Sign in
Sign in
Recover your password.
A password will be e-mailed to you.
ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି; ରାଷ୍ଟ୍ରପତିଙ୍କ ଏଭଳି ବୟାନକୁ ଚମଚାଗିରି ବୋଲି କହିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: କଂଗ୍ରେସ ନେତା ଉଦିତ ରାଜ ସବୁବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ ବିଜେପିକୁ ଟାର୍ଗେଟ କରିଆସୁଥିବା ଉଦିତ ରାଜ ବର୍ତ୍ତମାନ ସିଧାସଳଖ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଛନ୍ତି।। ଏକ ଟୁଇଟ୍ରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ!-->…
ପରମାଣୁ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ୟୁକ୍ରେନ, ଆମେରିକା
କିବ୍ : ୟୁକ୍ରେନ-ରୁଷ ଯୁଦ୍ଧ ଗତ କିଛି ଦିନ ହେଲା ନାଟକୀୟ ମୋଡ଼ ନେବାରେ ଲାଗିଛି । ଅଧିକୃତ ଅଂଚଳରେ ରୁଷ ସେନାର କବଜା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବାବେଳେ ୟୁକ୍ରେନ ସେନାର ସ୍ଥିତି ସୁଦୃଢ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଉଛନ୍ତି ରୁଷ!-->…
ମଇଁଷି ପଲ ସହ ମାଡ଼ ହେଲା ବନ୍ଦେ ଭାରତ ଏକ୍ସପ୍ରେସ, ଭାଙ୍ଗିଗଲା ସାମ୍ନା ଭାଗ
ଅହମଦାବାଦ: ଶୁଭାରମ୍ଭର କିଛି ଦିନ ପରେ ଭାଙ୍ଗିଲା ବନ୍ଦେ ଭାରତ ଏକ୍ସପ୍ରେସ। ମୁମ୍ବାଇରୁ ଗାନ୍ଧୀନଗର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ମଇଁଷି ପଲ ସହ ମାଡ଼ ହୋଇଥିବା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ଏହି!-->…
ଅଖଣ୍ଡ ଦୀପରୁ ପରିବା ବଜାରରେ ଅଗ୍ନିକାଣ୍ଡ , ୩ଟି ଦୋକାନ ପୋଡି
ବୁଗୁଡ଼ା (୦୬/୧୦) : ସ୍ଥାନୀୟ ତ୍ରିନାଥ ସ୍ବାମୀ ପରିବା ବଜାରରେ ବୁଧବାର ରାତି ସାଢେ ଦଶଟା ବେଳେ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ପୋଡି ଯାଇଥିବା ଜଣାଯାଇଛି । ଅଗ୍ନିକାଣ୍ଡରେ ବ୍ୟବସାୟୀ ଧୋବା ପ୍ରଧାନ, ସିମାଞ୍ଚଳ ପୋଲାଇ ଓ ସନ୍ୟାସୀ ପଣ୍ଡାଙ୍କ ଗୋଟିଏ ଲେଖାଏଁ ଦୋକାନ ପୋଡି ବ୍ୟାପକ କ୍ଷୟକ୍ଷତି!-->…
ସିନ୍ଦେ ଗୋଷ୍ଠୀଙ୍କୁ ସମର୍ଥନ ଘୋଷଣା କଲେ ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ
ମୁମ୍ବାଇ: ଶିବସେନା ବିନାମ ଶିବସେନା ଲଢ଼େଇରେ ବଡ଼ ଟ୍ୱିଷ୍ଟ ଆସିଛି। ବିଜେପି ସହ ହାତ ମିଳାଇ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ଶିବସୈନିକଙ୍କୁ ସମର୍ଥନ କରିଛନ୍ତି ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ ଠାକରେ। ଦଶହରାରେ ଉଦ୍ଧବ ଠାକରେ ରାଲି କରି ପ୍ରକୃତ ଶିବସେନାର ଭାବେ!-->…
ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ: ବିହାରରୁ ଜଣଙ୍କୁ ଉଠାଇଲା ପୁଲିସ
ମୁମ୍ବାଇ: ଫୋନ ଯୋଗେ ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲୋକଙ୍କ ଧମକ ଦେଇଥିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୁଲିସ୍। ଅମ୍ବାନୀ ପରିବାରକୁ ଉଡ଼ାଇ ଦେବାର ଧମକ ଦେବା ଘଟଣାରେ ପୁଲିସ୍ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ବିହାରରୁ ଉଠାଇ ଆଣିଛି। ସ୍ଥାନୀୟ!-->…
ରାବଣ ନୁହେଁ ଇଡି, ସିବିଆଇର କୁଶପୁତ୍ତଳିକା ଦାହ
ଅହମ୍ମଦାବାଦ: ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ, ଅଧର୍ମ ଉପରେ ଧର୍ମ, ପାପ ଉପରେ ପୁଣ୍ୟ ଏବଂ ହିଂସା ଉପରେ ଅହିଂସାର ବିଜୟ ପ୍ରତୀକ ହେଉଛି ବିଜୟା ଦଶମୀ। ଲଙ୍କାପତି ରାବଣର କୁଶପୁତ୍ତଳିକା ଦାହ କରି ସାରା ଦେଶ ଦଶହରା ପାଳୁଥିବା ବେଳେ ଗୁଜରାଟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।!-->…
ଥାଇଲାଣ୍ଡରେ ଆଖିବୁଜା ଗୁଳିଚାଳନା: ୨୨ ଶିଶୁଙ୍କ ସମେତ ୩୪ ମୃତ
ବ୍ୟାଙ୍ଗକକ: ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳର ଏକ ଶିଶୁ ଯତ୍ନ ସେଣ୍ଟରେ(ଡେ-କେୟାର୍ ସେଣ୍ଟର୍) ଆଖିବୁଜା ଗୁଳିଚାଳନା ଘଟି ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଗୁରୁବାର ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବନ୍ଧୁକଧାରୀ ଅତି ନିର୍ମମଭାବେ ଗୁଳିଚାଳନା କରିବା!-->…
ଆନ୍ନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ
ଷ୍ଟକହୋମ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ୨୦୨୨ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ। ନୋବେଲ ପୁରସ୍କାର ପ୍ରଦାନ ପାଇଁ ତିଆରି ହୋଇଥିବା କମିଟି ସର୍ବସମ୍ମତିକ୍ରମେ ଆନ୍ନି ଙ୍କ ନାଁ ଉପରେ ମୋହର ମାରିଛି। ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ!-->…
ଭାରତୀୟ ଔଷଧ କମ୍ପାନୀଙ୍କ ଜାଲିଆତି, ବିଦେଶରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର।ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଘଟଣାର ତୁରନ୍ତ ତଦନ୍ତ କରିବା ପାଇଁ!-->…