ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ, ୧୦୦ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ବୋମା ବିସ୍ଫୋରଣ ଘଟଣା ହ୍ରାସ ପାଇବାର ନାମ ନେଉନାହିଁ। ଆଜି ରାଜଧାନୀ କାବୁଲର ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୦୦ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ବିସ୍ପୋରଣର

ବିମାନରେ ଏୟାରହୋଷ୍ଟେସଙ୍କୁ ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କଲା ପାକିସ୍ତାନ

କରାଚୀ: ଅନ୍ତବସ୍ତ୍ର ନ ପିନ୍ଧିଲେ ଏଣିକି ବିମାନରେ ଚଢ଼ିପାରିବ ନାହିଁ | ବିମାନରେ ଏୟାରହୋଷ୍ଟେସ ଭାବେ ଚାକିରି କରିବାକୁ ହେଲେ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ | ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ) ପକ୍ଷରୁ ଏହାର

ମୋ ନିମନ୍ତ୍ରଣକୁ ରାଜନୀତି କରିଦେଲେ: କେଜ୍ରିୱାଲଙ୍କୁ ଡାକି ଘରେ ଖୁଆଇବାର ରହସ୍ୟ କହିଲେ ଅଟୋ ଡ୍ରାଇଭର

ଅହମ୍ମଦାବାଦ: ରାଜନୀତିରେ କେତେବେଳେ କ’ଣ ହେବ ତାହା କେହି କହିପାରିବେ ନାହିଁ। ଜଣେ ଭୋଟର କେବେ କାହାର ପ୍ରଶଂସକ ହୋଇପାରନ୍ତି ତ ପୁଣି କେବେ ତାଙ୍କ ବିରୋଧରେ ମଧ୍ୟ କହିପାରନ୍ତି | ଆଜି ଆମେ ଆପଣଙ୍କୁ ଗୁଜୁରାଟର ଏକ ଘଟଣା ବାବଦରେ କହିବୁ | କିଛିଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ

ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନରେ ଶ୍ରୀ ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ।ପ୍ରଧାନମନ୍ତ୍ରୀଙ୍କ

ଆମ୍ବୁଲାନ୍ସକୁ ବାଟ ଦେବାକୁ ନିଜ ‘କାରକେଡ୍‌’କୁ ଅଟକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଅହମଦାବାଦ: ସଂପ୍ରତି ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ତେବେ, ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବିରଳ ଘଟଣାକ୍ରମରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ନିଜ ‘କାରକେଡ୍‌’କୁ ଅଟକାଇ ଦେଇଥିଲେ। ଏହି ଘଘଟଣା ଏବେ ଚର୍ଚାର ବିଷୟ

କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ଓଲଟିଲା

ଦାରିଙ୍ଗବାଡ଼ି,୩୦/୯: ଆଜି ଭୋର ସକାଳେ ଦାରିଙ୍ଗବାଡ଼ି - ସୋରଡ଼ା ୫୯ନଂ ଜାତୀୟ ରାଜପଥର ବାଇମାଲା ଗ୍ରାମ ନିକଟରେ ଏକ କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ନଂ ସିଜି ୦୪ ଏନକେ ୦୫୫୩ ଭାର ସାମ୍ୟ ହରାଇ ଓଲଟିପଡ଼ିଥିଲା | କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ବ୍ରହ୍ମପୁର ଠାରୁ ରାୟପୁର ଯାଉଥିଲା । ଏହି ଖବର

ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ମାଟି ଓ ପାଣି ସଂଗ୍ରହ

ବ୍ରହ୍ମପୁର(୩୦/୦୯) ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପରିଦର୍ଶନ ପୀଠ, ଜନ୍ମପୀଠ, ଶହୀଦ୍ ପୀଠରୁ ପବିତ୍ର ମାଟି ଓ ପ୍ରମୁଖ ନଦୀରୁ ପାଣି ସଂଗ୍ରହ କରାଯାଇ ଭୁବନେଶ୍ବର ପ୍ରେରଣ କରାଯାଉଛି ।

ବାର୍ଡ ଅନୁଷ୍ଠାନ ଦ୍ଵାରା ଟେଲିକମ ଉପଭୋକ୍ତା ଅଧିକାର ଓ ଅଭିଯୋଗ ସମନ୍ଧୀୟ ସଚେତନତା କର୍ମଶାଳା

ଫୁଲବାଣୀ : ଭାରତ ସରକାରଙ୍କ ଟ୍ରାଇ ଆନୁକୂଲ୍ୟରେରେ ଉପଭୋକ୍ତା ଓକିଲାତି ଅନୁଷ୍ଠାନ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଫୁଲବାଣୀ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲ୍ଲାପାଳ ଅନିତା ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଘାଟନ କରିଥିଲେ I ସମ୍ମାନୀତ

ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତୀ ନିକଟରୁ ମୃତ୍ତିକା ସଂଗ୍ରହ

ଫୁଲବାଣୀ : ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ବାଧୀନତାର ଉଲ୍ଲାସ ବୃକ୍ଷ ଚାରା ରୋପଣ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ମୃତ୍ତିକା ଜଳ ସଂଗ୍ରହ କରାଯାଉଛି। ମହାତ୍ମାଗାନ୍ଧୀ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସ୍ଥାନରୁ ଏହି ପବିତ୍ର ମୃତ୍ତିକା ଓ ଜଳ

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୯/୯, ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମରେ ଅବସର ପ୍ରାପ୍ତ ଶିକ୍ଷକ ଅନନ୍ତ ବିଷୋୟୀ ଏବଂ କାର୍ଯ୍ୟରତ ଶିକ୍ଷକ ଅନୁରଂଜନ ମନ୍ତ୍ରୀ ସାଧନ କର୍ମୀ ଭାବେ ଯୋଗଦେଇ ଥିଲେ । ଉକ୍ତ ତାଲିମ