Sign in
Sign in
Recover your password.
A password will be e-mailed to you.
ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ, ଲିଙ୍କରେ ବହୁ ବଡ଼ବଡ଼ିଆ ଥିବା ଚର୍ଚ୍ଚା
ଭୁବନେଶ୍ୱର : ଖୋଲୁଛି ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗୁମର ପେଡ଼ି । ପୋଲିସ ଚୁପ୍ ରହିଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ତଦନ୍ତ ଯେତିକି ଆଗଉଛି, ଅର୍ଚ୍ଚନାଙ୍କ ହାଇପ୍ରୋଫାଇଲ୍ ଲିଙ୍କ୍ ସେମିତି ଖୋଲୁଛି । ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ଯେଉଁଥିରେ!-->…
ଓଲଟିଲା ଯାତ୍ରୀବାହୀ ବସ: ୭ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ରୟାଲ ନାମକ ଯାତ୍ରୀବାହୀ ବସ । ବସରେ ଥିବା ୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ,ଅଳ୍ପକେ ବର୍ତ୍ତି ଯାଇଛନ୍ତି ୬୦ରୁ ଅଧିକ!-->…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୦୯।୧୦ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ!-->…
କାର୍ ଧକ୍କାରେ କଦଳୀ ବେପାରୀ ମୃତ
ଭୁବନେଶ୍ୱର ୦୯।୧୦ : ଭୁବନେଶ୍ୱର କଳ୍ପନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ରାଜମହଲ ଛକ ପଟୁ କଳ୍ପନା!-->!-->!-->…
ପବିତ୍ର କୁମାର ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ ୦୯।୧୦ : ରବିବାର ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା!-->…
ଆଜି କୁମାର ପୂର୍ଣ୍ଣିମା: ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ, ସନ୍ଧ୍ୟାରେ ଚାନ୍ଦ ପୂଜା
ଆଜି କୁମାର ପୂର୍ଣ୍ଣିମା। ଏହି ଅବସରରେ ବେଗୁନିଆ ଅଞ୍ଚଳରେ ସକାଳୁ ସକାଳୁ କୁମାରୀ ଝିଅମାନେ ଉଦୟ ସୂର୍ଯ୍ୟଙ୍କୁ ପୂଜା କରିଛନ୍ତି। ଭୋରରୁ ନୂଆ ଡ୍ରେସ ପିନ୍ଧି ଚଉରା ମୂଳେ ଆଞ୍ଜୁଳା ଟେକିଛନ୍ତି। କୁଲାରେ ୭ ପ୍ରକାର ଫଳ ମୂଳ ଓ ଖଇ, ଲିଆ ଧରି ପୂଜା କରିଛନ୍ତି। ଦିନସାରା ଉପବାସ ରଖିବା ପରେ!-->…
ବିନା ଟିକେଟରେ ଟ୍ରେନରେ ଯାଉଥିବା ୨୪ ଲକ୍ଷ ଲୋକଙ୍କ ପାଖରୁ ୧୬୩ କୋଟି ଟଙ୍କାର ଫାଇନ ଆଦାୟ କଲା ରେଳବାଇ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସାଧାରଣ ଲୋକଙ୍କ ପାଇଁ ଲାଇଫ୍ ଲାଇନ୍ ଭାବରେ ଜଣାଯାଇଥାଏ | ପ୍ରତିଦିନ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ରେଳବାଇ ଅନେକ ନିୟମ କରିଛି।!-->…
‘ସାବରକର’ଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେପି କର୍ମୀମାନେ ରାହୁଲଙ୍କ ପୋଷ୍ଟର ଉପରେ ଫିଙ୍ଗିଲେ…
ମୁମ୍ବାଇ: ସାବରକରଙ୍କ ସଂପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅପମାନଜନକ ମନ୍ତବ୍ୟ ବିରୋଧରେ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। ‘ସାବରକର’ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିବା ନେଇ ରାହୁଲ ଗାନ୍ଧୀ ମନ୍ତବ୍ୟ ଦେବାର ଗୋଟିଏ ଦିନ!-->…
ଭିଆଇପି ମଦୁଆଙ୍କ ପାଇଁ ଆରାମଦାୟକ ଜେଲ ବ୍ୟବସ୍ଥା କଲେ ରାଜ୍ୟ ସରକାର
ପାଟନା: ବିହାରର ଭିଆଇପି ମଦୁଆଙ୍କ ପାଇଁ ଏବେ ନୂଆ ବ୍ୟବସ୍ଥା କରିଛି ରାଜ୍ୟ ଅବକାରୀ ବିଭାଗ | ଅବକାରୀ ବିଭାଗ ପକ୍ଷରୁ ଏବେ ଭିଆଇପି ଜେଲ ପ୍ରସ୍ତୁତ କରାଯାଇଛି | ଯେଉଁ ଭିଆଇପିମାନେ ସର୍ବସାଧାରଣରେ ମଦ ପିଉଥିବାବେଳେ ପୁଲିସ ହାତରେ ଧରାପଡିବେ ସେମାନଙ୍କୁ ଏଣିକି ଏହି ହାଜତରେ ରଖାଯିବ | ମଦ!-->…
ଆତଙ୍କବାଦୀଙ୍କ କୌଣସି ଧର୍ମ ନଥାଏ, କିନ୍ତୁ କଳା ଏବଂ ସିନେମାର ଥାଏ କି ପାୱାର ସାହେବ? ପ୍ରଶ୍ନ କଲା ବିଜେପି
ନାଗପୁର : ଶନିବାର ନାଗପୁରଠାରେ ବିଦର୍ଭ ମୁସଲିମ ବୁଦ୍ଧିଜୀବୀ ସାମ୍ମୁଖ୍ୟ ଦ୍ବାରା ଆହୂତ ‘ଭାରତୀୟ ମୁସଲମାନଙ୍କ ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାୱାର କହିଥିଲେ ଯେ ଦେଶଗଠନରେ ଭାରତୀୟ ମୁସଲମାନଙ୍କର ଉଲ୍ଲେଖନୀୟ!-->…