ଓଲା ଓ ଉବରରୁ ହଟିବ ଅଟୋ, ତିନିଦିନ ମଧ୍ୟରେ ହଟାଇବାକୁ ମିଳିଲା ନିର୍ଦ୍ଦେଶ

ବେଙ୍ଗାଲୁରୁ: କର୍ଣ୍ଣାଟକ ପରିବହନ ବିଭାଗ କ୍ୟାବ ସେବା ଯୋଗାଉଥିବା ଓଲା, ଉବର ଏବଂ ବାଇକ ଟ୍ୟାକ୍ସି ଏଗ୍ରିଗେଟର ରାପିଡୋକୁ ନୋଟିସ ଜାରି କରିଛି। ବାସ୍ତବରେ, ଅନେକ ଯାତ୍ରୀ ଏହି ପ୍ଲାଟଫର୍ମଗୁଡିକ ଅଧୀନରେ କାର୍ଯ୍ୟ କରୁଥିବା ଅଟୋରିକ୍ସାର ମୂଲ୍ୟ ବୃଦ୍ଧି ନେଇ ଅଭିଯୋଗ କରିଥିଲେ | ଯାତ୍ରୀମାନେ

ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କଏଦୀଙ୍କୁ ଅକଥନୀୟ ଅତ୍ୟାଚାର, ୯ ମାସରେ ପ୍ରାଣ ହରାଇଲେଣି ୬ କଏଦୀ

ଲାହୋର: ପଡୋଶୀ ଦେଶ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଭାବେ ଥିବା ଭାରତୀୟ ନାଗରିକଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଉଛି | ଆଉ ଗତ ନଅ ମାସ ମଧ୍ୟରେ ପାକିସ୍ତାନର ବିଭିନ୍ନ ଜେଲରେ ୬ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ଏହାକୁ ପ୍ରମାଣିତ କରିଛି । ତେବେ କଏଦୀମାନଙ୍କର ମୃତ୍ୟୁ କିପରି ହେଲା ସେନେଇ

ଚୀନର ବିରୋଧୀ ଭୋଟଦାନରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ : ଚୀନର ଉଇଘୁର ମୁସଲିମମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଜାତିସଂଘରେ ଆଗତ ଚୀନ ବିରୋଧୀ ପ୍ରସ୍ତାବ ଗୃହୀତ ହୋଇନାହିଁ । ଭାରତ ସମେତ କେତେକ ଦେଶ ଭୋଟ ଦାନରୁ ବିରତ ରହିବାରୁ ଏହି ପ୍ରସ୍ତାବ କାଟ ଖାଇଯାଇଥିଲା । ଭୋଟଦାନରୁ ଅନୁପସ୍ଥିତ ଥିବାରୁ ଭାରତକୁ ସବୁଆଡ଼ୁ

ଖେଲକୁଦ ପ୍ରତିଭାଗୀ ସମ୍ବର୍ଦ୍ଧନା ସମାରୋହ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଖେଲକୁଦ ପ୍ରତିଭାଗୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି lପ୍ରଥମେ ଅତିଥି ମାନଙ୍କୁ ଚନ୍ଦନ ପୁଷ୍ପ ଦେଇ ସ୍ୱାଗତ କରିବା ପରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ବିଷ୍ଣୁ

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ, ତେଜସ୍ୱିନୀ ବେହେରା ଟପର

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ। ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ। ସେଥି ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି। ତେଜସ୍ୱିନୀ ବେହେରା ହୋଇଛନ୍ତି OAS ଟପର। ଆଜି ପ୍ରକାଶ ପାଇଥିବା ଓଏଏସ୍‌ ପରୀକ୍ଷା ଫଳ। ଏଥିରେ ପ୍ରଥମ ୩ଟି ସ୍ଥାନ

ବୁଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ବୁଗୁଡ଼ା : ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା' ଦୁର୍ଗାଦେବୀ ମହାସପ୍ତମୀରୁ ପୂଜା ପାଇଆସୁଥିବା ବେଳେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଦନ ମୋହନ ଛକ ଏବଂ ନୂଆଁ ବସଷ୍ଟାଣ୍ଡ ଠାରେ ଆୟୋଜିତ ଦୁର୍ଗା ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସେହିପରି ଗୋଲିଆ ପଞ୍ଚାୟତ

ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଜନ୍ମଦିନରେ ଜୀବନବିନ୍ଦୁ ରକ୍ତ ଦାନ ଶିବିର

ରାଉରକେଲା : ସୁକିନ୍ଦା ବିଧାୟକ ସୁନ୍ଦରଗଡ ଜିଲାର ସଫଳ ପର୍ଜ୍ୟବେକ୍ଷକ ତଥା ଓଡିଶାର ଗ୍ରାମୀଣ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଜନ୍ମଦିନ ଉପଲକ୍ଷେ, ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟରେ ଜିଲା ସଭାପତି,ଜିଲା ଯୋଜନା କମିଟିର ଅଧକ୍ଷ, ବିଧାୟକ ସାରଦା ପ୍ରସାଦ

ବିଚ୍‌ ରାସ୍ତାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ଜଳେଶ୍ୱର: ପୁଲିସ୍‌ ପ୍ରତି ଭୟ ନାହିଁ! ଥାନା ସମ୍ମୁଖରେ ବିଚ୍‌ ରାସ୍ତାରେ ସ୍ତ୍ରୀକୁ କଟୁରୀରେ ହାଣି ରକ୍ତାକ୍ତ କଲା ସ୍ୱାମୀ। ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ସିଂଲା

ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ମା ଓ ନବଜାତ ଶିଶୁର ମୃତ୍ୟୁ

ଫୁଲବାଣୀ / ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ରେ ମା ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି l ପ୍ରକାଶ ଯେ, ଗତକାଲି ଗୁରୁବାର ଛାତ୍ରୀ ଜଣକ

ବୁଗୁଡ଼ା ଯାଦବ ସାହିରେ ଓଷାକୋଠି ପର୍ବ ପାଳନ

ବୁଗୁଡ଼ା : ସ୍ଥାନୀୟ ଯାଦବ ସାହି ବାସିନ୍ଦାଙ୍କ ପକ୍ଷରୁ ସାହି କୋଠଘରେ ଓଷାକୋଠି ପର୍ବ ପାଳନ ପବିତ୍ର ବିଜୟାଦଶମୀ ଠାରୁ ଆରମ୍ଭ ହୋଇ ଯାଇଛି । ଏହି ପର୍ବ ପାଳନ ଅବସରରେ ପ୍ରଥମେ ସାହି କୋଠଘର କାନ୍ଥରେ କୋଠିଶାଳ ଚିତ୍ର ଅଙ୍କନ କରାଯାଇଥିଲା । ଏହା ପରେ ନିକଟସ୍ଥ ପୋଖରୀରୁ କଳସ ଯାତ୍ରାରେ ଜଳ