Sign in
Sign in
Recover your password.
A password will be e-mailed to you.
ପାଳନ ହେଲା ବିଶ୍ୱ ହୃଦୟ ଦିବସ; ନିରୋଗ ଜୀବନଚର୍ଯ୍ୟା ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ୨୯/୦୯: ଗୁରୁବାର ଝାରସୁଗୁଡ଼ାରେ ବିଶ୍ଵ ହୃଦୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବସଷ୍ଟାଣ୍ଡରୁ ମଙ୍ଗଳବଜାର ଅଡିଟୋରିୟମ ଯାଏଁ ଏକ ୱାକଥନ୍ କାର୍ଯ୍ୟକ୍ରମ କରାଯାଇଥିଲା l ଏହାସହ ମଙ୍ଗଳବଜାର ଓଡିଟେରିୟମରେ ହେଲ୍ଥ ଟକ୍ ନାମକ କାର୍ଯ୍ୟକ୍ରମ ଏବଂ ହୃଦରୋଗ!-->…
ବାଇକ୍କୁ ଧକ୍କା ଦେଲା ଆଇରନ୍ ବୋଝେଇ ଟ୍ରକ୍, ଜଣେ ମୃତ
ତେଲକୋଇ, ୨୯/୦୯: ଦୁର୍ଘଟଣାକୁ ନେଇ ଉତ୍ତେଜନା ଆଉ ତାପରେ ରାସ୍ତା ରୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକ ଠାରେ । ଦିନ ସାଢେ ୧୨ଟା ସମୟରେ ଜଗମୋହନପୁର ଛକରେ ଗୋଟିଏ ଆଇରନ ବୋଝେଇ ଟ୍ରକ ପାଲଲହଡା ପଟୁ ଦୃତଗତିରେ ଆସୁଥିବା ବେଳେ ଏକ!-->…
ପଞ୍ଚଭୂତରେ ବିଲୀନ ହେଲା ଜୟନ୍ତୀଙ୍କ ପାର୍ଥିବ ଶରୀର; ସ୍ୱର୍ଗଦ୍ୱାରରେ ହେଲା ଶେଷକୃତ୍ୟ
ପୁରୀ ୨୯/୦୯: ଗୁରୁବାର ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟର ପ୍ରଥମ ମହିଳା ସାଂସଦ ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକଙ୍କ ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗଦ୍ଲାରରେ ଜୟନ୍ତୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ!-->…
ବିଜେପିକୁ ଏତେ ଭୟ କାହିଁକି କରୁଛି ବିଜେଡି ? : ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ !-->!-->!-->…
ରାସ୍ତାରେ ଗତକାଲି ରାତି କାଟିଲେ କଟକ ମେୟର
ଭୁବନେଶ୍ୱର: ରାସ୍ତାରେ ଖାଇଲେ ରାସ୍ତାରେ ଶୋଇଲେ କଟକ ମେୟର। ମେୟର ସୁବାସ ସିଂ କଟକ ସହରର ଚୌଧୁରୀ ବଜାର ରାସ୍ତାରେ ଗତକାଲି ରାତି କାଟିଛନ୍ତି। କଟକ ସହରରେ ଜାଇକା କାମ ଚାଲିଥିବା ବେଳେ ବିଭିନ୍ନ ସମୟରେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଉଛି।
ଗତକାଲି ରାତି ପ୍ରାୟ ୯ ଟା ସମୟରେ ଏଭଳି ଖବର!-->!-->!-->…
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା, ୫ ମହିଳା…
ନୟାଗଡ଼:ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂ-ଅର୍ଜନ ଅଧିକାରୀଙ୍କୁ ଅଳତା ସିନ୍ଦୁର ପିନ୍ଧେଇ ଝାଡ଼ୁ ମାରିବା ଘଟଣା । ୫ଜଣ ମହିଳାଙ୍କୁ ଗିରଫ କଲା ନୟାଗଡ଼ ଥାନା ପୋଲିସ। ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ଦଶପଲ୍ଲା ବାଣିଗୋଚ୍ଛା ଅଞ୍ଚଳର କିଛି ଲୋକଙ୍କ ଜମି ଯାଇଥିବା ବେଳେ ଆର୍ଥିକ!-->…
ଓଡ଼ିଶାରେ ଚାଲିଛି କୁଶାସନ: ଜେପି ନଡ୍ଡା
ଭୁବନେଶ୍ୱର: ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟ ଯାଏଁ ବିଶାଳ ବାଇକ ରାଲି ଯୋଗେ ଶୋଭାଯାତ୍ରା କରିଛନ୍ତି । ପରେ ଭୁବନେଶ୍ଵର ସ୍ଥିତ ଜନତା ମଇଦାନ ଠାରେ !-->…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣା, ପ୍ରତିକ୍ରିୟା ରଖିଲେ ପରିବହନ କମିଶନର
ଭୁବନେଶ୍ୱର, ୨୯/୦୯: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଏହା ଲାଗୁ କରାଯାଇଥିବା ସେ କହିଛନ୍ତି । ଓଡିଶା ସରକାର ଏହାର ଅର୍ଡର ଦେଇ ନାହାନ୍ତି । ୨୨ ରୁ ୨୬ଟି ରାଜ୍ୟ ଏହି ହାଇ!-->…
ଆସିଲା ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ
ମୁମ୍ବାଇ: ଆସିଲା ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ। ଦ୍ରୁତ ଗତିରେ ଗାଡ଼ି ଚାଳନା ହିଁ ତାଙ୍କ ଦୁର୍ଘଟଣାର କାରଣ ବୋଲି ରିପୋର୍ଟରେ କୁହାଯାଇଛି। ଗତ ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ସାଇରସଙ୍କର!-->…
ବରମୁଣ୍ଡା ପଡ଼ିଆରେ ବିଜେଡିର ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ
ଭୁବନେଶ୍ୱର: ଆମ ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ। ବାଙ୍ଗାଲୋରରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର!-->…