Sign in
Sign in
Recover your password.
A password will be e-mailed to you.
ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ଲୁଟ୍ ଅଭିଯୋଗ
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ନିକଟସ୍ଥ ବାଘୁଆ ଠାରେ ଆଜି ଦିନ ଦ୍ବିପ୍ରହରରେ ଜନୈକ ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ତାଙ୍କଠାରୁ ୭୦ ହଜାର ଟଙ୍କା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ , ନୟାଗଡ ଅଞ୍ଚଳର ଆରବିଏଲ୍ ଫାଇନାନ୍ସ କମ୍ପାନୀ କର୍ମଚାରୀ ରାଜେଶ!-->…
ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର
ଫୁଲବାଣୀ : ଭାରତର ସୁ ପ୍ରସିଦ୍ଧ ସନ୍ଥ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନ ଜୀ ମହାରାଜଙ୍କ ଅଖଣ୍ଡ ଶାନ୍ତି ଜ୍ଞାନଯଜ୍ଞ ଶିବିର ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆସନ୍ତା ୯ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି l ପ୍ରତ୍ୟହ ସନ୍ଧ୍ଯା ୬:୩୦ ରୁ ୮:୩୦!-->…
ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ପୋଲିସ କବଜାରେ ୨୮ ଜୁଆଡି, ୫୬ ହଜାର ୪୦୦ ଜବତ
ହିଞ୍ଜିଳିକାଟୁ (୮।୧୦) : ଜୁଆଡିଙ୍କ ନାକେଦମ କରିଛି ହିଞ୍ଜିଳି ପୋଲିସ । ହିଞ୍ଜିଳିକାଟୁ ପୌରପରିଷଦ ବ୍ଳକ ରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଶନିବାର ସମରଝୋଳ ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ହିଞ୍ଜିଳି ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା ।ବିଶ୍ୱସ୍ତ ସୁତ୍ରରୁ ଖବର ପାଇ!-->…
୩ ବର୍ଷରେ ଧୋଇଗଲା ଗୋଦାପୁର-ପୁଟୁଡୁମାହା ରାସ୍ତା।
ଦାରିଙ୍ଗବାଡ଼ି,୮/୧୦, କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଅନୁଦାନରେ ଉପାନ୍ତ ଗ୍ରାମ ତଥା ପକ୍କା ରାସ୍ତା ନଥିବା ଗ୍ରାମ ଗୁଡିକୁ ରାସ୍ତା ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କରାଯାଇଛି । ଏଥି ନିମନ୍ତେ ସରକାର କୋଟି କୋଟି ଟଙ୍କା ମଧ୍ୟ ଵ୍ୟୟ କରୁଛନ୍ତି। ହେଲେ କାମ!-->…
ସାତ ଫୁଟର ଅଜଗର ଉଦ୍ଧାର
ଫୁଲବାଣୀ : ଗତକାଲି ରାତି ୮:୩୦ ସମୟରେ ଫୁଲବାଣୀର ଓ଼ଲ୍ଡ ଏଲ ଆଇ ସି କଲୋନୀ ଅଞ୍ଚଳରେ ଏକ ଅଜଗର ସାପ ଥିବା ନେଇ ସ୍ଥାନୀୟ ଲୋକ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ , ଭି.ଜଗନ୍ନାଥ ରାଜୁ , ରବୀନ୍ଦ୍ର ମହାରଣା, ସନ୍ତୋଷ!-->…
ସମ୍ବାଦ ସାହିତ୍ୟ ଘରର ଶାରଦୀୟ କବିତା ଆସର
ଫୁଲବାଣୀ : ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ତରଫରୁ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ସଭାପତି ରବିନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ କୈଳାସ ଚନ୍ଦ୍ର ଧଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ କବୟିତ୍ରୀ ହରପ୍ରିୟା ମିଶ୍ର ଙ୍କ!-->…
ଭୁସ୍ଖଳନ ହୋଇ ଫାଟ ସୃଷ୍ଟି ହୋଇଥିବା ଥିବା ସ୍ଥାନ ପରିଦର୍ଶନ କଲେ ଏଡିଏମ
ଦାରିଙ୍ଗବାଡ଼ି (୮/୧୦) : ଭୁସ୍ଖଳନ ଘଟଣାରେ ଜିଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ନିର୍ଦେଶ କ୍ରମେ କୁମ୍ଭାରୀପଦର ଗ୍ରାମବାସୀଙ୍କୁ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟରେ ଗତ ୬ ତାରିଖ ଠାରୁ ଅସ୍ଥାୟୀ ସୁରକ୍ଷିତ ଆଶ୍ରୟୀ ସ୍ଥଳୀ କରି ସମସ୍ତଙ୍କୁ ରଖାଯାଇଛି। ଆଜି ଏଡିଏମ ବସନ୍ତ କୁମାର!-->…
ଛେଳି ଚୋରୀ ଅଭିଯୋଗରେ ୩ ଗିରଫ , ଦେଶୀ ବନ୍ଧୁକ ଜବତ
ବୁଗୁଡ଼ା : ତା ୦୮/୧୦/୨୨ : ବୁଗୁଡା ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ଦୀର୍ଘ ଦିନ ଧରି ଚାଲିଥିବା ଛେଳି ଚୋରି ଘଟଣାରେ ବୁଗୁଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅଭିଯୁକ୍ତମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ କେପିଟି ଗ୍ରାମର ଟୁନା ନାୟକ , ଘୋଳପୁର ଗାଁର!-->…
ଏନ୍ସିବି-ନୌସେନାର ମିଳିତ ଅଭିଯାନ, ୧୨୦୦ କୋଟି ଟଙ୍କାର ହେରୋଇନ ଜବତ
କୋଚି : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଏବଂ ଭାରତୀୟ ନୌସେନାର ମିଳିତ ଅଭିଯାନରେ କୋଚି ନିକଟରୁ ୧୨ ଶହ କୋଟିରୁ ଅଧିକ ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ୨୦୦ କିଲୋ ହେରୋଇନ ସହିତ ମାଛ ଧରିବା ପାଇଁ ଉଦ୍ଦିଷ୍ଟ ଏକ ଇରାନୀ ଜାହାଜକୁ ଏନସିବି-ନୌସେନାର ମିଳିତ ଟିମ୍ ଜବତ!-->…
ଚିତା ଟାସ୍କ ଫୋର୍ସ ଗଠିତ
ଭୁବନେଶ୍ବର : ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନିରୀକ୍ଷଣ କରିବା ପାଇଁ ‘ଚିତା ଟାସ୍କ ଫୋର୍ସ’ ଗଠନ କରିଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା!-->…