Sign in
Sign in
Recover your password.
A password will be e-mailed to you.
ପୂଜା ମଣ୍ଡପରୁ ଚୋରିକଲା ବେଳେ ଧରାପଡ଼ିଲେ ବ୍ଲେଡ୍ ଗ୍ୟାଙ୍ଗ
ଭୁବନେଶ୍ୱର ୦୩/୧୦: ରାଜଧାନୀରୁ ଧରାପଡିଲେ ବ୍ଲେଡ୍ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପରୁ ଚୋରି କରୁଥିଲେ। ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲା ବେଳେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୋଲିସ କାବୁ କରିଛି। ସେମାନଙ୍କ ପାଖରୁ ବ୍ଲେଡ୍!-->…
୩ ବର୍ଷର ପୁଅକୁ ପ୍ରେମିକ ସହ ମିଶି ମାରିଦେଲା ମା’
ପଟ୍ଟାମୁଣ୍ଡାଇ: ପ୍ରେମ ପାଇଁ ପାଗଳି ୩ଟି ଛଆର ମା’। ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ମରିଦେଲା ମା’। ଏଭଳି ସ୍ପର୍ଶକାତର ଘଟଣା ହେଉଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ମାଟିଆପଡା ଗାଁରେ!-->…
ଖଣି ଦୁର୍ନୀତି: ହେମନ୍ତ ସୋରେନଙ୍କ ପାସବୁକ୍ ଓ ଚେକବୁକ୍ ଜବତ
ରାଞ୍ଚି: କିଛି ଦିନର ନିରବତା ପରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଥରେ ଘାଣ୍ଟିଛି ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି)। ଇଡି ହେମନ୍ତଙ୍କ ପାସବୁକ୍, ଚେକବୁକ୍, ଦୁଇଟି ଦସ୍ତଖତ ଚେକ୍କୁ ଜବତ କରିଛି। ହେମନ୍ତଙ୍କ ଘନିଷ୍ଟ ସହଯୋଗୀ ପଙ୍କଜ ମିଶ୍ରାଙ୍କକ ଘରୁ ଏସବୁ ଜବତ!-->…
ଖେଳ ମଝିରେ ପରସ୍ପର ଉପରେ ହାତ ଉଠାଉଠି ହେଲେ ୟୁସିଫ ପଠାନ ଏବଂ ମିଶେଲ ଜନସନ
ଲିଜେଣ୍ଡସ ଲିଗର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ଭିଲବାଡା କିଙ୍ଗସ ମଧ୍ୟରେ ଯୋଧପୁରରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ କ୍ୟାପିଟାଲ୍ସ ୪ ଓ୍ଵିକେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏହି ମ୍ୟାଚରେ ଏମିତି କିଛି!-->…
AIIMS ଓପିଡି ପାଇଁ ଆଉ ଦେବାକୁ ପଡିବନି କୌଣସି ପଇସା
ଏବେ ଆଉ ଏମ୍ସ ଓପିଡି ପାଇଁ ଦେବାକୁ ପଡିବ ନାହିଁ କୌଣସି ଶୁଳ୍କ। ଏମ୍ସକୁ ଚିକିତ୍ସା ପାଇଁ ସମଗ୍ର ଦେଶରୁ ଲୋକମାନେ ଆସନ୍ତି। ରୋଗୀଙ୍କୁ ଡାକ୍ତରଙ୍କ ସହିତ ଦେଖାହେବା ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୂ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି।
!-->!-->!-->…
6G ସଂଯୋଗରେ ବିଶ୍ୱକୁ ଆଗେଇ ନେବ ଭାରତ: ଆଇଟି ମନ୍ତ୍ରୀ
ଲଞ୍ଚ ହୋଇଛି 5G, ଯାହାକି ନେଟୱାର୍କ ଦୁନିଆର ଏକ ବଡ଼ ବିପ୍ଳବ। ଏହା IT କ୍ଷେତ୍ରକୁ ଆଗକୁ ନେବା ସହିତ ଅନେକ ସାହାଯ୍ୟ କରିବ। କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା!-->…
ଯୁଦ୍ଧ ବନ୍ଦ ପାଇଁ ପୁଟିନ୍ ଓ ଜେଲେନସ୍କିଙ୍କୁ ପୋପ୍ଙ୍କ ଅପିଲ୍
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ । ଯୁଦ୍ଧ ବନ୍ଦ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ୍ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍ସ୍କିଙ୍କୁ ଅପିଲ କରିଛନ୍ତି ପୋପ ଫ୍ରାନ୍ସିସ୍ । ସେହିପରି ଯୁଦ୍ଧ ବନ୍ଦ ସହ ଆଲୋଚନା ପାଇଁ ଉଦ୍ୟମ କରିବାକୁ ପୋପ ବିଶ୍ୱର ନେତାଙ୍କୁ!-->…
ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର
ଗଜପତି: ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ରଘୁରାଜପୁର ସ୍ଥିତ ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର। ଚଳିତ ମାସ ୧ ତାରିଖରେ କିଛି ବନ୍ଧୁଙ୍କ ସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାତପାଟନମ୍ ଗ୍ରାମର ପି.ବମ୍ମସି ଗୁଦଗୁଦା ବୁଲିବାକୁ ଯାଇ!-->…
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ: ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜିଠୁ ବର୍ଷାର ବିସ୍ତୃତ ବଢିବ । ପ୍ରବଳ ବର୍ଷା ନେଇ ଆଜି ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୱେଲୋ ୱାର୍ଣ୍ଣିଂ ଦେଇଛି । ଉପକୂଳ ଜିଲ୍ଲାଗୁଡିକ ସମେତ ନୟାଗଡ଼, ଗଜପତି,!-->…
ପଦ୍ମପୁର ବିଧାୟକଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି!-->…