ରାସ୍ତାକଡ଼ରେ ପଡ଼ିଛି କୁଢ଼ କୁଢ଼ ଖାଦ୍ୟ ପଦାର୍ଥ : ମାଙ୍କଡ଼ ଦ୍ବାରା ହେଉଛି ଭକ୍ଷଣ, ପ୍ରଶାସନ ଅଜ୍ଞ

ବାଲିମେଳା/ଚିତ୍ରକୋଣ୍ଡା : ଆଜି ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ଦେଖିବାକୁ ମିଳିଛି ସନ୍ଦେହ ଜନକ ଅବସ୍ଥାରେ କୁଢ଼ କୁଢ଼ ଖାଦ୍ୟ ପଦାର୍ଥ । କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ୍, ବିସ୍କେଟ୍ ଘାଟି ଅଞ୍ଚଳରେ ସ୍ଥାନେ ସ୍ଥାନେ

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଉଦଘାଟିତ ହୋଇଛି l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସର ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାଟିଲ ସାମ୍ବାଦିକମାନେ

ଶିଶୁ ବନ୍ଧୁ ପୋଲିସ ଷ୍ଟେସନର ଶୁଭ ଉଦଘାଟନ…

ବ୍ରହ୍ମପୁର : ମହିଳା ପୋଲିସ ଥାନା ପରିସରରେ ଆଜି। ଶିଶୁ ବନ୍ଧୁ ପୋଲିସ ଷ୍ଟେସନର ଶୁଭ ଉଦଘାଟନ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଲ ରେଞ୍ଜ ଆଇଜି, ସତ୍ୟବ୍ରତ ଭୋଇ ଯୋଗଦେଇ ମହିଲା ପୋଲିସ ଷ୍ଟେସନରେ ଶିଶୁ ବନ୍ଧୁ ପୋଲିସ ଷ୍ଟେସନର ଉଦଘାଟନ କରିଥିଲେ।ଉଦ୍‌ଘାଟନୀ ଉତ୍ସବରେ

ବାଘୁଆ କେନାଲରୁ ବୃଦ୍ଧଙ୍କ ଭାସମାନ ଶବ ଉଦ୍ଧାର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ବିପ୍ର ଚରଣ ନାୟକ (୫୮) ଗତକାଲି କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ଆଜି ସକାଳେ ଦମକଳବାହିନୀ ଦ୍ବାରା ତାଙ୍କର ଶବକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ସନ୍ଧ୍ୟାରେ ରାମଚନ୍ଦ୍ରପୁର ଗାଁ ପାଖ

ବ୍ଳକସ୍ତରିୟ ଅନ୍ତ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ହିଞ୍ଜିଳିକାଟୁ (୩୦।୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରରେ ହିଞ୍ଜିଳିକାଟୁ ବ୍ଳକ ସ୍ତରିୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ର୩୦ ଗୋଟି ବିଦ୍ୟାଳୟ ର ୧୭ ଵର୍ଷ ରୁ କମ ୧୫୬ ଜଣ

ନୂଆ ସଂସଦ ଭବନରେ ଲାଗିଥିବା ସିଂହ ହିଂସ୍ର ନୁହଁନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ

ଅଙ୍କିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ହତ୍ୟାକାଣ୍ଡର ଶିକାର ହୋଇଥିବା ଅଙ୍କିତା ଭଣ୍ଡାରିଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଏହି ଅବସରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ମୁଁ ସଭାପତି ହେଲେ ହାଇକମାଣ୍ଡ ସଂସ୍କୃତି ହଟାଇ ଦେବି: ଶଶି ‌ଥରୁର୍‌

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସକୁ ଆଗକୁ ନେବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଯଦି ସେ ସଭାପତି ନିର୍ବାଚିତ ହୁଅନ୍ତି, ତା’ହେଲେ ଦଳରେ ଥିବା

ଅକ୍ଟୋବର ୧ରେ ୫ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଏକ ନୂଆ ପ୍ରଯୁକ୍ତି ଯୁଗର ଅୟମାରମ୍ଭ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧, ପୂର୍ବାହ୍ନ ୧୦ଟା ବେଳେ ପ୍ରଗତି ମଇଦାନ, ନୂଆଦିଲ୍ଲୀ ଠାରେ ୫ଜି ସେବାର ଶୁଭାରମ୍ଭ କରିବେ। ୫ଜି ପ୍ରଯୁକ୍ତି ଦ୍ୱାରା ଅବାଧ କଭରେଜ, ହାଇସ୍ପିଡ଼ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ

ଆରଏସଏସ୍ ମୁଖ୍ୟଙ୍କୁ ଭେଟିଲେ ବୋଲି ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସରସଂଘ ଚାଳକ ମୋହନ ଭାଗବତଙ୍କୁ ଭେଟିବା ପରେ ସର୍ବ ଭାରତୀୟ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲ୍ୟାସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଫୋନରେ ତାଙ୍କୁ ହତ୍ୟା ଧମକ ମିଳୁଛି ।ଇଲ୍ୟାସିଙ୍କ କହିବା ଅନୁସାରେ ଜଣେ ଅଜଣା