ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ଶାରୀରିକ ପରିଶ୍ରମ କରି ବି ପତ୍ନୀ ଓ ପିଲାଙ୍କୁ ପୋଷିବାକୁ ସ୍ୱାମୀ ବାଧ୍ୟ

ନୂଆଦିଲ୍ଲୀ: ପତ୍ନୀ ଓ ପିଲାଙ୍କ ପ୍ରତି ଜଣେ ପୁରୁଷର କର୍ତ୍ତବ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ନିଜର ପତ୍ନୀ ଓ ଛୋଟ ପିଲାଙ୍କୁ ଆର୍ଥିକ ସହଯୋଗ କରିବାକୁ ଜଣେ ପୁରୁଷ ବା ସ୍ୱାମୀ ବାଧ୍ୟ। ପତ୍ନୀ ଓ ପିଲାଙ୍କୁ ପୋଷିବା ପାଇଁ ସ୍ୱାମୀ ଟଙ୍କା ରୋଜଗାର କରିବା

ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ବିଚାରପତି ଏକ ଗଞ୍ଜେଇ ମାମଲାର ବିଚାରଣା କରି ଘଟଣାର ୯ ଜଣ ଙ୍କର ସାକ୍ଷୀ ପ୍ରମାଣ ଗ୍ରହଣ ଆଧାରରେ ମାମଲାର ଅଭିଯୁକ୍ତ ମାନସ ନାୟକ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ

ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଫୁଲବାଣୀ : ପବିତ୍ର ଦଶହରା ପର୍ବରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ବନ୍ଧଗଡ଼ ଅଂଚଳରୁ I ବନ୍ଧଗଡ଼ ଗାଁର ଅଧିଷ୍ଠାତ୍ରୀ ଦେବୀ ମା ବରାଳଦେବୀଙ୍କ ମନ୍ଦିର ପାଖରେ ଥିବା ପୋଖରୀରେ ବୁଡି ଯାଇ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ତେବେ

ମୌଳିକ ସୁବିଧାରୁ ବଞ୍ଚିତ ଡୁଗୁଡ଼ିପାରି ଗ୍ରାମବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ /ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୫୦୦ ଉର୍ଦ୍ଧ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ

ବିକାଶ ଠାରୁ ବହୁ ଦୂରରେ ଅବହେଳିତ ଗାଁ ଲାଣ୍ଡାପାଜୁ: ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ଗ୍ରାମବାସୀ

ବାଲିଗୁଡା : କନ୍ଧମାଳ ଜିଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି। ବିକାଶ କଥା ବହୁ ଦୂରରେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ବେହେରାଗାଁ ପଞ୍ଚାୟତ ଲାଣ୍ଡାପାଜୁ

ଢେଙ୍କାନାଳ-ଅନୁଗୁଳରେ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର: ପବିତ୍ର ଦଶହରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‌ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅନୁଗୁଳ ଜିଲ୍ଳା ବଉଳିଗଡ଼ ଠାରେ ଥିବା ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି।

୩ କୁଖ୍ୟାତ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟରାଜପଥ ମୟୂରଭଞ୍ଜ-ବାଲେଶ୍ୱର ସୀମାନ୍ତ କଳମା ଛକରୁ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିବା ସହିତ ୩ଜଣ କୁଖ୍ୟାତ ଆନ୍ତଃଜିଲ୍ଲା ପେସାଦାର ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ । ଏହି ୩ ଅଭିଯୁକ୍ତଙ୍କୁ ମଙ୍ଗଳବାର

ଶ୍ରୀମନ୍ଦିର ନୀଳଚକ୍ର ଯାଏ ଚଢ଼ିଗଲେ ପୂଜକ

ପୁରୀ: ଶ୍ରୀମନ୍ଦିର ଚୂଡାରେ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ଆଜି ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଲେଥିଲେ। ତାକୁ ଓହ୍ଲାଇବାକୁ ପୁଲିସ ଓ ଜେଟିପି

ଭସାଣି ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାବଣପୋଡ଼ି ଓ ଭସାଣି ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୮ଟି ଗାଇଡଲାଇନ୍‌ ଜାରି କରାଯାଇଛି । ରାବଣପୋଡ଼ିର ୧୦୦ ମିଟର ଜୋନ୍‌ ଭିତରେ କୌଣସି ଦର୍ଶକ ରହିପାରିବେ ନାହିଁ ବୋଲି କୁହାଯାଇଛି । ଭସାଣି ପାଇଁ ୧୭ରୁ

ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ