Sign in
Sign in
Recover your password.
A password will be e-mailed to you.
ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା
ରାଉରକେଲା : ରାଉରକେଲା/ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଏକାଦଶାହ ଉପଲକ୍ଷେ ହନୁମାନ ବାଟିକାଠାରେ ପି ପି ରାୟଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରବାସୀ ସ୍ବର୍ଗତ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନା ଯୋଗ୍ୟ ଯେ!-->…
ଡ୍ୟାମ୍ରୁ ମାଡ଼ିଆସିଲା ପାଣି ନଦୀରେ ଫସିଗଲେ ୧୦ ଜଣ
ଦେବଗଡ଼ : ସେଲ୍ଫି ନେବା ସମୟରେ ହଠାତ୍ ମାଡିଆସିଲା ପାଣି। ନଦୀରେ ଫସିଗଲେ ୧୦ ଜଣ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ ଲୋକ ଫସିରହିଥିବା ବେଳେ ଡ୍ୟାମ୍ରୁ ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା।!-->…
ସ୍ଵଚ୍ଛ ସର୍ଭେକ୍ଷଣରେ ଓଡିଶାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲାର ଚିକିଟି…
ଆଗାମୀ ଦିନରେ ଆହୁରି ଅଧିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ଅଭିଯାନ ରେ କିଭଳି ଅଂଶୀଦାର ହୋଇପାରିବେ ସେହି ନିମନ୍ତେ ପ୍ରୟାସ ଜାରି ରହିଛି - ଜିଲ୍ଲାପାଳ
ବ୍ରହ୍ମପୁର : ଗାନ୍ଧୀଜୀ ଙ୍କ ସ୍ଵପ୍ନ ଥିଲା ସ୍ଵଚ୍ଛ ଭାରତ, ଏଣୁ ସରକାରଙ୍କ ତରଫରୁ ସ୍ଵଚ୍ଛତା କୁ ଅଗ୍ରାଧିକାର ଦିଆଯାଇ ବ୍ୟାପକ!-->!-->!-->…
ଭିଜିଲାନ୍ସ ଜାଲରେ ବଲାଙ୍ଗିର ମୁରିବାହାଲ ବ୍ଲକ୍ APO
କଟକ: ଭିଜିଲାନ୍ସ ଜାଲରେ APO । ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଆଡିସିନାଲ ପ୍ରୋଗ୍ରାମ୍ ଅଫିସର ସୁଶାନ୍ତ କୁମାର ଦାସ । ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।
ଜଣେ ଗ୍ରାମ ସାଥୀଙ୍କଠାରୁ ନେଉଥିଲେ ଏହି ଲାଞ୍ଚ। ମନରେଗା କାମର!-->!-->!-->…
ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ
ବଣାଇ:ଘର ଭାଙ୍ଗିଲା ହାତୀ, ମାଡ ଖାଇଲେ ବନ କର୍ମଚାରୀ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳ ଡେଙ୍ଗେଇଡିପା ଗାଁର ଘଟଣା । ଗ୍ରାମବାସୀଙ୍କ ଆକ୍ରମଣରେ ୫ବନ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି!-->…
ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ"ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ!-->…
ଅକ୍ଟୋବର ୧୦ରୁ ରାଇଦାମୋଦର ପୂଜା ଆରମ୍ଭ, ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କଲେଣି ୨୯୨୦ ଜଣ ହବିଷ୍ୟାଳୀ
ପୁରୀ: ଅକ୍ଟୋବର ୧୦ରୁ ଆରମ୍ଭ ହେଉଛି ରାଇଦାମୋଦର ପୂଜା । ପୁରୀରେ ରହି ବ୍ରତ ପାଳିବେ ହବିଷ୍ୟାଳୀ । ପୁରୀରେ ହବିଷ୍ୟାଳୀଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀଙ୍କ ରହିବା!-->…
“ସେ ଦିଗବଳୟ” ଉନ୍ମୋଚିତ
ବ୍ରହ୍ମପୁର : ସ୍ଥାନିୟ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନି କକ୍ଷରେ ଅନୁଷ୍ଠିତ ସୁଶ୍ରୀ ସୁଚେତା ପାଣିଗ୍ରାହିଙ୍କ ରଚିତ କବିତା ପୁସ୍ତକ "ସେ ଦିଗବଳୟ" ର ଉନ୍ନୋଚନ ପର୍ବ ଅନୁଷ୍ଠିତ ହୋଇଥିଲା ା ସଭାପତି ଗୌର ଚଂଦ୍ର ଷଢଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବରେ ବିଷିଷ୍ଟ!-->…
କିସ୍ତି ଶୁଝି ନପାରି ଜୀବନ ହାରିଦେଲେ ଟ୍ରକ୍ ମାଲିକ
ତେଲକୋଇ, ୦୭/୧୦ : ଫାଶୀ ଲଗାଇ ଟ୍ରକ ମାଲିକଙ୍କ ଆତ୍ମହତ୍ୟା। ମାସିକିଆ କିସ୍ତି ଦେଇ ନପାରିବାରୁ ଜଣେ ଟ୍ରକ ମାଲିକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼(ମିଟୁ)।
ସୂଚନାନୁଯାୟୀ, ଛାମୁଣ୍ଡା ଗାଁର!-->!-->!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୭/୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…