ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା

ଜଗତସିଂହପୁର: ଆଜି ମା’ ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ। ଚଣ୍ଡୀ ପାଠ, ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା

ଭାରତରେ ଶାହାବାଜ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍

ନୂଆଦିଲ୍ଲୀ ୦୧/୧୦: ପାକିସ୍ତାନର ଶାହାବାଜ ସରକାରଙ୍କ ବିରୋଧରେ ଭାରତର ବଡ଼ ‘ଡିଜିଟାଲ୍ ଷ୍ଟ୍ରାଇକ୍’ । ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ଭାରତ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ ଆରମ୍ଭ କରିଛି ।

ସାରା ଦେଶରେ ଆରମ୍ଭ ହେଲା 5G , ୧୩ ସହରରେ ମିଳିବ ସେବା

ନୂଆଦିଲ୍ଲୀ ୦୧/୧୦: ଦୀର୍ଘ ସମୟ ଅପେକ୍ଷାର ଅନ୍ତ । ଆଜିଠୁ ଆରମ୍ଭ ହେଲା ସାରା ଦେଶରେ 5G ସେବା । ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନମେଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭାରତୀୟ ମୋବାଇଲ୍ କଂଗ୍ରେସ ୨୦୨୨ ଆରମ୍ଭ କରିଛନ୍ତି । ଅତ୍ୟାଧୁନିକ ଟେଲିକମ୍

ରୁଷ୍‌କୁ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଚେତାବନୀ

ନୂଆଦିଲ୍ଲୀ ୦୧।୧୦ : ରୁଷ୍‌କୁ ପୁଣି ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ । ଭ୍ଲାଦିମିର ପୁଟିନ୍‌ ଓ ୟୁକ୍ରେନ୍‌ ପ୍ରସଙ୍ଗରୁ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେ ଆମ ପଡୋଶୀଙ୍କ ସହିତ ଛିଡ଼ା ହୋଇଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ । ସେ

ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ ୦୧/୧୦: ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା ଏଲପିଜି ସିଲିଣ୍ଡର ଦର । ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ଠାରୁ ବ୍ୟବସାୟିକ ସିଲିଣ୍ଡର ପର୍ଯ୍ୟନ୍ତ ନୂଆ ଦର ଲାଗୁ କରିଛନ୍ତି । ନୂଆ ରେଟ୍ ଅନୁଯାୟୀ, ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦

ରୁଷ୍‌ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ ୦୧।୧୦ : ପୁଣି ଥରେ ରୁଷ୍‌ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ । ଜାତିସଂଘ ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଭୋଟିଂରୁ ବିରତ ରହିଲା ଭାରତ। ମାତ୍ର ୧୦ଟି ଦେଶ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ। ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ ନିଜ ଦେଶରେ ମିଶାଇବା ବିରୋଧରେ ଆମେରିକା

ବ୍ରହ୍ମପୁର ଆଇଜର୍‌ ନିର୍ଦ୍ଦେଶକଙ୍କ ହୃଦ୍‌ଘାତରେ ପରଲୋକ…

ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍‌ (ଇଣ୍ଡିଆନ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ)ର ନିର୍ଦ୍ଦେଶକ ପ୍ରଫେସର କେ. ଭେଙ୍କଟ ରମଣ ଚାରୀ(୬୮)ଙ୍କ ହୃଦ୍‌ଘାତରେ ବିୟୋଗ ଘଟିଛି। ପ୍ରଫେସର ଚାରୀ ୟୁଏସ୍‌ଏରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ। ଆଜି ଅପରାହ୍‌ଣ ପ୍ରାୟ ୩ଟା ୧୫

ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଉଛି:…

ଭୁବନେଶ୍ୱର: ସୁରକ୍ଷିତ ଯାତ୍ରା ନେଇ ରାଜ୍ୟ ପରିବହନ ବିଭାଗ, ଓ ସୋସାଇଟି ଅଫ ଅଟୋମୋଟିଭ ଫିଟନେସ ଆଣ୍ଡ ଏନଭର୍ଣ୍ଣମେଣ୍ଟ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇଛି। ସଡ଼କ ସୁରକ୍ଷା ଏବଂ ପରିବେଶର ପ୍ରାଥମିକତା ସହ ସୁରକ୍ଷିତ ଯାତ୍ରା ଉପରେ ହୋଇଛି ଆଲୋଚନା। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମାରିଲା ସ୍ୱାମୀ

ରାୟଗଡା ୩୦/୦୯: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡା ପଞ୍ଚାୟତ ଚଣାପୁକେଲରେ ଅଭାବନୀୟ ଘଟଣା । ଗାଁର କୃଷ୍ଣ ମାଝି ନିଜ ସ୍ତ୍ରୀ ହାକ ମାଝିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । କୃଷ୍ଣ ମାଝିଙ୍କ ପ୍ରଥମ ସ୍ତ୍ରୀ ମରିଯାଇଥିବା ବେଳେ କୃଷ୍ଣ ମାଝି ପୁଣିଥରେ ଦ୍ୱିତୀୟ ବିବାହ କରିଥିଲା ।

ରାଜ୍ୟରୁ ବିଜେଡି ହଟିଲେ, ଓଡ଼ିଶାର ହେବ ବିକାଶ; ଜେପି ନଡ୍ଡା

ଭୁବନେଶ୍ୱର: ସରଗରମ ରହିଛି ରାଜ୍ୟ ରାଜନୀତି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କଲେଣି । ଗତ କିଛିଦିନ ହେବ ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀଙ୍କ ଘନଘନ ଗସ୍ତପରେ ଗତକାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ