ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ଆଜି ପୀଠରେ ମହାନବମୀ ପୂଜା, ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା

ଭୁବନେଶ୍ୱର ୦୩/୧୦: ଦୁର୍ଗତୀନାଶିନୀ ମାଆ ଦୁର୍ଗାଙ୍କ ପୂଜା ପାଇଁ ଚାରିଆଡେ ଉତ୍ସବର ମାହୋଲ । ସାଜସଜ୍ଜା ସାଙ୍ଗକୁ ମନ୍ତ୍ରଧ୍ବନିରେ କମ୍ପୁଛି ପୁରା ପରିବେଶ । ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ଅଷ୍ଟମୀ ପୂଜା କରାଯାଉଛି । ଅଷ୍ଟମୀରେ ମାଆଙ୍କର ସନ୍ଧି ପୂଜା କରାଯାଏ

ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି ୦୩/୧୦: କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ । ଭବାନୀପାଟଣା ରେ ଅବସ୍ଥିତ ମାଣିକେଶ୍ୱରୀଙ୍କ ପୀଠରେ ବୈଦିକ ରୀତି ରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଆଦିବାସୀ ସଂସ୍କୃତି ର ମିଶ୍ରଣରେ ବିଶେଷ

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ

ବରଗଡ଼ ୦୩।୧୦: ପଦ୍ମପୁର ବିଧାୟକଙ୍କ ପରଲୋକ । ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ । ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ

ଜୁଆ ଆଡ୍ଡାରେ ଚଢ଼ାଉ ୧୦ ଜୁଆଡ଼ି ଗିରଫ : ୪ଲକ୍ଷ୨୫ହଜାର ୨୭୦ ଟଙ୍କା ଓ ୧୧ଟି ଦାମିଦାମୀ ମୋବାଇଲ ସହ ୩ଟି ବାଇକ…

ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ସଦର ପୁଲିସକୁ ଡ୍ରେସ୍ ଓହ୍ଲାଇବାକୁ ପଡିଲା । ଖାକି ବର୍ଦ୍ଦି ବଦଳରେ ଛଦ୍ମ ବେଶରେ ରାତ୍ର ପ୍ରାୟ ୧୦ଟା ବେଳେ ପୁଲିସ ଖାରବେଳ ନଗର ତୃତୀୟ ଲାଇନ ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ ଜୁଆଡ଼ିଙ୍କୁ ଗିରଫ କରିବା ସହ

ଆରମ୍ଭ ହୋଇଗଲାଣି ତାସଖେଳର ଆସର : ଜୁଆଖେଳ ଉପରେ ବୁଗୁଡ଼ା ପୋଲିସର କଡା ନଜର…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି । ପୋଲିସ

ଗାଡିରେ ପୋଲିସ ବୋର୍ଡ ଲଗାଇ ବୁଲିବା ମହଙ୍ଗା ପଡିଲା : ଆନ୍ଧ୍ରର ଜଣେ ଯୁବକ ଗିରଫ…

ବ୍ରହ୍ମପୁର :ଏକ ଆନ୍ଧ୍ର ନମ୍ୱର ଥିବା କ୍ରେଟା କାର ଟି ଲାଞ୍ଜିପଲି ବାଇପାସ୍ ଦେଇ ବ୍ରହ୍ମପୁର ଭିତରକୁ ପ୍ରବେଶ କରୁଥିଲା। ଏହି ସମୟ ରେ ସେହି ରାସ୍ତା ଦେଇ ଏସପି ଶ୍ରବଣ ବିବେକ ଏମ ନିଜ ଅଫିସ ଗାଡ଼ିରେ ଯାଇଥିବାବେଳେ ପୋଲିସ ବୋର୍ଡ ଲଗାଇ ଥିବା କାର ଟିକୁ ଦେଖିଥିଲେ। ତେବେ କାର

ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ…

ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଆଜି ଜିଲ୍ଲାସ୍ତରୀୟ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ଵର ମୁଖ୍ୟ

ଜାଗ୍ରତ କନ୍ଧମାଳ ପକ୍ଷରୁ ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ଫୁଲବାଣୀ ସ୍ଥିତ ଗାନ୍ଧି ଛକ ଠାରେ ପୁଷ୍ପ

ସ୍ବଚ୍ଛ ସର୍ବେକ୍ଷଣ-୨୨, ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କଲେ ଅଧ୍ୟକ୍ଷା…

ଚିକିଟି-ଭାରତ ସରକାରଙ୍କ ତରଫରୁ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ-୨୨ ରେ ଗଂଜାମ ଜିଲ୍ଲା ଚିକିଟି ଏନଏସି କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଆଜି ଅଧ୍ୟକ୍ଷା ଦିପା କୁମାରୀ ସାହୁ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ଗୃହ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତରଫରୁ