Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳ ଙ୍କୁ ଭେଟିଲେ ଟ୍ରାକଟର ମାଲିକ ସଂଘ
ଦାରିଙ୍ଗବାଡ଼ି (୬/୧୦) : ଦାରିଙ୍ଗବାଡ଼ି ତହସିଲ ଅଂଚଳରେ କୌଣସି ବାଲି ଓ ପଥର ଖାଦାନ ନାହିଁ । ସରକାରୀ ଯୋଜନାରେ କିମ୍ବା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ବାଲି,ପଥର,ଗୋଡ଼ି,ଇଟା ଟ୍ରାକଟର ମାଧ୍ୟମରେରେ ପରିବହନ କରାଯାଏ । କେତେବେଳେ ପଥରର ଆବଶ୍ୟକ ପଡେ ତ ଆଉ କେତେବେଳେ!-->…
କନ୍ଧମାଳ ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ହେଲେ ବିଜୟ ନାୟକ
ଫୁଲବାଣୀ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ରାଜ୍ୟରେ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି l ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି!-->…
ନିରୁଦ୍ଦିଷ୍ଟ ଥିବା ଥାନାରେ ଅଭିଯୋଗ
ଦାରିଙ୍ଗବାଡି,୬/୧୦, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଭ୍ରମରବାଡ଼ି ପଂଚାୟତ ବୁଡାନପିପାଲି ଗ୍ରାମର ବିଭାଇତ ମହିଳା ସୁମିତ୍ରା ପ୍ରଧାନ(୩୨) ନିରୁଦିଷ୍ଟ ଥିବା ସ୍ୱାମୀ ପ୍ରକାଶ ପ୍ରଧାନ ଗତକାଲି ବୁଧବାର ଦିନ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିବା ଖବର ହସ୍ତଗତ ହୋଇଛି। ଖବର ନେବାରୁ!-->…
ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ବାଇକ ନଷ୍ଟ
ହିଞ୍ଜିଳିକାଟୁ, (୬।୧୦): ଲଗାଣ ବର୍ଷା ପ୍ରଭାବରେ ଗୁରୁବାର ସଂଧ୍ୟାରେ ହିଞ୍ଜିଳିକାଟୁ ଜଗନ୍ନାଥ ମାର୍ଗରେ ୨ ଘରକୁ ଲାଗି ଥିବା ଇଟାମାଟି କାନ୍ଥ ଭୁଶୁଡି ପଡ଼ିବାରୁ ନିକଟରେ ଥିବା ଏକ ବାଇକ କ୍ଷତିଗ୍ରସ୍ତ ହୋଇଛି। ତେବେ କେହି ଏହି ଘଟଣାରେ ଆହତ ହୋଇନାହାନ୍ତି। ପ୍ରକାଶ ଯେ, ଗତ ୪ ଦିନ ଧରି!-->…
ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେଇ ୧୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି I କନ୍ଧମାଳ!-->…
ଦେଶୀ ମାଛ ମଡ଼କ: ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ
ଫୁଲବାଣୀ /ବାଲିଗୁଡା, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି। ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି!-->…
ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ବର: ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି ପ୍ରକାଶ। ଆସନ ଖାଲି ନେଇ ଭାରତୀୟ ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାନସଭା ବାଚସ୍ପତି। ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଆସନ ଖାଲି ପଡ଼ିଥିବା ନେଇ ବିଧାନସଭା!-->…
ହାଇୱା ଧକ୍କାରେ ଯୁବତୀ ମୃତ, ରାସ୍ତା ବନ୍ଦ କଲେ ଗ୍ରାମବାସୀ
ଚାନ୍ଦବାଲି, ୦୬/୧୦: ଧାମରା ବନ୍ଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ସିଲେଇ ଶିକ୍ଷା ସାରି ଘରକୁ ଫେରୁଥିବା ବେଳେ ଧାମରା ବନ୍ଦରକୁ ଯାଉଥିବା ଏକ ହାଇୱା ସମ୍ପୃକ୍ତ ଯୁବତୀଙ୍କୁ ଧକ୍କା ଦେଇଥିଲା l ଫଳରେ!-->…
ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣା: ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ
ବରଗଡ଼ ୦୬/୧୦: ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣାରେ ଜଣେ ଯୁବକ ଗିରଫ। ଗିରଫ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ପରିଚୟ ଦୟାସାଗର ବନଛୋର ଓରଫ ଭକଲୋ ବୋଲି ଜଣାପଡ଼ିଛି। ଏନେଇ ବରଗଡ଼ ଏସଡିପିଓ ଅମୃତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା!-->…
ଦୁର୍ଗାପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ, ଜଣେ ମୃତ
ସୋର, ୦୬/୧୦: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ଦୁର୍ଗା ପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାମୁଁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କୁ!-->…