ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୯।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି, ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ତେଜସ୍ବୀ: ଆରଜେଡି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ତେଣୁ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ବିହାରର ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଜଗଦାନନ୍ଦ ସିଂ ଆଜି ଏଭଳି ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୨୨ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ

ସେନାରେ ସାମିଲ ହେଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହୋଇଛି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍ ) । ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ପକ୍ଷରୁ ନିର୍ମିତ ଏହି ହେଲିକପ୍ଟରକୁ ହାଲ ପକ୍ଷରୁ ଭାରତୀୟ ସେନାର ବିମାନ ବାହିନୀ ( ଆର୍ମି ଏଭିଏସନ କୋର୍)କୁ

ସଭାପତି ଦୌଡ଼ରୁ ଓହରିଗଲେ ଅଶୋକ ଗେହଲଟ; ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ଯିବେ? ୨ ଦିନ ଭିତରେ ନିଷ୍ପତ୍ତି ନେବେ ସୋନିଆ…

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରି ଅଶୋକ ଗେହଲଟ କଂଗ୍ରେସ ଦଳର ମୁଖ୍ୟ ପଦ ପାଇଁ ଦୌଡ଼ରୁ ଓହରି ଯାଇଛନ୍ତି। ତେବେ, ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ସେ ରହିବେ ନା ସେଠୁ ବି ବିଦାୟ ନେବେ ତାହା ଏବେ ଅସ୍ପଷ୍ଟ ରହିଛି। କାରଣ, ଗେହଲଟ ଦଳର ଅନ୍ତରୀଣ ସଭାପତି ସୋନିଆ

ଘର ବାହାରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ଏବେ ମୁକେଶ ଅମ୍ବାନୀଙ୍କୁ ମିଳିଲା ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କୁ ବର୍ତ୍ତମାନ ଜେଡ ପ୍ଲସ୍ ବର୍ଗ ସୁରକ୍ଷା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳୁଥିଲା। ଇଣ୍ଟେଲିଜେନ୍ସ

ସମୃଦ୍ଧ ଦେଶ ଭାରତ ଗରିବ ଜନସଂଖ୍ୟାରେ ଭର୍ତ୍ତି: ନୀତୀନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କହିଛନ୍ତି ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହୋଇଛି। ତେବେ, ଯଦିଓ ଦେଶ ଧନୀ; ତଥାପି ଏହାର ଜନସଂଖ୍ୟା ଦାରିଦ୍ର୍ୟ, ଅନାହାର, ବେରୋଜଗାରୀ, ଜାତିବାଦ, ଅସ୍ପୃଶ୍ୟତା ଏବଂ ମୁଦ୍ରାସ୍ଫୀତି ପରି ସମସ୍ୟାର ସମ୍ମୁଖୀନ

ଜୟନ୍ତୀ ଥିଲେ ନାରୀ ସଶକ୍ତିକରଣର ଅଗ୍ରଦୂତ-: ଜିଲ୍ଲା କଂଗ୍ରେସ…

ବ୍ରହ୍ମପୁର --ପୂର୍ବତନ ସାଂସଦ, ଜାତୀୟ ମହିଳା କମିସନରଙ୍କ ପ୍ରଥମ ଅଧକ୍ଷା, ବରିଷ୍ଟା ସାହିତ୍ୟକ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଶୋକ ପ୍ରକାଶ କରିଛି l ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯାଳୟ ଠାରେ ଅନୁଷ୍ଠିତ ଏହି ଶୋକ ସଭାରେ ବକ୍ତାମାନେ ଜୟନ୍ତୀ

ସୁନ୍ଦରଗଡ଼: ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବେଦବ୍ୟାସ ପୀଠରୁ ପବିତ୍ର ଜଳ, ଐତିହାସିକ ଆମକୋ ସିମକୋରୁ ମାଟି…

ସୁନ୍ଦରଗଡ଼ //ରାଉରକେଲା : ଆଜାଦୀ କା ଅମୃତ ମହୋତ୍ସବ ଏବଂ ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଐତିହାସିକ ସ୍ଥଳରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ ପୀଠର ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ ଏବଂ ଐତିହାସିକ ଆମକୋ ସିମକୋ

ସମସ୍ତ ଙ୍କୁ ସମାନ ଶିକ୍ଷା ନିଶ୍ଚିତ ନିଯୁକ୍ତି ଦାବୀରେ ଦକ୍ଷିଣା ଅଂଚଳ ରାଜସ୍ବ କମିଶନଙ୍କ କାଯ୍ୟଳୟ ଆଗରେ ବିକ୍ଷୋଭ

ବ୍ରହ୍ମପୁର : ସମସ୍ତ ଙ୍କୁ ସମାନ ଶିକ୍ଷା ଓ ଶିକ୍ଷା ଶେଷରେ ନିଶ୍ଚିତ ନିଯୁକ୍ତି ଦାବୀରେ ଅଖିଳ ଭାରତ ଯୁବକସାଙ୍ଗ ଏବଂ ଅଖିଳ ଭାରତ ଛାତ୍ରସାଙ୍ଗ ତରଫରୁ ଦକ୍ଷିଣା ଅଂଚଳ ରାଜସ୍ବ କମିଶନଙ୍କ କାଯ୍ୟଳୟ ଆଗରେ ଏକ ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଅଖିଳ ଭାରତ ଯୁବକସାଙ୍ଗ ଏବଂ ଅଖିଳ ଭାରତ

ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି, ଶୁଭଖୁଣ୍ଟି ସ୍ଥାପନ

ଛତ୍ରପୁର : ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ଲଷ୍ମୀବଜ଼ାର ପରିସରରେ ଚଳିତ ବର୍ଷ ହେବାକୁ ଥିବା ମା ଗଜଲଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। କର୍ମକାଣ୍ଡ ପୁରୋହିତ ଡ଼ଃ ସରୋଜ କୁମାର ଶତପଥୀ ପୂଜା