ସମୁଦ୍ରରେ ନିଖୋଜ ଯୁବକଙ୍କ ଶବ ମିଳିଲା

ବ୍ରହ୍ମପୁର:ଗୋପାଳପୁର ସମୁଦ୍ରରେ ବୁଧବାର ୪ଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଉଦ୍ଧାର ହୋଇଯାଇଥିଲେ । ଆଉ ଜଣେ ନିଖୋଜ ହୋଇଥିବା ବେଳେ ଆଉ ଜଣକଙ୍କ ଶବ ଗୁରୁବାର ମିଳିଛି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ମିଳିଥିବା ସୂଚନା

କମିଶନରେଟ୍‌ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: ନେତା, ପୋଲିସ ଏବଂ ପ୍ରଯୋଜକଙ୍କ ଅଶ୍ଲୀଳ ଭିଡିଓ ଭର୍ତ୍ତି ପେନ୍ ଡ୍ରାଇଭ ଜବତ । ଦୀର୍ଘ ଦିନ ଧରି ଜଣେ ବିବାହିତା ମହିଳା ଏହି ସବୁ ପଦ ପଦବୀରେ ଥିବା ଲୋକଙ୍କୁ ନିଜ ଜାଲରେ ଫସାଇ ବ୍ଲାକେମଲିଂ କରୁଥିଲେ। ଶେଷରେ ଗତକାଲି ରାତିରେ ଖଣ୍ଡଗିରି ପୋଲିସ ଏହି ମହିଳାଙ୍କୁ ଗିରଫ କରିଛି।

ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଲଷ୍ମୀଧର ବେହେରାଙ୍କ ଅକାଳ ବିୟୋଗ

ବାଙ୍କୀ: ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟଙ୍କ ଅକାଳ ବିୟୋଗ। ବାଙ୍କୀ ଉପଖଣ୍ଡର ବରିଷ୍ଠ ସାମ୍ବାଦିକ ତଥା ଡ଼ମପଡା ବ୍ଲକର ପୂର୍ବତନ୍ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଲଷ୍ମୀଧର ବେହେରାଙ୍କ ଅକାକ ବିୟୋଗ। ବାଙ୍କୀ ରଣପୁର ସ୍ଥିତ ବାସଭବନରେ ଶ୍ରୀ ବେହେରାଙ୍କ ହୃଦଘାତରେ

ବ୍ରହ୍ମପୁର ଉପକଣ୍ଠରୁ ୭ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ସ୍ନେକ ହେଲ୍ପ ଲାଇନ ଦ୍ୱାରା ୭ ଫୁଟର ଅଜଗର ଉଦ୍ଧାର । ବ୍ରହ୍ମପୁର ଉପକଣ୍ଠ ମଦମୋହନପୁରରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଗାଁର ନାଯକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଦା ସ୍ନେକ ହେଲ୍ପ ଲାଇନକୁ

ଆଜି ଶ୍ରୀକ୍ଷେତ୍ରରେ ଗୋସାଣି ଯାତ ଓ ଭସାଣି ଉତ୍ସବ

ପୁରୀ:ଆଜି ପୁରୀରେ ହେବ ଗୋସାଣି ଯାତ ଓ ଭସାଣି ଉତ୍ସବ । ପ୍ରତିକୂଳ ପାଗ ଓ ବର୍ଷା ଯୋଗୁ ଗତକାଲି ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋସାଣି ଯାତ୍ରା ସ୍ଥଗିତ ରହିଥିଲା। ପରମ୍ପରା ଅନୁଯାୟୀ ସିଂହଦ୍ୱାର ନିକଟରେ ସାତ ସାହି ୪୨ ଗଳିରେ ପ୍ରାୟ ୬୦ଟି ମେଢ ଏକାଠି ହେବ। ସିଂହଦ୍ୱାରରେ ପ୍ରତିବର୍ଷ ପରି

କୋଠିଶାଳ ପୂଜାରେ ସରପଞ୍ଚଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ, ୬।୧୦(): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ତହଁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶିବରାମ ମେହେଣା ଙ୍କୁ କାଞ୍ଜିଆମା ଗ୍ରାମ ରେ ମଙ୍ଗଳବାର ରାତିରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯେ କାଞ୍ଜିଆମା ଗ୍ରାମ ରେ କୋଠିଶାଳ ଯାତ୍ରା କୁ

ଗଛଶାଖା ଭାଙ୍ଗି ଗୌଡିଆବୋରଦା-ଗାନ୍ଧୀଗ୍ରାମ ରାସ୍ତା ଅବରୋଧ

ବୁଗୁଡ଼ା : ବୁଗୁଡ଼ା ବ୍ଲକର ଗୌଡିଆବୋରଦା ଗ୍ରାମରୁ ଗାନ୍ଧୀଗ୍ରାମ ଅଭିମୁଖେ ଯାଇଥିବା ରାସ୍ତା ଉପରେ ପଡିଥିବା ଏକ ଆମ୍ବ ଗଛର ବଡ ଶାଖାକୁ ଦମକଳବାହିନୀ ହଟାଇଥିବା ଜଣାପଡିଛି । ପ୍ରକାଶ ଯେ , ଆଜି ଅପରାହ୍ନରେ ଲଗାଣ ବର୍ଷା କାଳରେ ଗୌଡିଆବୋରଦା-ଗାନ୍ଧୀଗ୍ରାମ ରାସ୍ତା କଡରେ ଥିବା ଏକ ଆମ୍ବ ଗଛର

ଦୁର୍ଗାପୂଜା ମଜାକୁ ଧୋଇନେଲା ବର୍ଷା, ଶ୍ରଦ୍ଧାଳୁଙ୍କ ମନ ଫିକା

ବୁଗୁଡା : ଦୁଇ ବର୍ଷ ବ୍ୟବଧାନରେ ବହୁ ଆଡମ୍ବରରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାସପ୍ତମୀରେ ମା' ଦୁର୍ଗାଙ୍କ ପୂଜା ଉତ୍ସବ ଆରମ୍ଭ ହେଲା । ବୁଗୁଡାର ମଦନ ମୋହନ ଛକ ଓ ନୂଆଁ ବସଷ୍ଟାଣ୍ଡ ସମେତ ବାଦୁଆ, ବି.କରଡ଼ାବାଡ଼ି ଓ ବାଲିପଦର ଆଦି ଗ୍ରାମରେ ଆକର୍ଷଣୀୟ ମେଢମାନ ପ୍ରସ୍ତୁତ

ଗଞ୍ଜାମ ଜିଲ୍ଲା ସବ୍ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ଦଳର କେନ୍ଦୁଝର ଗସ୍ତ

ବ୍ରହ୍ମପୁର (୦୬/୧୦) : ଆସନ୍ତା ୭ ଓ ୮ ତାରିଖରେ କେନ୍ଦୁଝରରେ ହେବାକୁ ସବ୍ ଜୁନିଅର ବାଳକ ଓ ବାଳିକା ଆନ୍ତଃ ଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଦଳ ତରଫରୁ ୧୬ଜଣ ସବ୍ ଜୁନିଅର ବାଳକ ଓ ୧୬ଜଣ ବାଳିକା ଦଳ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ।ଉଭୟ ଦଳର ଖେଳାଳି

ଭୁସ୍ଖଳନ ଘଟଣାରେ ପ୍ରଶାସନଙ୍କ ପ୍ରୟାସରୁ ସ୍ଥାନାନ୍ତରିତ ହେଲେ ଗ୍ରାମବାସୀ

ଦାରିଙ୍ଗବାଡି (୬/୧୦) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାରେ ଲଘୁଚାପ ଜନିତ ବର୍ଷା ପାଇଁ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । କୁମ୍ଭାରିପଦର ଗ୍ରାମବାସୀଙ୍କୁ ନିଜ ଗ୍ରାମରୁ ତାମାଙ୍ଗି