Sign in
Sign in
Recover your password.
A password will be e-mailed to you.
ପୋଲରୁ ୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଉରକେଲା, ୦୫।୧୦ : ଭାରସାମ୍ୟ ହରାଇ ଏକ ୧୪ ଚକିଆ ଟ୍ରକ ପୋଲରୁ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ସହ ହେଲପରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକ ଦୁହିଁଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ । ଲୁହା ପଥର ବୋଝେଇ ଟ୍ରକ୍ଟି କୋଇଡାରୁ!-->…
କାର୍-ବାଇକ୍ ମୁହାଁମୁହିଁ ଧକ୍କା, ବାପ-ଝିଅ ମୃତ
ବରଗଡ଼ ୦୫।୧୦ : ବରଗଡ଼ ଜିଲ୍ଲା ସୋହେଲା ଥାନା କନାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ମନୋହର ପାଲି ଗାଁର ପ୍ରଦୀପ ସାହୁ ଓ ଝିଅ ରୂପା ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବାପ ଓ!-->!-->!-->…
ପୁଣି ରକ୍ତରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ
କଳାହାଣ୍ଡି ୦୫/୧୦: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଙ୍କ ଛତର ଯାତ୍ରା ପରେ ବିଜୟା ଦଶମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ଲାଖମରା ଯାତ୍ରା ପାଇଁ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମାକୁ ମନ୍ଦିରରୁ!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୮ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୫।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
ଲୁଗା ଶୁଖାଇବା ବେଳେ ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
ବୌଦ୍ଧ ୦୫।୧୦ : ବୌଦ୍ଧ ହରଭଙ୍ଗା ଥାନା ଜବଲପୁର ଗାଁରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । ମୃତକଙ୍କ ସୁକାନ୍ତି ବେହେରା, ପୁଅ ସୋହନ ବେହେରା ଏବଂ ଦିଅର ସୁଶୀଲ୍ ବେହେରା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଜବଲପୁର ଗାଁର ସୁକାନ୍ତି!-->!-->!-->…
ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
ଭୁବନେଶ୍ୱର ୦୫/୧୦: ସାରା ରାଜ୍ୟରେ ପ୍ରବଳ ବର୍ଷା । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ତୁହାକୁ ତୁହା ବର୍ଷା । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ତେବେ ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା ହୋଇଛି ।
ଆଜି ସକାଳ ୮.୩୦ ରୁ ସନ୍ଧ୍ୟା ୫.୩୦ ମଧ୍ୟରେ!-->!-->!-->…
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜଶ୍ୱେର ବେଶ
ପୁରୀ ୦୫।୧୦ : ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ଅନୁଷ୍ଠିତ ହେଉଛି। ଏହି ଅବସରରେ ଆଜି ମହାପ୍ରଭୁ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ!-->!-->!-->…
ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା, ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀନାଶିନୀ
ଭୁବନେଶ୍ୱର ୦୫।୧୦ : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା। ରାଜଧାନୀ ସମେତ ରାଜ୍ୟର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନାଶିନୀ । ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚିତ୍ତାକର୍ଷକ ତୋରଣ,!-->…
ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଆହତ,
ଉମରକୋଟ : ଉମରକୋଟ ବ୍ଲକ, ବୁର୍ଜା ପଞ୍ଚଯାତ ଅନ୍ତର୍ଗତ ସିରଲିଗୁଡା ଗ୍ରାମର ଘେନୁ ଗଣ୍ଡ, ପରିବାର ସଙ୍ଗେ କାଠ ସଂଗ୍ରହ ପାଇଁ ଲକ୍ଟିପାଖନା ଜଙ୍ଗଲ ଯାଇଥିଲେ | ସେଠାରେ ଗତକାଲି ଉପରବେଳା ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲେ | ବଡ ଭାଲୁ ଦୁଇଟା ସାଙ୍ଗରେ ଛୁଆ ଦୁଇଟା ଥିଲା | ଭାଲୁ ଆକ୍ରମଣରେ!-->…
ରୁଷ ସହ ଆଲୋଚନା ପାଇଁ ଭାରତର ପରାମର୍ଶକୁ ଜେଲେନସ୍କିଙ୍କ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ : ଯୁଦ୍ଧ ବନ୍ଦ କରି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଦେଇଥିବା ପ୍ରସ୍ତାବକୁ ଜେଲେନସ୍କି ଖାରଜ କରିଦେଇଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ରୁଷ ରାଷ୍ଟ୍ରପତିଙ୍କ ସହିତ!-->…