Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରରେ ହେବ ଡେଲୋଏଟର ଟେକ୍ନୋଲୋଜି ସେଣ୍ଟର
ଭୁବନେଶ୍ବର: ଭୁବନେଶ୍ୱରରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଡେଲୋଏଟ ଖୋଲିବାକୁ ଯାଉଛି । ନୂଆଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ!-->…
ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ପାଳନ ହେବ ମାଣ୍ଡିଆ ଦିବସ
ଭୁବନେଶ୍ବର: ରାଜ୍ୟରେ ପାଳନ ହେବ ମାଣ୍ଡିଆ ଦିବସ। ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ମାଣ୍ଡିଆ ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏନେଇ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ!-->…
ଦିନକରେ ୫୯ ଜୁଆଡ଼ିଙ୍କୁ ଧରି ଦୁଇ ଲକ୍ଷ ଜବତ କଲା ବ୍ରହ୍ମପୁର ପୋଲିସ…
ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍ଦାର୍ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ!-->…
ଦିନେଶ-ଦୀପିକା ବିବାଦ : ଅକ୍ଟୋବର ୧୩ରେ ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଚିଠି ଲେଖିବେ ଦୀପିକା…
ବ୍ରହ୍ମପୁର ୦୭/୧୦: ଦିନେଶ୍-ଦୀପିକା ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। କେତେବେଳେ ଘରେ ପରିବାରବର୍ଗ ତ ଆଉ କେତେବେଳେ ଚାବି ପକେଇ ବାହାରେ। ଏସବୁ ଭିତରେ ଦୀପିକା ନ୍ଯାୟ ଦାବିରେ ଧାରଣା ଜାରି ରଖିଛନ୍ତି। ତାଙ୍କ ଧାରଣା ଏବେ ପହଞ୍ଚିଛି ୬୬ ଦିନରେ ପହଞ୍ଚିଛି। ତେବେ!-->…
ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବ୍ଲାକମେଲିଂ’ କରୁଥିବା ଯୁବତୀ ଅର୍ଚ୍ଚନା !
ଭୁବନେଶ୍ୱର: ନେତା, ପୁଲିସ ଏବଂ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳର ମହିଳା ଅର୍ଚ୍ଚନା ନାୟକ। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି। ନିକଟରେ!-->…
ଶନିବାର ମନ୍ତ୍ରୀ ସମୀର ଦାସଙ୍କ କୁଶ ପୁତ୍ତଳିକା ଦାହ କରିବ ବିଜେପି
ପୁରୀ ୦୭/୧୦: ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ୧୧ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିବାଦରେ ରହିଛନ୍ତି। ଗୋଟିଏ ପଟେ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ ସିଧାସଳଖ ମନ୍ତ୍ରୀଙ୍କ ନାମ ଥିବାରୁ!-->…
ନବଜାତର ମୃତ୍ୟୁ ପରେ ଆଖି ବୁଜିଲା ନାବାଳିକା ମାଆ
ଫୁଲବାଣୀ: ନବଜାତ ପରେ ଆଖି ବୁଜିଲା ନାବାଳିକା ମାଆ । ଚିକିତ୍ସାଧୀନ ଅବସ୍ଥାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପୁର ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଏତଲା ଦେଇଥିଲେ!-->…
ଜିଲ୍ଲା ପରିଷଦ ସଭ୍ୟ ଆତ୍ମହତ୍ୟା ଘଟଣା, ଧର୍ମେନ୍ଦ୍ର ସାହୁଙ୍କ ପତ୍ନୀ ଓ ପଡୋଶୀଙ୍କୁ ପୋଲିସର ଜେରା
ଭୁବନେଶ୍ୱର ୭/୧୦: ଗୋପର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ମୃତ ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡ଼ ସ୍ଥିତ ଘରେ ପହଞ୍ଚିଲା ପୋଲିସ । ଆଇଆଇସି ଏବଂ ଆଡସିନାଲ ଡିସିପି ସହ ଏକ ଟିମ୍ ପହଞ୍ଚି ପଚରାଉଚରା ଆରମ୍ଭ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ପତ୍ନୀ, ପରିବାର ଓ!-->!-->!-->…
ଗ୍ୟାସ ସିଲିଣ୍ଡର ନିଆଁ ଲାଗି ଆସବାପାତ୍ର ପୋଡିଯିବା ସହ ବହୁ ସମ୍ପତି ନଷ୍ଟ
ହିଞ୍ଜିଳିକାଟୁ (୭/୧୦) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରକୁ ଲାଗି ପାଟଣାସାହି ରେ ଘର ଭିତରେ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ଘରର ସମସ୍ତ ଆବାସ ପତ୍ର ଜଳିଯିବା ସହ ବହୁ ସମ୍ପତି ପୋଡି ନଷ୍ଟ ହୋଇଯାଇଛି | ହୁଦୁ ଜଳିଗଲା ଘର,ବହୁ ଆବଶ୍ୟକ ଜିନିଷପତ୍ର!-->…
ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ…
ଭଦ୍ରକ: ଧାମନଗର ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ । ୧୫ ତାରିଖରେ ଯାଞ୍ଚ ପରେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର!-->…