ଇଡ଼କୋ ସହକାରୀ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଇଡ଼କୋ ସହକାରୀ ପରିଚାଳକ ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଏକ ସଂଗେ ୭ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ହିଁ ଚଢ଼ାଉର ୨ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବ-ଇନ୍ସପେକ୍ଟର ଓ ୫ ଜଣ

ମମିତା ହତ୍ୟାକାଣ୍ଡ; ସାକ୍ଷ୍ୟ ଗ୍ରହଣ ଆରମ୍ଭ

ବଲାଙ୍ଗିର : କଳାହାଣ୍ଡି ଜିଲା କେଗାଁ ଥାନା ଅଧୀନସ୍ଥ ମହାଲିଙ୍ଗ ସନ୍‍ ସାଇନ୍‍ ପବ୍ଲିକ୍‍ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ସାକ୍ଷ୍ୟ ଗ୍ରହଣ ଗୁରୁବାର ଦିନଠାରୁ ଆରମ୍ଭ । କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ୍‍ କୋର୍ଟରେ ମମିତାଙ୍କ ବାପା, ମା’ ଓ ଅନ୍ୟ ୭ ଜଣ

ସୁରତରେ ୩,୪୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରି ଗୁଜରାଟର ‘ଡବଲ୍‌ ଇଞ୍ଜିନ୍‌’ ସରକାରଙ୍କୁ ପ୍ରଶଂସା କଲେ…

ସୁରତ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରତରେ ୩,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରି ଗୁଜରାଟର ‘ଡବଲ୍‌ ଇଞ୍ଜିନ୍‌’ ସରକାରଙ୍କୁ ପ୍ରଶଂସା କରିଛନ୍ତି।ଦୁଇ ଦିନିଆ ଗସ୍ତରେ ଯାଇଥିବା ପ୍ରଧାମନ୍ତ୍ରୀ ମୋଦୀ ଗୁଜରାଟରେ ପ୍ରଥମ କରି ‌ଆୟୋଜନ

ଢେଙ୍କାନାଳ ଆସିଲା କଟକ ନରହନ୍ତା ହାତୀ

ଢେଙ୍କାନାଳ ୨୯।୦୯ : ଢେଙ୍କାନାଳକୁ ଆସିଲା କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ହାତୀ । ଟ୍ରାଙ୍କୁଲାଇଜ୍‌ ପରେ ହାତୀକୁ ଢେଙ୍କାନାଳ ଅଣାଯାଇଛି । ଖବର ଅନୁଯାୟୀ, ଦୁଇ ଦିନ ଧରି କଟକ ଜଗତପୁର ଅଞ୍ଚଳରେ ଉତ୍ପାତ ମଚାଇଥିବା ନରହନ୍ତା ହାତୀକୁ ବହୁ ଚେଷ୍ଟା ପରେ ଟ୍ରାଙ୍କୁଲାଇଜ୍‌

ରେଳ ସଂଯୋଗ ଦାବିରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା

ପୁରୀ ୨୯।୦୯: କେନ୍ଦୁଝର ଆନନ୍ଦ ପୁର ଉପଖଣ୍ଡକୁ ରେଳ ଲାଇନ ସଂଯୋଗ କରିବାରେ ରେଳବାଇର ଅବହେଳା ଓ ପ୍ରଶାସନର ଖାମ୍ ଖିଆଲି ମନୋଭାବକୁ ନେଇ ଅଭିନବ ପ୍ରତିବାଦ। ପୁରୀ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଦଣ୍ଡବତ ଯାତ୍ରା କଲେ ମା ଧନେଇ ସେବା ସଂଘର କର୍ମକର୍ତ୍ତା। ଯାହାକି ବେସ୍ ଚର୍ଚ୍ଚାର

ବେଆଇନ ଡ୍ରଗ୍‌ ଚାଲାଣ ବିରୋଧରେ ‘ସିବିଆଇ’ର ‘ଅପରେସନ୍‌ ଗରୁଡ଼’: ୧୨୭ ନୂଆ ମାମଲା ରୁଜୁ, ୧୭୫ଜଣ ଗିରଫ

ଚେନ୍ନାଇ: ବେଆଇନ ଡ୍ରଗ୍‌ ଚୋରାଚାଲାଣ ନେଟ୍‌ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍‌ ଗରୁଡ଼’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି ଓ ୧୭୫ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପ୍ରକାଶିତ ରିପୋର୍ଟରୁ

ହୋଟେଲ୍‌ ରୁମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ ୨୯।୦୯ : ପୁରୀର ହୋଟେଲ ମେ ଫେୟାର ୱେଭସରେ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ହେଲେ ଐଶ୍ୱରିୟା ସାହାନାବାଗ। ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, GIZ କମ୍ପାନୀର ୱାଟର ରିଶୋର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ମଙ୍ଗଳବାର ସେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ

ଅଜରବୈଜାନ ବିରୋଧୀ ଯୁଦ୍ଧରେ ଆର୍ମେନିଆ ପଛରେ ଛିଡ଼ା ହେଲା ଭାରତ; ଯୋଗାଇବ ପିନାକ ରକେଟ୍ ସିଷ୍ଟମ୍

ନୂଆଦିଲ୍ଲୀ : ଦୁଇ ମଧ୍ୟ-ଏସୀୟ ଦେଶ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେ​ଳେ ଅଜରବୈଜାନର ପ୍ରବଳ ଆକ୍ରମଣ ଆଗରେ ତିଷ୍ଠି ପାରୁନାହିଁ ଆର୍ମେନିଆ । ଅଜରବୈଜାନ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରି ଆର୍ମେନିଆ ଉପରେ ଅଗ୍ନିବର୍ଷା କରିଚାଲିଛି । ଏହାର ଜବାବ

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ, ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭଦ୍ରକ ୨୯।୦୯ : ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ । ଭଦ୍ରକ ଜିଲ୍ଲା ସାଳନ୍ଦୀ ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଟାଲିଛି ଚଢାଉ । ଖବର ଅନୁଯାୟୀ, ଭଦ୍ରକ ସହରର ପୋଷ୍ଟ ଅଫିସ ଛକ ନିକଟ ସରକାରୀ ବାସଭବନରେ ଅଧିକ୍ଷଣ

ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୩ରୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବେ ସରକାର। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି ଯେ, କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ପ୍ରସ୍ତାବକୁ ସରକାର ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଅକ୍ଟୋବର ୨୦୨୨ରୁ କାରରେ ୬ଟି