୬ଟି ବାଇକ ଓ ୨ଟି କାର୍‌ ଜାଳି ଦେଲେ ଦୁର୍ବୃତ୍ତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବନୀପାଟଣା ଇରିଗେସନ କଲୋନୀ ୧୭ ନମ୍ବରରେ ଲେନ୍‌ ଅଭାବନୀୟ ଘଟଣା । ଗ୍ୟାରେଜ୍‌ରେ ପଶି ଦୁର୍ବୃତ୍ତ ପୋଡିଦେଲେ ୬ଟି ବାଇକ୍‌ ଓ ଦୁଇଟି କାର୍‌ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ଇରିଗେସନ କଲୋନୀ ୧୭ନମ୍ବର

ବଡ଼ପଦର ପଂଚାୟତରେ ସରପଞ୍ଚ ସଂଘର ମାସିକ ବୈଠକ

ଚିତ୍ରକୋଣ୍ଡା(୨୮/୦୯) : ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ ଗୋଟି ପଂଚାୟତର ସରପଞ୍ଚ ମାନଙ୍କୁ ନେଇ ଏକ ମାସିକ ବୈଠକ ବଡ଼ପଦର ପଂଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସଭାପତି କମଳୁ ହନ୍ତାଳ ଏଇ ବୈଠକ ଆୟୋଜନ କରିଥିଲେ l ଏହି ବୈଠକରେ ସମସ୍ତ ସରପଞ୍ଚ ନିଜ ନିଜ ପଂଚାୟତର ବିଭିନ୍ନ

ହିଞ୍ଜିଳି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

ହିଞ୍ଜିଳିକାଟୁ (୨୮/୯) : ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମରେ ହିଞ୍ଜିଳି ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିଞ୍ଜିଳିକାଟୁ ବ୍ଳକ ଚାନ୍ଦୁଲି ପଚାଁୟତ ସରପଚଂ ଓ ସମିତି

ଗୋଲିଆରେ ମା’ ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମରେ ଲଙ୍ଗଳେଶ୍ଵର ପାଠାଗାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖ ଦିନ ପବିତ୍ର ଦୀପାବଳି ଅବସରରେ ୯ମ ଥର ପାଇଁ ଆୟୋଜିତ ହେବାକୁ ଥିବା ମା’ ଶ୍ୟାମା କାଳୀ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି

SCBରୁ ପିଲା ଚୋରି ଘଟଣା, ଜଣେ ସୁରକ୍ଷାକର୍ମୀ ବହିଷ୍କୃତ

କଟକ ୨୮।୦୯: କଟକ ଏସ୍‌ସିବି ପ୍ରସୂତି ବିଭାଗ ଆଇସିୟୁରୁ ପିଲାଚୋରି ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ଏସ୍‌ସିବି କତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷୃତ କଲେ ମେଡିକାଲ କର୍ତ୍ତୃପକ୍ଷ । ସେହିପରି ଆଇସିୟୁ ଦାୟିତ୍ବରେ ଥିବା ୪ କର୍ମଚାରୀଙ୍କୁ ନୋଟିସ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୮।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ଗୋଡ଼, ମୁହଁ ବନ୍ଧା ଅବସ୍ଥାରେ ୧୨ କୁକୁର ଉଦ୍ଧାର

ବ୍ରହ୍ମପୁର: ଶିକ୍ଷାର ମନ୍ଦିରରେ ଘଟିଛି ଅମାନବୀୟ କାଣ୍ଡ । ଏଠାରେ ମାନବିକତାର ଶିକ୍ଷା ଦେବା ପରିବର୍ତ୍ତେ ଦିଆଯାଇଛି କୁଶିକ୍ଷା । ନୀରିହ କୁକୁରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ସେମାନଙ୍କ ଗୋଡ଼ ସମେତ ମୁହଁ ବାନ୍ଧି ପକାଇ ଦିଆଯାଇଛି। କୁକୁରଙ୍କ ଭୁକିବା ଯୋଗୁ ଶୈକ୍ଷିକ ପରିବେଶ ନଷ୍ଟ

ଜମିରେ ହଳ କରି ନଷ୍ଟ କରିଦେଲେ ଫସଲ : ଥାନାରେ ମାମଲା ରୁଜୁ

ଦାରିଙ୍ଗବାଡ଼ି,(୨୮/୯) : ନିର୍ବାଚନ ସମୟର ରାଗ ସୁଝେଇବାକୁ ଯାଇ ଫସଲ ନଷ୍ଟ କରିଦେଲେ ଫସଲ। ପଦର ଜମିରେ ଚାଷ କରାଯାଇଥିବା ଫସଲକୁ ହଳ କରି ନଷ୍ଟ କରିଦେଲେ କିଛି ପ୍ରତିବାଦୀ ଗୋଷ୍ଠୀ । ଏନେଇ ଫସଲ ମାଲିକ ସୁକାନ୍ତ ପ୍ରଧାନ ଥାନାର ଦ୍ୱାରସ୍ତ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍‌ ଚୋରି କରିଥିଲେ, ମାସେ ପରେ ବନ୍ଧା ହେଲେ ୫ ଜଣ

ପାରାଦୀପ: ଟ୍ରକ୍‌ ବିକି ମାଲେମାଲ ହେବାକୁ ମାସେ ତଳେ ଘଟାଇଥିଲେ  ଅମାନବୀୟ କାଣ୍ଡ । ଉଛୁଳା ମହାନଦୀକୁ ଡ୍ରାଇଭରଙ୍କୁ ଠେଲି ଦେଇ ପାରାଦୀପରୁ ଟ୍ରକ୍‌ ନେଇ ଫେରାର ହୋଇ ଯାଇଥିଲେ। ଏପରିକି ଉକ୍ତ ଟ୍ରକ୍‌କୁ ମୟୂରଭଞ୍ଜ ଜିଲ୍ଲାର ଜଣେ ଢାବା ମାଲିକଙ୍କୁ ବିକି ଦେଇଥିବା ବେଳେ ଏବେ ପୁଲିସ୍‌ ୫

ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂସ୍ଥାର କର୍ମକର୍ତ୍ତା ଚୟନ

ବ୍ରହ୍ମପୁର : ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଗଠନ " ମା' କୁରେଈଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ"ର ଏକ ସାଙ୍ଗଠନିକ ବୈଠକ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଭାଲିଆଗଡ ବିଶ୍ଵକର୍ମା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ