ପୋଲାଭରମ ପ୍ରକଳ୍ପକୁ ନେଇ ୪ ରାଜ୍ୟର ବୈଠକ

ନୂଆଦିଲ୍ଲୀ : ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ବିବାଦର ସମାଧାନ ପାଇଁ ଶୁକ୍ରବାର ଦିନ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଅଧ୍ୟକ୍ଷ ଆର୍‌କେ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ

ମୁକୁଳିଛନ୍ତି ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ

ନୂଆଦିଲ୍ଲୀ : ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ ଏବେ ମୁକୁଳି ଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଭାରତ ଫେରୁଛନ୍ତି। ତାମିଲନାଡ଼ୁ ମନ୍ତ୍ରୀ କେଏସ୍‌ ମସ୍ଥାନ ଗତ ମଙ୍ଗଳବାର ଦିନ ଚେନ୍ନାଇରେ ମିଆଁମାରରୁ ଫେରିଥିବା କିଛି ଭାରତୀୟଙ୍କୁ ସ୍ବାଗତ କରିଥିଲେ। ସେମାନେ ଆଇଟି

୨୦୩୦ ସୁଦ୍ଧା ଶୂନ୍ୟ ଅଙ୍ଗାରକ ନିର୍ଗମନକାରୀ ହେବ ଭାରତୀୟ ରେଳ

ଭୁବନେଶ୍ବର : ଭାରତ ସରକାର, ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ (ଏନ୍‌ଡିସି)ର ଅଂଶ ଭାବେ ନିର୍ଗମନର ତୀବ୍ରତାରେ ୩୩% ହ୍ରାସ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ପରିବହନ କ୍ଷେତ୍ର ଅନ୍ୟତମ। ଭାରତୀୟ ରେଳ ୨୦୩୦ ସୁଦ୍ଧା ନିଜର କାର୍ବନ ପଦଚିହ୍ନକୁ ଧୀରେ ଧୀରେ କମ୍ କରି ଶୁଦ୍ଧ

ଟ୍ୟାଙ୍କର୍ ଟ୍ରକ୍‌ରେ ଧକ୍କା ଖାଇ ବସ୍‌ରେ ନିଆଁ ଲାଗିଯିବାରୁ ୧୧ ମୃତ, ୩୮ ଆହତ

ନାସିକ: ଆଜି ପ୍ରତ୍ୟୁଷରେ ମହାରାଷ୍ଟ୍ରର ନାସିକରେ ଗୋଟାଏ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯିବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୮ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି। ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ନାସିକ

ରୁଷ୍‌ରୁ ତୈଳ ନ କିଣିବା ପାଇଁ ଭାରତକୁ କେହି କହିନାହାନ୍ତି: ହର୍‌ଦୀପ୍‌ ସିଂହ ପୁରୀ

ନୂଆଦିଲ୍ଲୀ: ରୁଷ୍‌ରୁ ତୈଳ ଖରିଦ ବନ୍ଦ କରିବାକୁ ଭାରତକୁ କେହି କହି ନ ଥିବା କଥା କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବା‌ଷ୍ପ ମନ୍ତ୍ରୀ ହର୍‌ଦୀପ୍‌ ସିଂହ ପୁରୀ ଶୁକ୍ରବାର ଦିନ କହିଛନ୍ତି। ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ସଚିବ ଜେନିଫର୍‌ ଗ୍ରାନ୍‌ହୋମ୍‌ଙ୍କ

୭୦ତମ ଜନ୍ମଦିନରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ମିଳିଲା ଟ୍ରାକ୍ଟର୍ ଉପହାର

ମସ୍କୋ: ୭୦ତମ ଜନ୍ମଦିନ ଉପଲକ୍ଷେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବେଲାରୁଷୀୟ ରାଷ୍ଟ୍ରପତି ଗୋଟାଏ ଟ୍ରାକ୍ଟର୍‌ ଉପହାର ଦେଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଦେଶବାସୀଙ୍କ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଶୁକ୍ରବାର ଦିନ

ହିମାଚଳରେ ଆନ୍ତର୍ଜାତିକ କୁଲ୍ଲୁ ଦଶହରା ମହୋତ୍ସବରେ ଲୋକନୃତ୍ୟ ପରିବେଶଣ କଲେ ୮,୦୦୦ ମହିଳା

କୁଲ୍ଲୁ: ପାରମ୍ପରିକ ବେଶପୋଷାକ ପିନ୍ଧି ଶୁକବ୍ରାର ଦିନ ପ୍ରାୟ ୮,୦୦୦ ମହିଳା ରଥ ମୈଦାନରେ ଆୟୋଜିତ ଆନ୍ତର୍ଜାତିକ କୁଲ୍ଲୁ ଦଶହରା ଉତ୍ସବରେ ଭାଗ ନେଇ ଲୋକନୃତ୍ୟ ପରିବେଶଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଏହି ନୃତ୍ୟ ହେଉଛି କୁଲ୍ଲୁ ପର୍ବପର୍ବାଣିର

ବାୟୁସେନା ଅଧିକାରୀଙ୍କ ନିମନ୍ତେ ‘ୱିପନ୍‌ ସିଷ୍ଟମ୍‌’ ଶାଖା ଖୋଲିବାକୁ ଅନୁମତି ଦେଲେ ସରକାର

ଚଣ୍ଡୀଗଡ଼: ବାୟୁସେନା ଅଧିକାରୀଙ୍କ ନିମନ୍ତେ ‘ୱିପନ୍‌ ସିଷ୍ଟମ୍‌’ ଶାଖା ଖୋଲିବାକୁ ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠାବାର୍ଷିକ ଅବସରରେ ଆଜି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହା ହେଉଛି ସ୍ବାଧୀନତା ପରଠାରୁ ନୂଆ ଆଭିଯାନିକ ଶାଖା ଖୋଲିବାରେ ଏହା ହେଉଛି ପ୍ରଥମ ଘଟଣା।

ମୁଁ ଦେଖିଛି, ‘ସିବିଆଇ’ ମାମଲାରେ କିଛି ନାହିଁ: ନୀତୀଶ କୁମାର

ପାଟନା: ‘ସିବିଆଇ’ ଚାର୍ଜସିଟ୍‌ ଦାଏର କରିବା କଥା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଏହି ମାମଲାରେ କିଛି ନାହିଁ। ସୂଚନାଯୋଗ୍ୟ, ୧୦ ବର୍ଷ ତଳେ କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା

ମୁଖ୍ୟ ସଚିବ ଓ ଜିଲାପାଳଙ୍କୁ ଜବାବ ତଲବ, ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟର ୬୮ ଗାଁ

ନୂଆଦିଲ୍ଲୀ : ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ କୋରାପୁଟ ଜିଲାର ୬୮ଟି ଗ୍ରାମର ଲୋକ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ବିଜୁଳି ଓ ଟେଲିଫୋନ ନେଟୱାର୍କ ଆଦି ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗର ବିଚାର କରି ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ସଚିବ ଓ