Sign in
Sign in
Recover your password.
A password will be e-mailed to you.
ଦେଶ ବିଶ୍ବସ୍ତ ସଶସ୍ତ୍ର ବାହିନୀଦ୍ବାରା ସୁରକ୍ଷିତ: ଦଶହରାରେ ‘ଶସ୍ତ୍ର ପୂଜା’ କରି କହିଲେ ରାଜନାଥ ସିଂହ
ଚାମୋଲି: ଦଶହରା ଅବସରରେ ଆଜି ସକାଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଔଲି ମିଲିଟାରି ଷ୍ଟେସନ୍ରେ ବିଧି ଅନୁସାରେ ‘ଶସ୍ତ୍ର ପୂଜା’ କରିଛନ୍ତି। ଏହି ପୂଜାରେ ସେନାମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ପ୍ରତିରକ୍ଷା!-->…
ଆମେରିକାର ଦୋମୁହାଁ ନୀତି : ପାକିସ୍ତାନକୁ ଏଫ-୧୬ ସହାୟତା ପରେ ବାଜଓ୍ବାଙ୍କୁ ସ୍ବାଗତ କଲା ପେଣ୍ଟାଗନ
ଓ୍ବାସିଂଟନ : ପୁଣି ପଦାରେ ପଡିଯାଇଛି ଆମେରିକାର ଦୋମୁହାଁ ନୀତି । ପୁଣି ପାକିସ୍ତାନ ସେନା ସହ ନିଜର ମଧୂର ସଂପର୍କକୁ ପ୍ରମାଣିତ କରିଛି ଆମେରିକା । ଏହି କାରଣରୁ ଆମେରିକା ଯେତେ କହିଲେ ବି ଭାରତ ରୁଷକୁ ଛାଡ଼ି ଆମେରିକା ଶିବିରକୁ ଯାଉନାହିଁଭାରତର ଚିନ୍ତା ସତ୍ତ୍ବେ ପାକିସ୍ତାନକୁ ୪୫୦ ନିୟୁତ!-->…
ରାବଣଙ୍କ ଆଶୀର୍ବାଦରୁ ଚାକିରି ମିଳୁଥିବରୁ ଏହି ଗାଁରେ ହୁଏନି ରାବଣ ପୋଡ଼ି, କରାଯାଏ ପୂଜା
ମୁମ୍ବାଇ: ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ଦଶହରା ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ, ମେଘନାଦ ଏବଂ ରାବଣ ପୋଡି କରାଯାଇଥାଏ। ହେଲେ ଦେଶରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠାରେ ରାବଣ ପୋଡି ନକରାଯାଇ ରାବଣଙ୍କୁ ପୂଜା କରାଯାଏ | ଏହିପରି ଗୋଟିଏ ଗ୍ରାମ!-->…
ସେନାର ଚିତା ହେଲିକପ୍ଟର କ୍ରାଶ୍, ପାଇଲଟ୍ ମୃତ
ନୂଆଦିଲ୍ଲୀ: ବିଜୟା ଦଶମୀରେ ଅଘଟଣ। କ୍ରାଶ୍ ହେଲା ସେନା ହେଲିକପ୍ଟର ‘ଚିତା’। ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଜଣେ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ପାଇଲଟ୍ ଆହତ ହୋଇଛନ୍ତି।ସୂଚନା ମୁତାବକ, ଆଜି ସକାଳ ୧୦ଟା ବେଳେ ହେଲିକପ୍ଟରଟି ନିୟମିତ ଉଡ଼ାଣ!-->…
ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବେଆଇନ: ପାଟନା ହାଇକୋର୍ଟ
ପାଟନା: ବିହାରରେ ପଛୁଆ ବର୍ଗ(ଓବିସି)ଙ୍କ ଲାଗି ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି ପାଟନା ହାଇକୋର୍ଟ। ପଞ୍ଚାୟତ ନିର୍ବାଚନ ପାଇଁ ଓବିସିଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ କହିଛନ୍ତି ହାଇକୋର୍ଟ। ପଞ୍ଚାୟତ ନିର୍ବାଚନ ଲାଗି ବିହାର!-->…
କେସିଆର୍ଙ୍କ ‘ଟିଆର୍ଏସ୍’ ଏବେ ‘ବିଆର୍ଏସ୍’, ବିଜେପିକୁ ଦେବ ଟକ୍କର୍
ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ଦଶହରା ପର୍ବ ଅବସରରେ ରାଷ୍ଟ୍ରୀୟ ଦଳ ଗଠନ କରିଛନ୍ତି। ତାଙ୍କ ରାଷ୍ଟ୍ରୀୟ ଦଳର ନାଁ ଭାରତ ରାଷ୍ଟ୍ର ସମିତି ବା ବିଆର୍ଏସ୍। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ଏବେ ଭାରତ!-->…
ମହିଳାମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେବା ଉଚିତ୍: ମୋହନ ଭାଗବତ
ନାଗପୁର: ଦଶହରା ଅବସରରେ ବୁଧବାର ମହିଳା ସଶକ୍ତିକରଣ କଥା କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସସ) ମୁଖ୍ୟ ମୋହନ ଭାଗବତ। ବିଜୟା ଦଶମୀ ଅବସରରେ ନାଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି, ମହିଳାମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯିବା ଉଚିତ୍। ସେମାନଙ୍କ ସହ କୌଣସି ପ୍ରକାର!-->…
ପାକିସ୍ତାନ ସହ ଆଲୋଚନାର ପ୍ରଶ୍ନ ଉଠୁନି
ଜମ୍ମୁ: ପାକିସ୍ତାନ ସହ ଆଲୋଚନା କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିସହ ଜମ୍ମୁ କଶ୍ମୀରିରୁ ଆତଙ୍କବାଦର ମୂଳପୋଛ ପାଇଁ ସେ ହୁଙ୍କାର ଛାଡ଼ିଛନ୍ତି। ବାରମୁଲ୍ଲାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ, ୧୯୯୦ ପରଠାରୁ ଜମ୍ମୁ!-->…
ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ: ବୁଧବାର ରସାୟନ ବିଜ୍ଞାନ ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଦୁଇ ଜଣ ଓ ଡେନମାର୍କର ଜଣେ ବୈଜ୍ଞାନିକଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ପାଇଁ ଆମେରିକାର କାରୋଲିନ୍ ବେରତୋଜି, ବେରି ଶାର୍ପଲେସ୍ ଏବଂ ଡେନମାର୍କର ମୋର୍ଟେନ!-->…
ଜୁଆ ଆଡ୍ଡା ଉପରେ ବଡ଼ ବଜାର ପୁଲିସର ଚଢ଼ାଉ : ୮,ଜଣ ଜୁଆଡ଼ି ଗିରଫ..
ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ଏହାର ଉପକଣ୍ଠଅଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି। ପୁଲିସ ମଧ୍ୟ ଏହି ବେଆଇନ!-->!-->!-->…