Sign in
Sign in
Recover your password.
A password will be e-mailed to you.
ଅଡୁଆରେ ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଜଣେ ଯୁବତୀ
ଭୁବନେଶ୍ୱର: ଅଡୁଆରେ ଓଲିଉଡ୍ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ତାଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଅଭିଯୋଗ କରିଛନ୍ତି, ବର୍ଷେ ହେଲା ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ । ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ୍ କରୁଛନ୍ତି ।!-->…
ଏମକେସିଜି ଡାକ୍ତରଖାନାରେ ଉତ୍ତେଜନା..
ବ୍ରହ୍ମପୁର ୩୦/୦୯: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଝଗଡ଼ା ପରେ ମାଡ଼ପିଟ୍ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଏପରି ଘଟଣା ଘଟିଛି। ଫଳରେ ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ!-->…
୮ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର, ୨୦୦୦ ମାର୍କର ପରୀକ୍ଷା ଦେବେ ଓଡ଼ିଶା ସିଭିଲ ସର୍ଭିସ ଆଶୟୀ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଓଡ଼ିଶା ସିଭିଲ ସର୍ଭିସେସେସ ବା ଓସିଏସ ପରୀକ୍ଷାରେ ଏଣିକି ଦୁଇଟି ନୁହେଁ ଗୋଟିଏ ସବଜେକ୍ଟ ଅପସନାଲ ରହିବ। ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛି। ଏଣିକି ୟୁପିଏସସି ଢାଞ୍ଚାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ପୂର୍ବରୁ ୨୨୫୦ ପାଇଁ ପରୀକ୍ଷା ହେଉଥିଲା। ଏଥର ରିଟିନ ଏବଂ!-->…
୩୧ ଅକ୍ଟୋବର ଯାଏ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି, ଅକ୍ଟୋବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି
ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି । ମାସେ ବୃଦ୍ଧି ହେଲା ସମୟସୀମା । ସେପ୍ଟେମ୍ବର ୩୦କୁ ଶେଷ ହେଉଥିବା ସମୟସୀମା ୩୧ ଅକ୍ଟୋବର ଯାଏ ବୃଦ୍ଧି କରାଯାଇଛି । ଅକ୍ଟୋବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏସଂକ୍ରାନ୍ତରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ପରିବହନ!-->…
ମମିତା ମେହେର ହତ୍ୟା ଘଟଣା: ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ହାଜର ହେଲେ ମମିତାଙ୍କ ଛୋଟ ଭାଇଓ ସମ୍ପର୍କୀୟ ବଡ଼ଭାଇ
କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସାକ୍ଷ୍ୟ ଦେବା ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମମିତାଙ୍କ ଛୋଟ ଭାଇ ବଣ୍ଟି ମେହେର ଓ ସମ୍ପର୍କୀୟ ବଡ଼ଭାଇ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ମମିତା ନିଖୋଜ ନେଇ ବଣ୍ଟି!-->…
ସମ୍ ଅଲ୍ଟିମେଟ୍ ମେଡିକେୟାର୍ରେ ବିଶ୍ୱ ହୃଦୟ ଦିବସ
ଭୁବନେଶ୍ୱର ୩୦/୦୯ : କରୋନା ମହାମାରୀ ମଣିଷର ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ଏଭଳି ପରିସ୍ଥିତିରେ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି ସମସ୍ୟାକୁ ଏଡାଇ ହେବ ବୋଲି ବିଶ୍ୱ ହୃଦୟ ଦିବସ ଅବସରରେ ଗୁରୁବାର ହୃଦରୋଗ!-->…
ବିଜେଡି ଛାଡି ପଦ୍ମ ଧରିଲେ ତେଜେଶ୍ୱର ପରିଡ଼ା
ଭୁବନେଶ୍ୱର: ସକାଳେ ବିଜେଡି ଛାଡିଲେ, ଅପରାହ୍ଣରେ ପଦ୍ମ ଧରିଲେ। ପୂର୍ବତନ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା ବିଜେଡି ଛାଡିବା ପରେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।
!-->!-->!-->…
ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ
ଝାରସୁଗୁଡ଼ା ୩୦/୦୯: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗ୍ରାମ ରୋଜଗାର ସେବକ (ଜିଆରଏସ)l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡରେ!-->…
ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ !
ବରଗଡ: ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ! ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ରେଙ୍ଗାଳି ପଞ୍ଚାୟତ ବ୍ରାହ୍ମଣଡିହି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ଗାଁରେ ଥିବା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପରେ ଅସୁସ୍ଥ ଅନୁଭବ!-->…
ବ୍ରାଉନ ସୁଗାର ବିକ୍ରି ବେଳେ ଧରା ପଡ଼ିଲେ ବୃଦ୍ଧା; ୩୫ ଗ୍ରାମ ବ୍ରାଉନ୍ସୁଗାର ଜବତ
ଢେଙ୍କାନାଳ ୩୦/୦୯: ଢେଙ୍କାନାଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି। ଏପରିକି ଏହି ଧଳା ଜହର କାରବାରରେ ମହିଳାମାନେ ସାମିଲ ହେଉଥିବା ଘଟଣା ପଦାକୁ ଆସିଛି। ଶୁକ୍ରବାର ଅବକାରୀ ଗୁଇନ୍ଦାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଚଢ଼ଉ କରି!-->…