Sign in
Sign in
Recover your password.
A password will be e-mailed to you.
ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ…!
ବଲାଙ୍ଗିର : ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। ଏହି ଯୋଜନାରେ କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ଅନୁଦାନ କଟାଯାଉଥିବା!-->…
୬ ବର୍ଷୀୟ ରୁଦ୍ର ସେଠି ବିନା ବିଶ୍ରାମରେ ଦୌଡ଼ୁଛନ୍ତି ୧୭ କି.ମି.
ଆଉଜଣେ ବୁଦ୍ଧିଆ....
ମାଲକାନଗିରି: ଓଡ଼ିଶା ଦେଖିବ ଆଉ ଏକ ବୁଦ୍ଧିଆ ସିଂ। ଠିକ୍ ବୁଦ୍ଧିଆ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ଜଣେ କୁନି ଆଥଲେଟ୍ । ଏହି ଆଥଲେଟଜଣକ ହେଉଛନ୍ତି ମାଲକାନଗିରିର ୬ ବର୍ଷୀୟ ରୁଦ୍ର ସେଠି। ସେ ଏବେ ମାଲକାନଗିରିର ବୁଦ୍ଧିଆ ସିଂ ଭାବେ ବେଶ୍ ପରିଚିତ ହୋଇ!-->!-->!-->…
ଟ୍ରେଲର ଡ୍ରାଇଭରଙ୍କୁ ଛୁରା ମାଡ଼, ଲୁଟିନେଲେ ୫ ହଜାର
ଚମ୍ପୁଆ: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରେଲର । ଅଚାନକ ମାଡ଼ି ଆସିଲେ ଜଣେ ଦୁର୍ବୃତ୍ତ । ଡ୍ରାଇଭରଙ୍କୁ ଛୁରା ମାଡ଼ କରି ଲୁଟିନେଲେ ୫ ହଜାର ଟଙ୍କା । ଡ୍ରାଇଭରଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏପରି!-->!-->!-->…
ଭୁବନେଶ୍ୱରରୁ ରାଉରକେଲାକୁ ନିୟମିତ ବିମାନ ସେବା ଆରମ୍ଭ…
ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରୁ ରାଉରକେଲାକୁ ଦୈନିକ ଉଡ଼ାଣ। ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାକୁ ନିୟମିତ ବିମାନସେବା ଆରମ୍ଭ ହୋଇଛି। ରାଉରକେଲାରୁ ଅପରାହ୍ଣ ୨ଟା ୫୫ରେ ବାହାରି ଭୁବେନେଶ୍ୱରରେ ୩ଟା ୫୦ ରେ ପହଞ୍ଚିବ । ଭୁବନେଶ୍ୱରରୁ ୪ଟା ୧୫ରେ ବାହାରି ରାଉରକେଲାରେ ୫ଟା ୧୦ରେ ପଂହଚିବ!-->…
ପ୍ରେମିକାର ଦୁଇ ବର୍ଷ ଝିଅକୁ ମାରିଦେଲା ରାକ୍ଷସ ପ୍ରେମିକ
ସୋର : ପରକୀୟା ପ୍ରୀତିର କରୁଣ ପରିଣତି। ନିଜ ପ୍ରେମକୁ ପାଇବାକୁ ଯୁବକ ସାଜିଲା ହତ୍ୟାକାରୀ। ଏପରିକି ରାସ୍ତାରେ କଣ୍ଟା ସାଜିଥିବା ପ୍ରେମିକାଙ୍କ ୨ ବର୍ଷୀୟ ଝିଅର ତଣ୍ଟି ଚିପିବାକୁ ପଛାଇଲେ ନାହିଁ । ଏପରି ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭୂଇଁପଡା ଗ୍ରାମରେ ଘଟିଛି।!-->…
ରାମଚରିତମାନସ ସମାଜକୁ ଭାଗ ଭାଗ କରେ : ବିହାର ଶିକ୍ଷାମନ୍ତ୍ରୀ…
ପାଟନା: ରାମାୟଣ ଉପରେ ପର୍ଯ୍ୟବେସିତ ରାମଚରିତମାନସ ପୁସ୍ତକକୁ ନେଇ ବଡ଼ ବୟାନ ଦେଇଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର। ତାଙ୍କ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବିଜେପି ଏହା ବିରୋଧରେ ସ୍ୱର ଉଠାଇଛି। ନୀତୀଶ କୁମାରଙ୍କ ସରକାରରେ ମନ୍ତ୍ରୀ ଥିବା ଆରଜେଡି ନେତା ଚନ୍ଦ୍ରଶେଖର!-->…
ମାଗଣା ଚାଉଳ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍…
ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ନେବା ବେଳେ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର ରସିଦ୍। ହିତାଧିକାରୀଙ୍କୁ ରସିଦ ଦେବାକୁ କେନ୍ଦ୍ର ସରକାର ସବୁ ରାଜ୍ୟମାନଙ୍କୁ ଚିଠ ଲେଖି ଅବଗତ କରାଇଛନ୍ତି । ଯଦି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ହିତାଧିକାରୀଙ୍କୁ କୌଣସି!-->…
ଦେଶରେ ଭିଆଇପି ସଂସ୍କୃତି ସମାପ୍ତ ହେବାକୁ ଯାଉଛି : ସ୍ମୃତି ଇରାନୀ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ହଜ୍ ଯାତ୍ରାକୁ ନେଇଥିବା କୋଟା ବ୍ୟବସ୍ଥାକୁ ଉଚ୍ଛେଦ କରିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି ଯେ, ଦେଶରେ ଭିଆଇପି ସଂସ୍କୃତି ସମାପ୍ତ ହେବାକୁ ଯାଉଛି। ହଜ୍ ଯାତ୍ରା ପାଇଁ ପୂର୍ବରୁ ରାଷ୍ଟ୍ରପତି,!-->…
“ବାଦୁ ବାଦୁଲା ରାଧା କୁଞ୍ଜବନ ତାନି ସାନା” ଲୋକନୃତ୍ୟ ଗୀତରେ ଝୁମିଲେ ଦର୍ଶକ…
ଫୁଲବାଣୀ //ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିରେ ଆୟୋଜିତ ଶୀତ ମହୋତ୍ସବର ଉଦଯାପନୀ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାବିକାଶ କେନ୍ଦ୍ର ବାଲିଗୁଡାର ପ୍ରସିଦ୍ଧ ଲୋକନୃତ୍ୟ ସଂଗୀତ ଉପସ୍ଥିତ!-->…
ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କସ୍ମାରକୀ ଡାକ-ଲଫାଫା ଉନ୍ମୋଚିତ…
ଛତ୍ରପୁର : ଆଧୁନିକ ଓଡିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଦିବସ ପାଳନ ଅବସରରେ ବ୍ରହ୍ମପୁର ଡାକ ବିଭାଗ ଆନୁକୂଲ୍ୟରେ ଏକ ଡାକ-ଲଫାଫା ଗୁରୁବାର ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ମୁଖ୍ୟଡାକଘର କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର!-->…