ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରାର୍ଥୀପତ୍ର ଦାଖଲ କରିବାର ଦିନକ ପରେ ରାଜ୍ୟସଭା ବିରୋଧୀ ଦଳ ପଦରୁ ଇସ୍ତଫା ଦେଇଥିବା କଥା ବିଶେଷସୂତ୍ରରୁ ପ୍ରକାଶ। ଉଦୟପୁର ପ୍ରସ୍ତାବନା ‘ଏକ ନେତା ଏକ ପଦବୀ’ ଆଧାରରେ ଆଜି ଖଡ଼ଗେ କଂଗ୍ରେସର ଅସ୍ଥାୟୀ

ପୋଲାଭରମ ବିବାଦ: ଅକ୍ଟୋବର ୭ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ : ଗୋଦାବରୀ ନଦୀରେ ପୋଲାଭରମ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନରୁ ଲାଗିରହିଥିବା ବିବାଦର ଆପୋସ ସମାଧାନ ଲାଗି ଗତକାଲି କେନ୍ଦ୍ର ଜଳସଂପଦ ସଚିବ ପଙ୍କଜ କୁମାର ‌ବୈଠକ ଡାକିଥିଲେ। ସ୍ଥାନୀୟ ଶ୍ରମଶକ୍ତି ଭବନ

ସୋସିଆଲ୍ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲିବା ସାଇବର ଅପରାଧ

ବଢୁଥିବା ସାଇବର ଅପରାଧକୁ ଦେଖି ଚେତାଇଲା ଓଡିଶା ପୁଲିସ। ଫେସବୁକ, ଟୁଇଟର ଏବଂ ଇନଷ୍ଟାଗ୍ରାମ ଭଳି ଫ୍ଲାଟଫର୍ମରେ ଫେକ୍ ଆଇଡି କରି କିମ୍ବା ଅନ୍ୟ କାହାର ଫଟୋ ଆଣି ଫେସବୁକ ପ୍ରୋଫାଇଲରେ ରଖି ସଂଚାଳନ କରିବାକୁ ଅପରାଧ ବୋଲି କହିଛି ଓଡିଶା ପୋଲିସ। ଓଡ଼ିଶା ପୁଲିସ ଟ୍ୱିଟ କରି ହିଛି ଯେ ଫେକ୍

ନାଟୋ ଦେଶର ସଦସ୍ୟ ହେବା ପାଇଁ ୟୁକ୍ରେନର ଆବେଦନ

ଋଷ ୟୁକ୍ରେନର ୪ଟି ଅଞ୍ଚଳକୁ ଦଖଲ କରିନେବା ପରେ ୟୁକ୍ରେନ ନାଟୋ ଦେଶର ସଦସ୍ୟ ହେବା ପାଇଁ ଆବେଦନ କରିଛି। ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି। ପୁଟିନ ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ସହିତ ମିଶାଇବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପୁଟିନଙ୍କ ଏହି ପଦକ୍ଷେପ ପରେ

ପୁରୀରେ ହବିଷ୍ୟାଳିଙ୍କ ସୁରକ୍ଷିତ ରହଣି ପାଇଁ ଜିଲ୍ଲାପାଳଙ୍କ ବୈଠକ

ପୁରୀ: ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଦୀର୍ଘ ୨ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ହବିଷ୍ୟାଳି ଶିବିର । ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୨ହଜାର ୯୧୯ ଜଣ ହବିଷ୍ୟାଳି। ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ ବୈଠକ।

ରାସ୍ତାରେ ପିଟିଲା ଅଜଣା ବାଇକ, ମହିଳା ମୃତ

କରଞ୍ଜିଆ: ଦୁର୍ଗା ପୂଜା ଛୁଟିରେ ଝିଅକୁ ସ୍କୁଲ ହଷ୍ଟେଲରୁ ନେଇ ଚାଲି ଚାଲି ଘରକୁ ଫେରୁଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସି ଏକ ବାଇକ ଧକ୍କା ଦେବାରୁ ଘଟଣା ସ୍ଥଳରେ ମାର ମୃତ୍ୟୁ ଘଟିଛି। ଶନିବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ମହୁଲଡ଼ିହା

ଓଲଟପୁର ଏସଭି ନିରତାରର ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କଟକ: କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିରତାର)ର ନୂତନ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଚିକିତ୍ସାଳୟ ଭବନ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କରକମଳରେ ଉଦଘାଟିତ ହୋଇଛି । ଏହି

ନକଲି ଟେଲମା ଔଷଧ ବ୍ୟବସାୟ ମାମଲା: ଅଭିଯୁକ୍ତ ରାହୁଲ କ୍ୟାଲ୍‌ର ଜାମିନ ଆବେଦନ ଖାରଜ

କଟକ: କଟକ ସହରରେ ନକଲି ଟେଲମା ଔଷଧ ବ୍ୟବସାୟ ମାମଲାରେ ଅଭିଯୁକ୍ତ ରାହୁଲ କ୍ୟାଲ୍‌ର ଜାମିନ ଆବେଦନ ଖାରଜ ହୋଇଛି। କଟକ ଅତିରିକ୍ତ ଦୌରା ଜଜ ତଥ‌ା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ରାହୁଲର ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର

କେନ୍ଦ୍ର କୋଇଲା ସଚିବଙ୍କ ଏନ୍ଏଲସି କୋଇଲା ଖଣି ପରିଦର୍ଶନ

ରେଙ୍ଗାଲି : କେନ୍ଦ୍ର ସରକାରଙ୍କ କୋଇଲା ସଚିବ ଅନୀଲ କୁମାର ଜୈନ ଶୁକ୍ରବାର ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତରେ ଥିବା ତଲାବିରା-୨ ଏବଂ ୩ କୋଇଲା ଖଣି ପରିଦର୍ଶନ କରିଥିବାର ଜଣା ପଡିଛି। ଏହି ଅବସରରେ ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ପଧାନ ଓ ସମିତି ସଭ୍ୟା ଅନୀତା ସିଂ

ମହିଳା ରଗ୍‌ବୀରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ

କଟକ  : ଗୁଜୁରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡାରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ମହିଳା ରଗ୍‌ବୀ ଦଳ। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଓଡ଼ିଶା ମହିଳା ରଗ୍‌ବୀ ଦଳ ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଫାଇନାଲରେ ହୁପି ମାଝି, ମଞ୍ଜୁ,