ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଲାଗି କଂଗ୍ରେସ ପ୍ରତିନିଧି ଦଳର ବୈଠକ

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଶୁକ୍ରବାର ଦିନ କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ଧାମନଗର ଆସି ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୂଷୁରୀ ପଞ୍ଚାୟତର ବାହାରବିଲଠାରେ ଅନୁଷ୍ଠିତ ବୈଠକରେ ବାବା

ଧାମନଗର ଉପନିର୍ବାଚନ ରାଜନୀତି: ଭଦ୍ରକରେ ସମୀର, ପୁରନ୍ଦେଶ୍ବରୀ, ଅପରାଜିତା

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ

୩ ଅତିରିକ୍ତ ତହସିଲଦାର ପାଇଲେ ଓଏଏସ

ଫୁଲବାଣୀ ୦୮/୧୦: ପ୍ରକାଶ ପାଇଛି ଓଏଏସ ପରିକ୍ଷା ଫଳ । ଏଥିରେ ଫୁଲବାଣୀ ସହରର ଶୁଭଶ୍ରୀ ରଥ ସପ୍ତମ ରାଙ୍କ ରଖି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି ସଫଳତା ହାସଲ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ୩ ଜଣ ଅତିରିକ୍ତ ତହସିଲଦାର ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଗତକାଲି ପ୍ରକାଶ

ଧାମନଗର ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା

ଭଦ୍ରକ ୦୮/୧୦: ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହେଉଛି । ଧାମନଗର ନିର୍ବାଚନ ମଣ୍ଡଳୀ ଦୋବଲ ସ୍ଥିତ କାଳୀ ପଡିଆ ଠାରୁ ବିଶାଳ ପଦ ଯାତ୍ରା ବାହାରି ଦୋବଲ ଜୋନର ବିଭିନ୍ନ ପଞ୍ଚାୟତକୁ ଯିବ । ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଜୁ ଜନତା ଦଳ ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ

ନଦୀରେ ଭାସୁଛି ନବଜାତର ମୃତଦେହ

ତେଲକୋଇ ୦୮।୧୦ : ନଦୀରେ ଭାସୁଛି ନବଜାତର ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ପୋଲ ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ସକାଳୁ କିଛି ଲୋକ ନଦୀକୁ ଗାଧୋଇବାକୁ ଆସିଥିଲେ । ଏହି

ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ, ଶହଶହ ଲିଟର ଦେଶୀ ମଦ ଜବତ

ଆଠଗଡ ୦୮/୧୦: ୨୦୨୨ ତିଗିରିଆ ଆଠଗଡ଼ ଭିରୁଡ଼ାରେ ଅବକାରୀ ବିଭାଗର ଚଢ଼ାଉ । ଦୁଇମହଲା ଘରୁ ବାହାରିଲା ଚୋରାରେ ବିକ୍ରି ପାଇଁ ରଖାଯାଇ ଥିବା ଶହଶହ ଲିଟର ଦେଶୀ ମଦ । ସୁଚନା ମୁତାବକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମର ବିଭିନ୍ନ ସ୍ଥାନରେ ଆଠଗଡ଼ ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ

ପୋଲିସ ଗାଡି ଓ ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ପୋଲିସ କର୍ମଚାରୀ ସମେତ ୩ ଗୁରୁତର

ବାରିପଦା ୦୮।୧୦ : ପୋଲିସ ଭ୍ୟାନ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା । ଦୁଇ ପୋଲିସ କର୍ମୀଙ୍କ ସମେତ ଜଣେ ବୃଦ୍ଧା ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ବାରିପଦା ନିକଟ ପାଲବଣି ପାଖରେ

ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ପାଇଁ BMC ବିଜ୍ଞପ୍ତି: ଫୁଟପାଥ୍, ଡ୍ରେନ ଉପରେ ରହିପାରିବନି ଖାଦ୍ୟ ଷ୍ଟଲ୍

ଭୁବନେଶ୍ୱର ୦୮/୧୦: ଷ୍ଟ୍ରିଟ୍ ଫୁଡ୍ ନେଇ ଷ୍ଟଲ୍ ପାଇଁ ପ୍ରକାଶ ପାଇଛି BMC ବିଜ୍ଞପ୍ତି । ରାସ୍ତା, ଫୁଟପାଥ୍, ଡ୍ରେନ ଉପରେ ଖାଦ୍ୟ ଷ୍ଟଲ୍ ରହିପାରିବନି । ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନଥିଲେ କେବଳ ପାର୍ସଲ ଦେଇ ପାରିବେ ।

ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଗୁପ୍ତାଙ୍ଗ କାଟି ମୃତଦେହ ନିକଟରେ ଫିଙ୍ଗି ଚାଲିଗଲା

ଯାଜପୁର: ଯାଜପୁର ସୁକିନ୍ଦା ଥାନାରେ ଅଭାବନୀୟ ଘଟଣା । ସ୍ୱାମୀକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ସ୍ତ୍ରୀ । ଏପରିକି ହତ୍ୟା ପରେ ସ୍ୱାମୀଙ୍କ ଗୁପ୍ତାଙ୍ଗ ମଧ୍ୟ କାଟି ମୃତଦେହ ନିକଟରେ ଫିଙ୍ଗିଦେଇଛି । ଅଭିଯୁକ୍ତା ସ୍ତ୍ରୀ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ସୁକିନ୍ଦା

ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଭଞ୍ଜନଗର ୦୮।୧୦ : ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ । ମୃତ ମହିଳାଙ୍କ ନାମ ତ୍ରିବେଣୀ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଗଜାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ନାୟକଙ୍କ ସହିତ ଘରେ ରୁହନ୍ତି ।