସେ ଖସିଯାଇଥିଲା। ଘଟଣାଟି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ସତ।