Sign in
Sign in
Recover your password.
A password will be e-mailed to you.
ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ସିଡିଏସ୍
ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି!-->…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ
କଟକ: ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଓ ଯାଞ୍ଚ ବ୍ୟବସ୍ଥାକୁ ସରକାର କଡାକଡି କାର୍ଯ୍ୟକାରୀ କରିବା ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ। ଏଭଳି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ସରକାର ନିର୍ଦ୍ଧାରିତ କରିଥିବା ସମୟସୀମାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ!-->…
ଓଡ଼ିଶାରେ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦’ର ସଫଳ ରୂପାୟନ : କ୍ଷେତ୍ର ଅଧିକାରୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ…
ସୁନ୍ଦରଗଡ଼ : ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର!-->!-->!-->…
ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁ ଘଟଣା: ଧର୍ମେନ୍ଦ୍ରଙ୍କ ଗାଁ ଖଣ୍ଡିଆକୁଦ ଯିବ କମିଶନରେଟ୍ ପୋଲିସ୍
ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତନାଘନା ତଦନ୍ତ । ତାଙ୍କର ଦୁଇଟି ମୋବାଇଲ୍ ନମ୍ବରର ସିଡିଆର୍ ଯାଞ୍ଚ କରିବ ପୋଲିସ । ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଅଧିକ ଖୋଳତାଡ ପାଇଁ ତାଙ୍କ ଗାଁ ଗୋପର!-->…
ଟିଟିଇ ସ୍ବାମୀଙ୍କ ଘର ଆଗରେ ଧାରଣା ଦେବା ଘଟଣା; ଖୋର୍ଦ୍ଧା ଡିଆରଏମଙ୍କୁ ଭେଟି ଅଭିଯୋଗ କଲେ ସ୍ତ୍ରୀ ସ୍ୱପ୍ନା
ବ୍ରହ୍ମପୁର ୨୮/୦୯: ବ୍ରହ୍ମପୁରରେ ସ୍ବପ୍ନା ନାମକ ଜୈନିକ ମହିଳା ସ୍ବାମୀ ଘର ଆଗରେ ଧାରଣା ଦେବା ଘଟଣା। ଆଜି ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ସ୍ବପ୍ନା ଖୋର୍ଦ୍ଧାରେ ଥିବା ଡିଆରଏମଘଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି। ବୁଧବାର ତାଙ୍କ ଧାରଣାର ୬ ଦିନରେ!-->…
ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ମୃତଦେହ ଉଦ୍ଧାର
ଭଦ୍ରକ, ୨୮/୦୯: ଭଦ୍ରକ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ବାସିନ୍ଦା । ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ଏହି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ମୃତକ ସରସଦା ପଞ୍ଚାୟତ!-->…
ଗୁଳି ମାଡ଼ରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ବାଲେଶ୍ୱର: ମାଛ ମାରୁଥିଲେ ମତ୍ସ୍ୟଜୀବୀ। ହଠାତ୍ ଦେହରେ ବାଜିଲା ଗୁଳି। ଗୁଳି ମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଆଜି ବାଲେଶ୍ୱର ଚାନ୍ଦିପୁରରେ ଏହି ଅଘଟଣ ଘଟିଛି। ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷଣ ରେଞ୍ଜ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ବେଳ!-->…
ପିଅନ ପୋଷ୍ଟ ପାଇଁ ୨ ଲକ୍ଷ ଆବେଦନକାରୀ, ଇଂଜିନିୟରିଂ ସହ ଏମଏସସି ଛାତ୍ରଛାତ୍ରୀଙ୍କ ଭିଡ଼
ରାୟପୁର: ଗତ ମାସକ ତଳେ ଓଡିଶା ଲୋକସେବା ଆୟୋଗ ବା ଓପିଏସସି ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ୭୦୦ ପୋଷ୍ଟ ପାଇଁ ୨ଲକ୍ଷରୁ ଅଧିକ ଆବେଦନକାରୀ ଆବେଦନ କରିଥିଲେ | ସେତେବେଳେ ଦେଖିବାକୁ ମିଳିଥିଲା ଯେ ସରକାରୀ ଚାକିରି ପାଇଁ ଉଚ୍ଚ ଦରମାର ପ୍ରାଇଭେଟ ଚାକିରି ଛାଡ଼ିବାକୁ!-->…
ରବି ରାଜା ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ…
ରାଉରକେଲା : ରାଉରକେଲା ସହରର ମଧୁସୂଦନପାଲି ବସ୍ତିରେ ରଵି ରାଜାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ହତ୍ୟାକାରୀଙ୍କୁ ରାଉରକେଲା ଏଡିଜେ ୧ କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ତିନି ଜଣ ହତ୍ୟାକାରୀଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ!-->…
ସରକାର କ’ଣ ସବୁ ଦେବେ କହି ବିବାଦରେ ଆଇଏଏସ
ପାଟନା: ସରକାର କ’ଣ ସବୁ ଦେବେ? ଆପଣମାନେ କ’ଣ ସେବା ପାଇବା ପାଇଁ ଭୋଟ ଦେଉଛନ୍ତି? ଏଭଳି ଅଜବ ପ୍ରଶ୍ନ ପଚାରି ବିବାଦୀୟ ହୋଇ ପଡ଼ିଛନ୍ତି ଆଇଏଏସ ଅଫିସର ହରଜୋତ କୌର। ବିହାର ମହିଳା ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶିକା ହରଜୋତ କୌର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ବୟାନ!-->…