ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା…

ଫୁଲବାଣୀ :- ନବୀନ ସରକାରଙ୍କ ସମସ୍ତ ଯୋଜନାକୁ ଗାଁ ଗାଁ ରେ ଘରେ ଘରେ ପହଞ୍ଚାଇବା ପାଇଁ ଗାନ୍ଧୀ ଜୟନ୍ତୀ ଦିନଠାରୁ ଆରମ୍ଭ ହୋଇଛି ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଏହି ପଦ ଯାତ୍ରା ତୂମୁଡିବନ୍ଧ ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ଆରମ୍ଭ କରି ମୁଣ୍ଡିଗଡ ପଞ୍ଚାୟତ ସେବାଭାରତୀ

ଏନ୍ଏସି ପକ୍ଷରୁ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ…

ବୁଗୁଡା : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଆଜି ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଏନ୍ଏସିର ସଫେଇ କର୍ମଚାରୀ ମାନଙ୍କୁ ଅତିଥି ରୂପେ ଗ୍ରହଣ କରି ନୂତନ ବସ୍ତ୍ର ପ୍ରଦାନ ସହ ସୁସ୍ବାଦୁ ବ୍ଯଞ୍ଜନ ଭୋଜନ ପ୍ରସ୍ତୁତ କରି

ବାଲିପଦର ଓ ବୁଗୁଡ଼ା କଲେଜରେ ଗାନ୍ଧୀ ଜୟନ୍ତୀ ପାଳିତ

ବୁଗୁଡା : ସ୍ଥାନୀୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏନଏସଏସ କାର୍ଯ୍ୟକ୍ରମ ଅଧିକାରିଣୀ ମିନତୀ ଆଚାରୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପଦର ଫାଣ୍ଡି ଅଧିକାରୀ ସମୀର ରଞ୍ଜନ

ରାଉରକେଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ…

ରାଉରକେଲା : (ବସନ୍ତ କୁମାର ଜେନା ): ପ୍ରତିବର୍ଷ ପରି ଦଳର ରାଜ୍ୟସଭାପତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ, ରାଉରକେଲା ବିଜୁ ଜନତା ଦଳର ସଭାପତି,ସୁନ୍ଦରଗଡ ଯୋଜନା କମିଟିର ଅଧକ୍ଷ ତଥା ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ପ୍ରତ୍ୟକ୍ଷ ତତ୍ବାବଧାନରେ,ନଗର ସଭାପତି

ହିଞ୍ଜିଳି ପୁରୁଣା ମେଡ଼ିକାଲ କୋଠାରେ ସ୍ୱାସ୍ଥ୍ୟ ସେବା…

ହିଂଜିଳିକାଟୁ : ହିଂଜିଳିକାଟୁ ପୁରୁଣା ମେଡ଼ିକାଲ କୋଠାରେ ରବିବାର ଠାରୁ ନ୍ୟାସନାଲ ହେଲଥ ମିଶନ ଅନ୍ତର୍ଗତ ଅର୍ବାନ ହେଲ୍‌ଥ ୱେଲନେସ ସେଂଟର ( ୟୁଏଚଡ଼ବ୍ଳ୍ୟୁସି) ଆରମ୍ଭ ହୋଇଛି । ରବିବାର ଏହି କେନ୍ଦ୍ରକୁ ହିଂଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଉଦଘାଟନ କରିଛନ୍ତି ।

ସୁନପୁର ଓ ସୁରଳ ପଞ୍ଚାୟତରେ ଗାନ୍ଧିଜୟନ୍ତୀ ଗ୍ରାମସଭା ଅନୁଷ୍ଠିତ…

ଚିକିଟି- ଚିକିଟି ବ୍ଲକ୍ ଉପକୂଳବର୍ତ୍ତୀ ସୁନପୁର ପଞ୍ଚାୟତ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଗୌରୀ ଶଙ୍କର ମାଛ, ସରପଞ୍ଚ ଲକ୍ଷ୍ମୀ ଧର ବେହେରା, ସମିତି ସଭ୍ୟ ଅମୂଲ୍ୟ ବେହେରା, ଜି ଆର ଏସ ପ୍ରଦୀପ

ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଓ ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜି:ଉଦୟଗିରି ବିଧାୟକ ସାଲୁଗା

ହିଞ୍ଜିଳିକାଟୁ : ଲକ୍ଷ୍ମୀନୃସୀଂହ ଵଣିକ ସଂଘ ତରଫରୁ ମହାଆଡମ୍ବର ରେ ଦୁର୍ଗାପୂଜା ପାଳିତ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଲକ୍ଷ୍ମୀନୃସୀଂହ ଵଣିକ ସଂଘ ତରଫରୂ ଲଗାତାର ଭାବେ ୭୦ ବର୍ଷ ଧରି ମା’ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିଛି । ରବିବାର ସପ୍ତମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପୁରୋହିତ ପଣ୍ଡିତ ଜ୍ୟୋତିଷ ଶଙ୍କର ପାଠୀଙ୍କ ତତ୍ତ୍ଵାବଧାନରେ

ହିଞ୍ଜିଳି ବିଜୁ ଜନତାଦଳର ଜନସମ୍ପର୍କ ପଦଯାତ୍ରା…

ହିଞ୍ଜିଳିକାଟୁ:- ଅକ୍ଟୋବର ୨ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରା ହିଞ୍ଜିଳିକାଟୁ ପୌରପାଳିକା ଓ ଵ୍ଳକ ତରଫରୁ ରବିବାର ଜନସମ୍ପର୍କ ପଦଯାତ୍ରା

ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଦଳାଚକଟା, ୧୭୪ ମୃତ

ନୂଆଦିଲ୍ଲୀ: ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା। ପ୍ରାଣ ହରାଇଲେ ୧୭୪ଜଣ। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଣ୍ଡୋନେସିଆରେ ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ ହେଉଥିଲା। କିନ୍ତୁ ମ୍ୟାଚ ପରେ ପରାଜିତ ଦଳର