Sign in
Sign in
Recover your password.
A password will be e-mailed to you.
ଧାମନଗର ଉପନିର୍ବାଚନ: କଂଗ୍ରେସ ଗଢ଼ିଲା କମିଟି
ଭୁବନେଶ୍ୱର: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟଗ୍ରହଣ ହେବା ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ତାରିଖ ଘୋଷଣା ହେବାପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁର ମାତ୍ର ୨୧ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବା ରାଜନୀତିକ!-->…
ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଇପିୟୁ ପ୍ରାର୍ଥୀ ଭାବେ ମନୋନୀତ
ଭୁବନେଶ୍ୱର: ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ (ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୭୮ ଦେଶକୁ ନେଇ ଗଠିତ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନର ୧୫ ଜଣିଆ ଟିମରେ ଗୋଟିଏ ପଦ ଖାଲି ରହିଛି। ଏଥିପାଇଁ ଭାରତ ତରଫରୁ!-->…
ଜଙ୍ଗଲରୁ ନିଖୋଜ ମହିଳାଙ୍କ ଶବ ଉଦ୍ଧାର
ରାୟଗଡ଼ା: ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ କାମାରି ଗାଁ ଗୁରୁଟୁ ମାସ୍କା ନାଳ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ସୁଚନା ଅନୁଯାୟୀ ମୃତ ମହିଳା ଜଣକ ହେଉଛନ୍ତି ଆସ୍କୁଲି ମାଝୀ ଡିମିରିଗୁଡ଼ା ପଞ୍ଚାୟତ ସେରୁବାରୁ ଗାଁର ହୋଇଥିବା!-->…
ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ କରିବ ଓଡ଼ିଶା
ଭୁବନେଶ୍ୱର: ବେଙ୍ଗଳୁରୁ ପରେ ହାଇଦ୍ରାବାଦ । ଓଡ଼ିଶା ସରକାର ଷଷ୍ଠ ଏବଂ ଅନ୍ତିମ ଇନଭେଷ୍ଟର୍ସ ମିଟ୍ ହାଇଦ୍ରାବାଦରେ ଅକ୍ଟୋବର ୧୭ ତାରିଖରେ କରିବାକୁ ଯାଉଥିବା ଜଣାପଡ଼ିଛି । ମେକ୍ ଇନ୍ ଓଡ଼ିଶାର ତୃତୀୟ କନକ୍ଲେଭ୍ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ରାଜ୍ୟରେ ହେବ ।
ଏହା!-->!-->!-->…
ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ; ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକାର୍ପଣ କରିଛନ୍ତି।ଆୟୋଜିତ ସଭାରେ!-->…
‘ସମାଜ’ର ୧୦୩ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ
କଟକ:ଦୈନିକ ଖବରକାଗଜ ‘ସମାଜ’ର ୧୦୩ତମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନରେ ‘ସମାଜ’ ତାର ଗୁରୁତ୍ୱ ବଜାୟ ରଖିଛି। ଆସନ୍ତା ୯ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ!-->…
ଜମ୍ମୁ କାଶ୍ମୀର ଜେଲ୍ ଡିଜିଙ୍କୁ ହତ୍ୟା କରିଛି ଘରୋଇ ସହାୟକ
ଜମ୍ମୁ-କାଶ୍ମୀର: ବିଶ୍ୱାସରେ ବିଷ ଦେଲା ଘରୋଇ ସହାୟକ । ଜେଲ୍ ଡିଜିଙ୍କୁ ତଣ୍ଟି କାଟି ହତ୍ୟା କରିଛି । ଜମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ହତ୍ୟା କରିଛି ଘରୋଇ ସହାୟକ । ତା ନାଁ ୟସିର ଅହମ୍ମଦ । ତାକୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଅଧିକ ପଚରାଉଚରା!-->…
ଭଉଣୀ ଘରକୁ ଯାଇଥିବା ଭାଇର ଅମାନୁଷିକ ହତ୍ୟା, କଟାଯାଇଛି ହାତ ଓ ଗୁପ୍ତାଙ୍ଗ
ଭଞ୍ଜନଗର : କିଏ ମାରିଲା ମୋ ଭାଇକୁ। ଏମିତି ନୃସଂଷ ଭଳି ମାରିବାକୁ କାହାର ହାତ ଗଲା କେଜାଣି। ଏମିତି ରାକ୍ଷସ ଭଳି କିଏ ମାରିଦେଲା ମୋ ଭାଇକୁ। ଭାଇର କ୍ଷତ ବିକ୍ଷତ ମୃତଦେହ ପାଖରେ ବସି ଛାତି ଫଟାଇ କାନ୍ଦୁଛନ୍ତି ଭଉଣୀ। ଦଶହରା ପାଇଁ ଭଉଣୀ ଘରକୁ ଯାଇଥିବା ଭାଇକୁ ବାଟରେ କିଏ ମାରିପକାଇ!-->…
ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । କେଉଁଠି ତୁହାକୁ ତୁହା ତ ଆଉ କେଉଁଠି ଝିପିଝିପି ବର୍ଷୁଛି । ଉପକୂଳ ଓଡ଼ିଶା!-->…
ଶ୍ୱଶୁର ଘର ଗାଁ ପୋଖରୀରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି । ଶ୍ବଶୁର ଘର ଗାଁ ପୋଖରୀରେ ବୁଡି ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ସେପଟେ କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁର!-->…