ଆଜି ମଣ୍ଡପରେ ମହାମାୟାଙ୍କ ମହାନବମୀ ଓ ପୀଠରେ ଦଶମୀ ପୂଜା

ଭୁବନେଶ୍ୱର:ଧରାବତରଣ କରିଛନ୍ତି ମାଆ ଦୁର୍ଗତିନାଶିନୀ । ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଘଣ୍ଟ, ଘଣ୍ଟି, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଆଜି ମହାନବମୀରେ କନ୍ୟା ପୂଜନ ପରମ୍ପରା ରହିଛି। ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ ।

ଭିଜୁଛି ଉପକୂଳ ଓଡ଼ିଶା, ଭୁବନଶ୍ୱର ଓ କଟକ ସହରରେ ଲାଗି ରହିଛି ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋରସାଗରରେ ସକ୍ରିୟ ରହିଛି ଲଘୁଚାପ । ଭିଜୁଛି ଉପକୂଳ ଓଡ଼ିଶା । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଲିଛି । ଭୁବନଶ୍ୱର ଓ କଟକ ସହରରେ ଗତକାଲି ରାତିରୁ ଲାଗି ରହିଛି ତୀବ୍ର ବର୍ଷା । ଟୁଇନ୍‌ ସିଟିରେ ଘଣ୍ଟାପ୍ରତି

ଆମେରିକାରେ ୪ଜଣ ମୂଳ ଭାରତୀୟଙ୍କୁ ଅପହରଣ କଲେ ଦୃବୁର୍ତ୍ତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଆଜି ୪ ଜଣ ପ୍ରବାସୀ ଭାରତୀୟଙ୍କୁ ଅପହରଣ କରାଯାଇଛି। ଆଉ ଏହାକୁ ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ ଅପହରଣ ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ଭାରତୀୟ ଦମ୍ପତ୍ତିଙ୍କ ସହ

ସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ସ୍ୱାସ୍ଥ୍ୟ କ୍ଲିନିକ୍‌ ଖୋଲିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର କହିଛନ୍ତି ଯେ ସରକାର ରାଜ୍ୟରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାମରେ ନାମିତ ୭୦୦ ଆପ୍ଲା ଦାଭାଖାନା (ସ୍ୱାସ୍ଥ୍ୟ କ୍ଲିନିକ୍‌) ସ୍ଥାପନ କରିବେ।ଏସଂପର୍କରେ ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ରାଜ୍ୟର

ଏଲ୍‌ଜି ବନାମ ଆପ୍‌: ବିଦ୍ୟୁତ ସବ୍‌ସିଡିର ଯାଞ୍ଚ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ଏଲ୍‌ଜି ବନାମ ଆପ୍‌ ଆଦମୀ ପାର୍ଟି। ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଘନେଇବାରେ ଲାଗିଛି। ପୁଣି କେଜ୍ରିୱାଲ ସରକାରଙ୍କ ଅଡୁଆ ବଢ଼ାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ପ୍ରଥମେ ଅବକାରୀ ନୀତି ଓ ଶିକ୍ଷା ପରେ ଏବେ ବିଦ୍ୟୁତ

ପୂଜା ପାଇଁ ପାପୁଲି କାଟି ଦେଲେ ସାଧୁ

ଅଯୋଧ୍ୟା: ପରମ୍ପରା ଓ ଅନ୍ଧବିଶ୍ୱାସ ଯୋଗୁ ଅଜବକାଣ୍ଡ ଘଟାଇଛନ୍ତି ଜଣେ ସାଧୁ। ସେ ମହାଅଷ୍ଟମୀରେ ନିଜ ହାତର ପାପୁଲିକୁ କାଟି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏହି ସାଧୁ ଜଣଙ୍କ ଅଯୋଧ୍ୟାରେ ଦୁର୍ଗାପୂଜା ପରମ୍ପରା କଥା କହି ନିଜ ଡାହାଣ ହାତର ପାପୁଲିକୁ କାଟି ମା’ଙ୍କ ଉଦ୍ଦେଶ୍ୟରେ

ପୁଣି ୧୦ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ ସଞ୍ଜୟ ରାଉତ

ମୁମ୍ବାଇ: ପାତ୍ର ଚାୱଲ ଜମି ଦୁର୍ନୀତି ଘଟଣାରେ ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି । ଆଜି ମୁମ୍ବାଇର ଗୋଟିଏ କୋର୍ଟ ଶ୍ରୀ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣୀ ଅବଧିକୁ ଆସନ୍ତା ୧୦ ତାରିଖ ଯାଏ ବଢ଼ାଇ ଦେଇଛନ୍ତି। ସେ ଏହି ଘଟଣାରେ କରିଥିବା ଜାମିନ

ଅନ୍ଧାରରେ ସମଗ୍ର ବାଂଲାଦେଶ

ଢାକା : ବାଂଲାଦେଶରେ ମଙ୍ଗଳବାରଦିନ ଗ୍ରୀଡ ବିଫଳ ହେବାରୁ ଦେଶରେ ଅଧିକାଂଶ ଅଂଚଳ ଅନ୍ଧାରକୁ ଚାଲିଯାଇଛି । ଏହା ଫଳରେ ଦେଶର ଅନେକ ଅଂଚଳରେ ଜରୁରୀ ସେବା ଓ ଜନଜୀବନ ପ୍ରଭାବିତ ହୋଇଛି ।ବାଂଲାଦେଶର ସମ୍ବାଦପତ୍ର ଢାକା ଟ୍ରିବ୍ୟୁନ୍ ଅନୁଯାୟୀ, ଜାତୀୟ ବିଦ୍ୟୁତ୍ ଗ୍ରୀଡ୍ ଅପରାହ୍ନ ୨ଟା (ସ୍ଥାନୀୟ

ଗୁଜୁରାଟ : ଗରବା ଉତ୍ସବ ଉପରକୁ ପଥର ମାଡ଼ ପରେ ସାଂପ୍ରଦାୟିକ ଉତ୍ତେଜନା

ନାଦିଆଦ୍ : ନବରାତ୍ରୀ ଉପଲକ୍ଷେ ସମଗ୍ର ଗୁଜୁରାଟ ଉତ୍ସବ ମୁଖର ଥିବାବେଳେ କେତେକ ଗୋଷ୍ଠୀ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛନ୍ତି । ରାଜ୍ୟର ଖେଡ଼ା ସ୍ଥିତ ଉଣ୍ଢେଲା ଗ୍ରାମରେ ନବରାତ୍ରୀ ଉତ୍ସବ ପାଇଁ ଗରବା ନୃତ୍ୟ ଚାଲିଥିବାବେଳେ ପ୍ରାୟ ୨୦୦ରୁ ଅଧିକ ମୁସଲିମ ଲୋକ ତାହା ଉପରେ

ହିଜବୁଲର ସୌକତ ଶେଖକୁ ଆତଙ୍କବାଦୀ ଘୋଷଣା କଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହିଂସା ବିସ୍ତାର କରୁଥିବା ଅଭିଯୋଗରେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଆତଙ୍କବାଦୀ ସଂଗଠନ ହିଜବ-ଉଲ-ମୁଜାହିଦ୍ଦିନର ସୌକତ ଅହମ୍ମଦ ଶେଖକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛନ୍ତି।୧୯୭୦ ମସିହାରେ ଜମ୍ମୁ