ଛୁଆକୁ ପାଇ ଶାନ୍ତ ହେଲା ନରହନ୍ତା ହାତୀ

ଢେଙ୍କାନାଳ ୦୬/୧୦: କଟକ ଜଗତପୁରରେ ନିଜ ଛୁଆକୁ ହଜାଇ ଆତଙ୍କ ରଚିଥିବା ନରହନ୍ତା ମାଈ ହାତୀକୁ ପୁଣି ଜଙ୍ଗଲରେ ଛଡ଼ାଯାଇଛି। ଏହି ମାଈ ହାତୀ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ପୁରା ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ଦୁଇଦିନ ପୂର୍ବରୁ ଏହି ମାଇ ହାତୀଟି ତାର ୩ ବର୍ଷୀୟ ଛୁଆକୁ ହଜାଇ

ଟ୍ୟାଙ୍କର ଏବଂ ଯାତ୍ରିବାହୀ ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

କୋରାପୁଟ ୦୬/୧୦: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ପୋଡ଼ାପଦର ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ଅଟୋ ସହ ଟେଙ୍କର ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା

ଟ୍ରକ୍‌ ତଳେ ପଶିଗଲା ସ୍କୁଟି, ଚାଲିଗଲା ମହିଳାଙ୍କ ଜୀବନ

ସୋର, ୦୬/୧୦: ସିମୁଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଗଲେ ଅନ୍ୟ ଜଣେ ମହିଳା । ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଗ୍ରାମର ପ୍ରମିଳା ବେହେରା ଏକ ସ୍କୁଟିରେ ଅନ୍ୟ ଜଣେ

ପ୍ରବଳ ବର୍ଷା ପାଇଁ ଶ୍ରୀକ୍ଷେତ୍ରରେ ସ୍ଥଗିତ ହେଲା ଗୋଷାଣି ଯାତ୍ରା

ପୁରୀ ୦୬/୧୦: ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷା ପାଇଁ ଗୁରୁବାର ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ସ୍ଥଗିତ ରହିଛି। ପରମ୍ପରା ଅନୁସାରେ ସିଂହଦ୍ଵାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା। କିନ୍ତୁ ୦ବର୍ଷା ପାଇଁ ଗୁରୁବାର ତାହା

ଭେରାଇଟି ଷ୍ଟୋରରୁ ୧୬୭ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

ଖୋର୍ଦ୍ଧା, ୦୬/୧୦: ବିଜୟା ଦଶମୀ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ଯାହାର ଫାଇଦା ଅସାଧୁ ବ୍ୟବସାୟୀ ନେଇ ମାଲେମାଲ ହେଉଥିବା ଦେଖା ଦେଇଛି । ଆଜି ସକାଳୁ ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଙ୍ଗ୍‌ ସ୍କ୍ୱାଡ ଖୋର୍ଦ୍ଧା ଟାଉନ ଥାନା

ଭସାଣୀ ଵେଳେ ଉତ୍ତେଜନା, ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ

କଟକ: ଭସାଣୀ ଵେଳେ ତୀଵ୍ର ଉତ୍ତେଜନା ଦେଖାଦେଇଛି । ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି । କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ

୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା

ଚଣ୍ଡିଖୋଲ, ୦୬।୧୦ : ଦିନକୁ ଦିନ ଯୌତୁକ ଜନିତ ଆତ୍ମହତ୍ୟା ଥମିବାର ନାଁ ନେଉନାହିଁ । ଯୌତୁକ ପାଇଁ ପୁଣି ଜଣେ ନବବଧୂର ଜୀବନ ଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ । ୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ

ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା

ମାହାଙ୍ଗା,୦୬।୧୦ : ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସାହାସପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସର୍ବେଶ୍ଵର ବେହେରାଙ୍କ ଝିଅ କଣ୍ଢେଇ ବେହେରା ଘରେ କେହି ନଥିବା ବେଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି

ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର

ମାହାଙ୍ଗା,୦୬।୧୦ : ଫାଷ୍ଟ ଫୁଡ୍‌ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର । ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନର ମାଲିକ ପ୍ରଶାନ୍ତ ବେହେରାଙ୍କ ମୃତଦେହ ଦୋକାନ ଭିତରୁ ଉଦ୍ଧାର ହୋଇଛି । ପ୍ରତିଦିନ ଭଳି ପ୍ରଶାନ୍ତ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରି ଦୋକାନ ଭିତରେ

ଲଗାଣ ବର୍ଷାରେ ଭାଙ୍ଗିଲା ଘର

କେନ୍ଦୁଝର ୦୬।୧୦ : ଲଗାଣ ବର୍ଷାରେ ଭାଙ୍ଗିଲା ଘର । ଅଳ୍ପକେ ବର୍ତ୍ତିଗଲେ ମହିଳା । କେନ୍ଦୁଝର ଜିଲ୍ଲା ନରଣପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ଏଭଳି ଅଘଟଣ ଘଟିଛି । ଖବର ଅନୁଯାୟୀ, ରାମଚନ୍ଦ୍ରପୁର ଗାଁର ରୁକ୍ମୁଣୀ ମହାନ୍ତ ଏକାକି ନିଜ ଘରେ ରୁହନ୍ତି । ବୁଧବାର ରାତିରେ ଖାଇ