Sign in
Sign in
Recover your password.
A password will be e-mailed to you.
ବିଜେପି ଧନୀ ସାଙ୍ଗମାନଙ୍କ ଋଣ ଛାଡ କରି କମିଶନ ପାଏ
ଶ୍ରୀନଗର: ରବିବାର ଦିନ ଜମ୍ମୁର ଗାନ୍ଧିନଗରରେ ଦଳୀୟ କାର୍ଯ୍ୟାଳୟ ବାହାରେ ପିଡିପି ମୁଖ୍ୟ ମେହବୁବା ମୁଫତି କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଆଜି ଏହି ଦଳ(ବିଜେପି) ଦୁନିଆର ସବୁଠାରୁ ଧନୀ ଦଳ ହୋଇପାରିଛି। ସେମାନେ!-->…
ନୀତୀଶ ବୁଢ଼ା ହୋଇଗଲେଣି !
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ପରସ୍ପର ଭିତରେ ଜାରି ରହିଛି ବୟାନବାଜୀ। ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତିଶଙ୍କ ଅଭିଯୋଗକୁ ନେଇ ଉତ୍ତର ଦେଇଛନ୍ତି!-->…
ଟିପୁ ଏକ୍ସପ୍ରେସର ନାମ ପରିବର୍ତ୍ତନକୁ ନେଇ ଖପ୍ପା ହେଲେ ଓୱେସୀ
ବେଙ୍ଗାଲୁରୁ: ବେଙ୍ଗାଲୁରୁ-ମୈଶୂର ଯାତ୍ରା କରୁଥିବା ଟିପୁ ଏକ୍ସପ୍ରେସର ନାମ ପରିବର୍ତ୍ତନ କରି ‘ଓଡେୟାର’ ଏକ୍କପ୍ରେସର ନାମିତ କରାଯାଇଛି। ରେଲୱେ ବୋର୍ଡ଼ ପକ୍ଷରୁ ଏହି ନାମ ପରିବର୍ତ୍ତନର ଦିନକ ପରେ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ ଖପ୍ପା ହୋଇଛନ୍ତି। ସେ କହିଛନ୍ତି ଯେ, ବିଜେପି କେବେ!-->…
୧୦ କୋଟି ଟଙ୍କା ନିଅ, ମାମଲା ରଫାଦଫା କର !
ହିସାର: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଟୁଇଷ୍ଟି। ସୋନାଲିଙ୍କ ପରିବାର ଦୁଇଟି ଚିଠି ପାଇଥିବା କହିଛନ୍ତି। କେହି ଅଜଣା ବ୍ୟକ୍ତି ଏହି ଏହି ଚିଠି ପଠାଈଥିବା ଜଣାପଡ଼ିଛି। ଚିଠିରେ ସୋନାଲିଙ୍କ ମୃତ୍ୟୁ କେସ୍ର ରଫାଦଫା ପାଇଁ ୧୦ କୋଟି ଟଙ୍କାର ଲାଞ୍ଚ!-->…
ଲାଲୁ ଦ୍ୱାଦଶ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆରଜେଡିର ସଭାପତି ଭାବେ ନିର୍ବାଚିତ
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦ୍ୱାଦଶ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆରଜେଡିର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। କେବଳ ଯାଦବ ଦଳର ସଭାପତି ପଦ ପାଇଁ ଏକମାତ୍ର ପ୍ରତିଦ୍ୱନ୍ଦୀ ଭାବେ ନାମାଙ୍କନ ପଞ୍ଜିକରଣ କରିଥିଲେ ଏବଂ ତେଣୁ ଦଳର ମୁଖ୍ୟ ଭାବରେ!-->…
ବିବାଦ ପରେ ଇସ୍ତଫା ଦେଲେ ଆପ ମନ୍ତ୍ରୀ
ନୂଆଦିଲ୍ଲୀ: ବିବାଦ ପରେ ଇସ୍ତଫା ଦେଲେ ଦିଲ୍ଲୀର ଆମ ଆଦୀମ ପାର୍ଟି(ଆପ୍) ମନ୍ତ୍ରୀ ରାଜେନ୍ଦ୍ର ପଲ ଗୌତମ। ରାଜଧାନୀ ଦିଲ୍ଲୀରେ ଏକ ଧର୍ମ ପରିବର୍ତ୍ତନ ସଭାରେ ରାଜେନ୍ଦ୍ରଙ୍କ ଉପସ୍ଥିତି ଏବଂ ତାଙ୍କ ବୟାନକୁ ନେଇ ବିଜେପି ଟାର୍ଗେଟ କରିଥିଲା । ଆପ୍ ମନ୍ତ୍ରୀ ରାଜେନ୍ଦ୍ର ଏବଂ ଅନ୍ୟମାନେ!-->…
ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେବି ପକ୍କା ଘର ଟିଏ ପାଇବାରୁ ବଞ୍ଚିତ ୭୨ ବର୍ଷୀୟ ବୃଦ୍ଧା : ସରକାରୀ ଯୋଜନା ଏଠି ଧର୍ମକୁ…
ଝୁପୁଡ଼ି ଘର ପାଲ ତଳେ ବିତୁଛି ବୃଦ୍ଧାଙ୍କ ବୟସର ଅପରାହ୍ନ...
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146ତମ ଜୟନ୍ତୀ ପାଳନ…
ବ୍ରହ୍ମପୁର,: ମହାନ ଦେଶ ସେବକ ତଥା ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ସ୍ୱରୂପ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 146ତମ ଜୟନ୍ତୀ କୁ ଯଥା ମର୍ଯ୍ୟାଦାର ସହ ପାଳନ କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଟିମ!-->…
ମା କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ସ୍ଥିତ କୋଦଭାଟା ସାହିରେ ଥିବା କାଳୀ ମନ୍ଦିରରେ କାଳୀ ପୂଜା ପାଇଁ ମନ୍ଦିର କମିଟି ଆଜି ଏକ ଜରୁରୀ କାଳୀନ ବୈଠକ ଡାକି କାଳୀ ପୂଜାଟି ସୁସ୍ଥ ଓ ଶୃଙ୍ଖଳାରେ ସମାପନ କରାଯାଇ ପାରିବ ତାହାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି , ଏ ବର୍ଷ ନୂଆ!-->…