ନାମାଙ୍କନର ଦ୍ଵିତୀୟ ଦିନ, ମୈଦାନରେ ପ୍ରଚାର କରୁଛନ୍ତି ସବୁଦଳର ପ୍ରାର୍ଥୀ

ଭଦ୍ରକ ୦୮/୧୦: ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନର ଆଜି ଦ୍ଵିତୀୟ ଦିନ । ପ୍ରଥମ ଦିନରେ କେହି ପାର୍ଥିପତ୍ର ଦାଖଲ କରି ନାହାନ୍ତି । କୌଣସି ଦଳ ନିଜର ପାର୍ଥି ଘୋଷଣା କରି ନାହାନ୍ତି କିନ୍ତୁ ସବୁ ଦଳ ଏବେ ପ୍ରଚାର ଆରମ୍ଭ କଲେଣି । ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବ୍ଲକରେ ଦଳୀୟ

OTET-୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ଵାନ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟରେ ଆବେଦନ କରିବେ। ୧୦ ତାରିଖ ସକାଳ ୧୦ଟାରୁ ଆବେଦନ

ରାଜରାସ୍ତାରେ ଦୁବୃତ୍ତ ଜାଳି ଦେଲେ ଟ୍ରକ

ଭୁବନେଶ୍ୱର :  ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା ଓଡ଼ିଆଣୀ ହୋଟେଲ ସମ୍ମୁଖରେ ଦୁବୃତ୍ତ ମାନେ ବିଳମ୍ବିତ ରାତିରେ ଏକ ଟ୍ରକକୁ ଜାଳି ଦେଇଛନ୍ତି । ଧଉଳି ଥାନା ଅଧିନସ୍ଥ ଓଡ଼ିଆଣୀ ହୋଟେଲ ନିକଟରେ ଏହି ଘଟଣା ଘଟିଛି । ଏହି ଟ୍ରକ କଟକରୁ କିଛି ସାମଗ୍ରୀ ନେଇ ଆସୁଥିଲା। ଘଟଣାସ୍ଥଳରେ ବାଲିଅନ୍ତା

ଖୋଲିବ ଲେଡି ବ୍ଲାକମେଲରଙ୍କ ଗୁମର, ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ୍

ଭୁବନେଶ୍ୱର: ଖୋଲିବ ଭୁବନେଶ୍ୱରରୁ ଗିରଫ ଲେଡି ବ୍ଲାକମେଲରଙ୍କ ଗୁମର । ଗିରଫ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ଖଣ୍ଡଗିରି ଥାନା ପୋଲିସ । ଏଥିପାଇଁ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆଣି ଅର୍ଚ୍ଚନାଙ୍କ ପାଖରୁ ବ୍ଲାକମେଲିଂର ଗୋଟି ଗୋଟି ସତ ବାହାର କରିବ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୮।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ସାତ ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ପାଚିଲା ଧାନ ଫସଲ

ତେଲକୋଇ ୦୮/୧୦: କୃଷ୍ଣପୁର ଓ ପଡାଙ୍ଗ ଗାଁରେ ହାତୀପଲଙ୍କ ଆତଙ୍କ । ଲୋକେ ଭୟଭୀତ । ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ପଡାଙ୍ଗ ଓ କୃଷ୍ଣପୁର ଗାଁରେ ହାତୀପଲଙ୍କ ଆତଙ୍କ ସୃଷ୍ଟି କରିଛନ୍ତି । ଏକର ଏକର ପାଚିଲା ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଏନେଇ

ଆସୁଛି ଆଉ ଏକ ଲଘୁଚାପ ! କୁମାର ପୂର୍ଣ୍ଣିମାରେ ବି ବର୍ଷିବ

ଭୁବନେଶ୍ୱର ୦୮।୧୦ : ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ୯ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୧୦ରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ ।

ବୃଦ୍ଧଙ୍କୁ ଧକ୍କା ଦେଇ ଖୁଣ୍ଟରେ ପିଟି ହେଲା ବାଇକ୍‌, ୩ ମୃତ

ସମ୍ବଲପୁର ୦୮।୧୦ : ସମ୍ବଲପୁର ପାଂଚଗୋଛିଆ ନିକଟରେ ବାଇକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃ୍ତ୍ୟୁ ହୋଇଛି। ହୀରାକୁଦର ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ସେମାନଙ୍କ ନାମ ଇଣ୍ଡଲ କଲୋନୀର ସନ୍ତୋଷ ନାୟକ ଓ ଅନ୍ୟ ଜଣେ କଦମପଡାର ପିୟୁଷ ରାଉତ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଉଭୟ

ଦୃଷ୍ଟିବାଧିତ ହୋଇ ମଧ୍ୟ ସମାଜ ପାଇଁ ସାଜିଲେ ଉଦାହାରଣ:OASରେ କୃତକାର୍ଯ୍ୟ ହେଲେ ଦୁଇ ଦୃଷ୍ଟିହୀନ

OASରେ କୃତକାର୍ଯ୍ୟ ହୋଇଛନ୍ତି ଦୁଇ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଶତପ୍ରତିଶତ ଦୃଷ୍ଟିହୀନ । ପ୍ରସନ୍ନ ପଣ୍ଡା ୨୬୬ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ୨୯୨ ସ୍ଥାନରେ ଅଛନ୍ତି

ରାଜ୍ୟରେ ୧୯ଶହ ୨୩ କୋଟିର ନିବେଶକୁ ମଞ୍ଜୁରୀ: ମୋଟ୍‌ ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ରାଜ୍ୟରେ ୧୯ଶହ ୨୩ କୋଟିର ନିବେଶକୁ ମଞ୍ଜୁରୀ । ମୋଟ୍‌ ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛି ରାଜ୍ୟସ୍ତରୀୟ ସିଙ୍ଗଲ୍‌ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥିରିଟି । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ବୈଠକରେ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ମିଳିଛି ।