ଲୋକଙ୍କୁ ଗୋଟା କୁକୁଡ଼ା ଓ ମଦ ବାଣ୍ଟିଲା କେସିଆରଙ୍କ ଦଳ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ ଲୁଚାଛପାରେ ଲୋକଙ୍କୁ ମଦ ଓ ମାଂସ ବାଣ୍ଟିବା କଥା ଆପଣ ଜାଣିଥିବେ। ହେଲେ ନିର୍ବାଚନ ନଥିବା ବେଳେ ତେଲେଙ୍ଗାନାରେ କ୍ଷମତାସୀନ କେସିଆର ସରକାର ଲୋକଙ୍କୁ ଗୋଟା କୁକୁଡ଼ା ଓ ଗୋଟିଏ ଲେଖାଏ ମଦ ବୋତଲ ବାଣ୍ଟିଛି। ଏହି ମଦ ଓ କୁକୁଡ଼ା ଲୋକଙ୍କୁ

୩ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ମିଳିବ ନୋବେଲ

ୱାଶିଂଟନ: ଚଳିତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ। ଅକ୍ଟୋବର ୪ରେ ରୟାଲ ସ୍ୱଦେଶ ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି। ନୋବେଲ ପାଇବାକୁ ମନୋନୀତ ହୋଇଥିବା ୩ ବିଜ୍ଞାନିକ ହେଲେ ଜନ କ୍ଲଜର, ଆଲେନ ଆସ୍‌ପେ ଓ ଆଣ୍ଟନ ଜେଲିଙ୍ଗର। ସେମାନେ କ୍ୱାଣ୍ଟମ

ଭାରତରେ ପ୍ରଥମ: କଶ୍ମୀରରେ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରର ରଜୌରୀ ରାଲିରେ ସମ୍ବୋଧନ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମ୍ପର୍କରେ ଘୋଷଣା କରିଛନ୍ତି। କଶ୍ମୀରରେ ରହୁଥିବା ଗୁଜ୍ଜର ଓ ବକରୱାଲ୍ସଙ୍କ ବ୍ୟତୀତ ପାହାଡ଼ି ସଂପ୍ରଦାୟ ଲୋକଙ୍କ ପାଇଁ ଖୁବଶୀଘ୍ର ସଂରକ୍ଷଣ ବ୍ୟବସ୍ଥା

ବୈଦ୍ୟନାଥପୁର ଥାନା ପକ୍ଷ ରୁ ପୃଥକ ପୃଥକ ଭାବେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ…

ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ପର୍ବାଣ ଋତୁ ଚାଲିଥିବା ବେଳେ ସାହି ଗଳି ଗଳିରେ ଚାଲିଛି ଅତ୍ୟାଧିକ ମାତ୍ରା ରେ ଜୁଆ ଖେଳ l ଏହିପରି ଭାବେ ଚାଲିଥିବା ଜୁଆ ଆଡ୍ଡା କୁ ରୋକିବା ପାଇଁ ବ୍ରହ୍ମପୁର ଏସ ପି ସମସ୍ତ ଥାନା କୁ ନିର୍ଦେଶ ଦେଇଛନ୍ତି l ଏହି ନିର୍ଦେଶ କୁ ଉଭୟ ସଦର ଏସ ଡି ପି ଓ

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ନାରୀସୁରକ୍ଷା ମହିଳା ମହାସଂଘ…

ଫୁଲବାଣୀ /ଟିକାବାଲି:- କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗ୍ରାମ ପାଞ୍ଚଯାତ ଅନ୍ତର୍ଗତ ଛାତି୍ଝର ଗ୍ରାମରେ ନାରୀସୁରକ୍ଷା ମହିଳା ମହାସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଟିକାବାଲି ପାଞ୍ଚଯାତ ର ପ୍ରାୟ ପ୍ରତେକ ଗ୍ରାମରୁ ମହିଳା ମାନେ ଯୋଗ ଦେଇଥିଲେl

ଜୁଆ ଆଡ୍ଡାରେ ଚଢ଼ାଉ ୫ ଗିରଫ, ୧୪ ହଜାର ଟଙ୍କା ଜବତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମଠ ପଦର ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ସଂଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ କାବୁ କରିଛି। ଅନ୍ୟ କିଛି ଜୁଆଡି ପୋଲିସ ଚଢ଼ାଉ ବେଳେ ଖସି ପଳାଇ ଥିଲେ। ଧରା ପଡ଼ିଥିବା ୫ ଜୁଆଡି ଙ୍କୁ ପୋଲିସ

ମହାସପ୍ତମୀରୁ ପୂଜା ପାଇଲେ ମା’ ଦୁର୍ଗା , ପୂଜା ମଣ୍ଡପ ଗୁଡିକରେ ଜମୁଛି ଭକ୍ତଙ୍କ ଭିଡ…

ବୁଗୁଡ଼ା : ବୁଗୁଡ଼ା ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଦୁର୍ଗତିନାଶିନୀ ମା' ଦୁର୍ଗାଦେବୀଙ୍କ ମହାସପ୍ତମୀ ପୂଜା ବଡ ଧୁମଧାମରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ବୁଗୁଡ଼ା ସହରର ମଦନ ମୋହନ ଛକ ଏବଂ ନୂଆଁ ବସଷ୍ଟାଣ୍ଡ ସମେତ ବାଦୁଆ , ବି.କରଡ଼ାବାଡ଼ି ଓ ବାଲିପଦର ଆଦି ଗ୍ରାମରେ ମା'ଙ୍କ

ଚାକିରିର ବାହାନା ଦେଖାଇ ଯୁବକଙ୍କୁ ଠକୁଛି ଦୁଲାଦେଇ ଫାଉଣ୍ଡେସନ…

ମାଲକାନଗିରି : ଦିନକୁ ଦିନ ରାଜ୍ୟ ତଥା ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ଫାଇଦା ନିଅନ୍ତି କିଛି ଠକ ସଂସ୍ଥା । ପ୍ରତ୍ୟକ ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରିର ଆବଶ୍ୟକ ରହିଛି । ତେବେ ଯଦି କେହି ଚାକିରୀ ଦେବା କଥା କହେ ଦେବେ ଯୁବ ପିଢ଼ି ଚାକିରୀ ଆସାରେ

ମୁରଲୀ ମହାପାତ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । କୋରାପୁଟର ଏକ ମଞ୍ଚରେ ସଙ୍ଗୀତ ପରିବେଶଣ କରୁଥିବାବେଳେ ଅସୁସ୍ଥ ହୋଇପଡିଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର । ମେଡିକାଲ ନେବା ବାଟରେ ତାଙ୍କର

କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା, ୦୩/୧୦: କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର l ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଦଳଗାଁ ଗ୍ରାମପଂଚାୟତର କାଏଁସଟିକ୍ରା ଗ୍ରାମର ଏକ କୂଅ ଭିତରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି l କୂଅ ଭିତରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀମାନେ